ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ସ୍ୱର ଦିବସ ପାଳିତ

ଭୁବନେଶ୍ୱର, ଏପ୍ରିଲ୍ ୧୮: ବିଶ୍ୱ ସ୍ୱର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ମଙ୍ଗଳବାର ସ୍ୱର ଜନିତ ସମସ୍ୟା ଥିବା ରୋଗୀମାନଙ୍କର ମାଗଣାରେ ସ୍ୱରଯନ୍ତ୍ରର ପରୀକ୍ଷା କରାଯାଇଛି । ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ବର୍ଷା

ବରଗଡ '- ଗତକାଲି ପବିତ୍ର ଶ୍ରୀରାମ ନବମୀର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବରେ ବର୍ଷା ସିଂ ବରିହାଙ୍କର ନାମ ଘୋଷଣା କରାଯିବା ପରଠାରୁ ପୁରା ନିର୍ବାଚନ ମଣ୍ଡଳୀ ରେ ଥିବା ଦଳୀୟ କର୍ମୀ ଓ ସମର୍ଥକଙ୍କର…

ବିଜେଡ଼ିରେ ବର୍ଷା

ଭୁବନେଶ୍ୱର:ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ବର୍ଷାଙ୍କୁ ଡ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜିବର୍ଷା ପ୍ରିୟଦର୍ଶିନୀଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ…

ବିଜେଡ଼ିରେ ଯୋଗ ଦେଲେ ବିଜେପି ନେତା କମଳାକାନ୍ତ ପାଣ୍ଡେ

ଭୁବନେଶ୍ୱର, ୧୮/୦୪/୨୦୨୪:କନ୍ଧମାଳର ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜିଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର, କନ୍ଧମାଳ ଲୋକସଭା ସାଂସଦ ଡ ଅଚୁ୍ୟତ ସାମନ୍ତ ଓ କନ୍ଧମାଳ ବିଜେଡି…

ମୁକୁଙ୍କ ସମାଲୋଚନାର ପାଲଟା ଜବାବ ଦେଲେ ବବି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଲଗାତାର ଟାର୍ଗେଟ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଲଟା ଜବାବ ଦେଇଛନ୍ତି ସମ୍ବଲପୁର ଆସନରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ | ବିଜୁ ଏକ୍ସପ୍ରେସ ୱେ ଓ ଏନଏଚ-୫୫ର ଏକ ଚିତ୍ର…

ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର:- ୧୮-୦୪-୨୦୨୪(ଆର୍ତ୍ତତ୍ରାଣ ମହାପାତ୍ର) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଟ୍ରାକ୍ଟର ମାଲିକ ତଥା ଜଙ୍ଗଲ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ସ୍ବର୍ଗତ ସୁରେଶ ପଟ୍ଟନାୟକ ଙ୍କ ବିଧବା ପତ୍ନୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଶ୍ରୀ ପଟ୍ଟନାୟକ ଙ୍କ…

ଗୁଣପୁର ରେ ଶ୍ରୀ ରାମନବମୀ ଉତ୍ସବ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଭୁ ଶ୍ରୀ ରାମଚନ୍ଦ୍ର ପବିତ୍ର ଜନ୍ମ ଦିନ ବା ଶ୍ରୀ ରାମନବମୀ ଉତ୍ସବ। ସାରା ଦେଶରେ ଏହି ଭବ୍ୟ ଉତ୍ସବ ବହୁ ଆଡ଼ମ୍ବରେ ପାଳନ କରାଯାଇଥାଏ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ରେ ରାମ ମନ୍ଦିର କମିଟି ସଦସ୍ୟଙ୍କ ସାହାଯ୍ୟରେ ସକାଳ ସମୟରେ ମନ୍ଦିର…

ଫୁଲବାଣୀ ହାଜତରେ ବିଚାରଧୀନ କଏଦୀ ମୃତ

ପୁଲିସ ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ପରିବାର କନ୍ଧମାଳ(ଗଗନ କୁମାର ପ୍ରଧାନ)17/4 : କୋର୍ଟ ୱାରେଣ୍ଟ କେସରେ ଆତ୍ମ ସମର୍ପଣ କରିଥିବା ବିଚରାଧୀନ କଏଦୀଙ୍କର ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ…

ଅସୁରେଶ୍ବର ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଧନସ୍ଥ କେଣ୍ଟାଳ ପଞ୍ଚାୟତ ମଲ୍ଲିପୁର ଗ୍ରାମରେ ଥିବା ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କର ଅସୁରେଶ୍ଵର ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଛି । ପୂର୍ବାହ୍ନରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଏହି ଯାତ୍ରାରେ ରାଜ୍ୟର କୋଣ…

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ,ଜନ୍ମନାରାୟଣ ବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ

ଓଡଗାଁ, ୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ସ୍ୱର୍ଣ୍ଣ କଳଶକ୍ଷେତ୍ର ଓଡ଼ଗାଁ ବିଜେ ଶ୍ରୀରଘୁନାଥଜିଉଙ୍କ ପୀଠରେ ମଙ୍ଗଳବାର ପବିତ୍ର ଚୈତ୍ର ଶୁକ୍ଲ ନବମୀ ତିଥିରେ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ ହୋଇଛି । ରୈାଦ୍ରତାପକୁ ଭୃକ୍ଷେପ ନକରି ପ୍ରଭୁଙ୍କ ଜନ୍ମବିଧାନ…