ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ,ଜନ୍ମନାରାୟଣ ବେଶରେ ଦର୍ଶନ ଦେଲେ ଶ୍ରୀ ରଘୁନାଥ

ଓଡଗାଁ, ୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ସ୍ୱର୍ଣ୍ଣ କଳଶକ୍ଷେତ୍ର ଓଡ଼ଗାଁ ବିଜେ ଶ୍ରୀରଘୁନାଥଜିଉଙ୍କ ପୀଠରେ ମଙ୍ଗଳବାର ପବିତ୍ର ଚୈତ୍ର ଶୁକ୍ଲ ନବମୀ ତିଥିରେ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ ହୋଇଛି । ରୈାଦ୍ରତାପକୁ ଭୃକ୍ଷେପ ନକରି ପ୍ରଭୁଙ୍କ ଜନ୍ମବିଧାନ…

ନିଶ୍ଚିନ୍ତକୋଇଲି ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକର ବିଭିନ୍ନ ସ୍ଥାନରେ ଓଡ଼ିଶା ଜାତିର ଗର୍ବ ଓ ଗୌରବ, ପ୍ରବାଦ ପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଳକ ବିଜୁ ଜନତା ଦଳ…

ନିଶ୍ଚିନ୍ତକୋଇଲି ବିଜେଡ଼ି ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଉଦ୍‌ଘାଟିତ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଜୟନ୍ତୀ ଉପଲକ୍ଷେ ତଥା…

ଭଞ୍ଜନଗର ସହ ନେଟେଗାଂ ଗ୍ରାମରେ ପବିତ୍ର ଶ୍ରୀ ରାମନବମୀ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ପ୍ରଭୂ ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ଦିନ ବା ଶ୍ରୀ ରାମନବମୀ ଉତ୍ସବ। ସାରା ଦେଶରେ ଏହି ଭବ୍ୟ ଉତ୍ସବ ଅତି ଧୂମଧାମରେ ଆଡମ୍ବର ସହକାରେ ପାଳନ ହେଉଅଛି। ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ସ୍ଥାନ ଅଯୋଧ୍ୟା ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା…

ରାମ ନବମୀରେ ଜଗତଗୁରୁଙ୍କ ଆଶୀର୍ବାଦ ନେଲେ କଂଗ୍ରେସ ପ୍ରାର୍ଥୀ ସୁଜିତ

ପୁରୀ, ୧୭/୦୪ : ଆଦିଗୁରୁଙ୍କ ଆଶୀର୍ବାଦ ନେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ ମହାପାତ୍ର। ବୁଧବାର ପବିତ୍ର ରାମ ନବମୀରେ ଗୋବର୍ଦ୍ଧନ ମଠ ଯାଇ ମା ବିମ୍ବଳାଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଉତ୍ତୋରତର ଉନ୍ନତି କାମ କରିଛନ୍ତି ସୁଜିତ । ପରେ ପରମ ପୁଜ୍ୟ ଗୁରୁଜୀ ଶଙ୍କରାଚାର୍ଯ୍ଯଙ୍କୁ…

ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୭ତମ ଶ୍ରାଦ୍ଧ ଦିବସରେ ବିଜେଡ଼ିର ବିରାଟ ମଟର ସାଇକେଲ ରାଲିରେ ଶକ୍ତି ପ୍ରଦର୍ଶନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସରେ ଗୁଣପୁର ଠାରେ ବିଜେଡି କର୍ମୀ ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ରାଲି ଆରମ୍ଭ ହେବା ପୂର୍ବରୁ ପ୍ରଥମେ ନୂଆବସଷ୍ଟାଣ୍ତ ଠାରେ ସ୍ଥାପିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜେଡି…

ବିଜେଡି ରାଉରକେଲା,ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କର୨୭ତମ ଶ୍ରାଦ୍ଧ ଦିବସ ପାଳିତ ।

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ତା ୧୭/୦୪/୨୩ ଋଖରେ ରାଉରକେଲା ବିଜୁଜନତା ଦଳ ତରଫରୁ ମାନ୍ୟବର ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଙ୍କ ନେତୃତ୍ବରେ ନୂତନ ଓଡିଶା ନିର୍ମାତା,ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୭ ତମ ତିରୋଧାନ ଦିବସ ଶହଶହ ବିଜୁପରିବାର ସଦସ୍ୟଙ୍କ ଦ୍ଵାରା…

ଦେଶବାସୀଙ୍କୁ ଶ୍ରୀରାମ ନବମୀର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଶ୍ରୀରାମଚନ୍ଦ୍ର ନିଷ୍ଠା, ସୁଶାସନ ଓ କର୍ତ୍ତବ୍ୟବୋଧର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ • ରାମଲାଲାଙ୍କ ସୂର୍ଯ୍ୟ ତିଲକ ସମସ୍ତଙ୍କୁ ଅଭିଭୂତ କରିଛି • ସମ୍ବଲପୁର ଦାନିପାଲି, ବୁର୍ଲା ସ୍ଥିତ ଇସ୍କନ ମନ୍ଦିରରେ ଶ୍ରୀ ରାମଙ୍କ ଆରାଧନା କଲେ କେନ୍ଦ୍ରମନ୍ତ୍ରୀ • ରାମଚଣ୍ଡୀ…

ସମ୍ବଲପୁର ଠେମରାରେ ଚାଷୀମାନଙ୍କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରକୁ କୃଷି ଆଧାରିତ ଅର୍ଥନୀତି କରିବା ପାଇଁ ହେବ ବ୍ୟାପକ ଯୋଜନା -ଧର୍ମେନ୍ଦ୍ର ପ୍ରଧାନ • ଡବଲ ଇଞ୍ଜିନ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରାଯିବ • ଗରିବଙ୍କୁ ମିଳିବ ପିଏମ୍ ଘର, ଯୁଗଗୋଷ୍ଠୀଙ୍କୁ ମିଳିବ ରୋଜଗାର • ଓଡ଼ିଶାରେ ପିଲାମାନେ…

ଟିକେଟ ପାଇବା ପରେ ମହାପ୍ରଭୁ ନୃସିଂହନାଥ ଓ ମାଁ ବିନ୍ଧ୍ୟବାସିନୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ବର୍ଷା

ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତୃ ମଣ୍ଡଳୀ ଙ୍କୁ ଜଣାଇଲେ କୃତଜ୍ଞତା  ବରଗଡ଼ :- ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ପଞ୍ଚମ ପର୍ଯ୍ୟାୟରେ ଘୋଷଣା କରିଥିବା ପ୍ରର୍ଥୀ ତାଲିକାରେ ରହିଛି ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଗତ 22 ଉପନିର୍ବାଚନ ପରେ ଦଳ ଓ ଦଳର ସୁପ୍ରମୋ ଶ୍ରୀ ନବୀନ…