Sign in
Sign in
Recover your password.
A password will be e-mailed to you.
ବୈଶାଖ ମେଳା 2024 ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼ :- ଆସନ୍ତା 19/05/2024ରୁ 23/05/2024 ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପବିତ୍ର ଜନ୍ମୋତ୍ସବ ଓ ପ୍ରସିଦ୍ଧ ବୈଶାଖ ମେଳା ର ଅୟୋଜନ ସମସ୍ତ ରୀତି ନୀତି ଓ ମହାସମାରୋହ ରେ ପାଳନ କରାଯିବାର ସ୍ଥିର ହୋଇଛି । ଆଜି ମହାପ୍ରଭୁଙ୍କ ଙ୍କର ମନ୍ଦିର ପରିସରରେ ଆୟୋଜିତ ମେଳା ର…
ପୁଣି ଧରାପଡିଲା ଏକ ଲକ୍ଷ ଟଙ୍କା
https://youtu.be/fO_Bluiiz9A
ଗଡଭାଟି ନାକା ରେ ଯାଞ୍ଚ ସମୟରେ ପିକ୍ ଅପ୍ ରୁ ଜବତ କଲା ପଦ୍ମପୁର ପୋଲିସ ।
ପଦ୍ମପୁର / ଶିବାଶିଷ ପଟ୍ଟନାୟକ: -ପୋଲିସ ପକ୍ଷରୁ ନିର୍ବାଚନ ପାଇଁ କଳା କଡି ଭାବରେ ଯାଞ୍ଚ କରାଯାଉ ଥିବା ବେଳେ ଗତ କାଲି ରାତିରେ ଝାରବନ୍ଧ ପୋଲିସ ୬ ଲକ୍ଷ ରୁ ଉର୍ଦ୍ଦ୍ବ…
୬ ଲକ୍ଷ ୫୨ ହଜାର ଜବତ କଲା ଝାରବନ୍ଧ ପୋଲିସ ।
ପଦ୍ମପୁର: - ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ଜୋରଦାର ଚେକିଂ ଚାଲିଛି।ଗତକାଲି ବିଳମ୍ୱିତ ରାତିରେ ଝାରବନ୍ଧ ଥାନା ଅନ୍ତର୍ଗତ ଉଭା ନାକା ଠାରେ ଚେକିଂ କରୁଥିବା ସମୟରେ ବଲାଙ୍ଗିର ର ୨ ଜଣ ଯୁବକଙ୍କ ମିତ୍ରଭାନୁ ସାହୁ ଓ ମନୋଜ ସାହୁଙ୍କ ଠାରୁ ୬ଲକ୍ଷ ୫୨ ହଜାର ଟଙ୍କା ଜବତ ଝାରବନ୍ଧ…
ମୁଖ୍ୟ ଶାସନ ସଚିବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ୨୦୨୩ ବ୍ୟାଚ୍ ଆଇ.ଏ.ଏସ୍.ଶିକ୍ଷାନବିଶ
ଭୁବନେଶ୍ୱର: ୨୦୨୩ ବ୍ୟାଚ୍ ଭାରତୀୟପ୍ରଶାସନିକ ସେବାର ୮ଜଣ ଶିକ୍ଷାନବିଶ (ଆଇ.ଏ.ଏସ୍.ପ୍ରୋବେସନର) ଲୋକସେବା ଭବନଠାରେ ମୁଖ୍ୟଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ସମସ୍ତ ଆଇ.ଏ.ଏସ୍ ପ୍ରବେସନର ଓଡ଼ିଶା କ୍ୟାଡରର । ସେମାନେ ହେଲେ ଆସ୍ନି ଏଲ୍.,…
ପଶ୍ଚିମଓଡିଶା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ଫୋକସ
କଣ୍ଟାବାଞ୍ଜି ରୁ ପ୍ରାର୍ଥୀ ସାଜିବା ପରେ ବଲାଙ୍ଗୀର ଜିଲ୍ଲା ବିଜେଡିରେ ଉତ୍ସାହର ମାହୋଲ
ଟିଟିଲାଗଡ଼/ ଭୂମିସୁତା ବିଶି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ହେବା ପରେ ଏବେ ବିଜେଡି ରେ ଉତ୍ସାହ ର ମାହୋଲ ଦେଖାଦେଇଛି…
ଟିଟିଲାଗଡ଼ ପୋଲିସ ର ସଫଳତା: ଚାରି ଜଣ କୁଖ୍ୟାତ ଚୋର କାବୁ
ସୁନାଗହଣା ସହ ନଗଦ ରାଶି ସମେତ ଅନେକ ସାମଗ୍ରୀ ଜବତ
ଟିଟିଲାଗଡ଼/ଭୂମିସୁତା ବିଶି : ଟିଟିଲାଗଡ଼ ପୋଲିସ କୁ ମିଳିଛି ଏକ ବଡ଼ସଫଳତା l ଏକ କୁଖ୍ୟାତ ଚୋର ଗ୍ୟାଙ୍ଗ କୁ ଧରିବା ସହ ଚୋର ମାନଙ୍କ ଠାରୁ ଅନେକ ସାମଗ୍ରୀ ଜବତ କରିଛି l ଜବତ ସାମଗ୍ରୀ ମଧ୍ୟରେ ଅନେକ ସୁନାଗହଣା, ପୂଜା ସାମଗ୍ରୀ,…
ଗଛ ପଡି ଯୁବକ ମୃତ
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ଗଛ କାଟିବା ହେଲା କାଳ ।ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ମୃତକ ଜଣକ ହେଉଛନ୍ତି ଭଦରାଇ ହାଁସଦା(୩୬) ପ୍ରକାଶ ଥାଉକି ଝାରପୋଖରିଆ ଥାନା ଅଧିନ ଜାମକୁଣ୍ଡା ଗ୍ରାମର ସ୍ବର୍ଗତ ପିଥ ହାଁସଦାଙ୍କ ପୁଅ…
ନିର୍ବାଚନ ଖର୍ଚ୍ଚ ପରିଚାଳାନ ସମ୍ପର୍କରେ ସମୀକ୍ଷା କଲେ ପର୍ଯ୍ୟବେକ୍ଷକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଚଣ୍ଡିଗଡର ଭାରତୀୟ ରେଳ ଲେଖା ସେବା ଚନ୍ଦ୍ରିକା ଗର୍ଗ , ଆଇଆରଏଏସ୍ ,୨୦୧୪ ବ୍ୟାଚ୍ , ଗତ କାଲି ଠାରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ,…
ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସର ଦାଶରଥି ଗମାଙ୍ଗ ପ୍ରାର୍ଥୀପତ୍ର ନାମାଙ୍କନ…
https://youtu.be/dAdGQ5xEEBs
ପାର
ଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମେଳନ କକ୍ଷ ଠାରେ ଆଜି (ଗୁରୁବାର ଦିନ) ଗଜପତି ଜିଲ୍ଲାର ଅନ୍ୟତମ ସଂରକ୍ଷିତ ବିଧାନସଭା ଆସନ "ମୋହନା" ନିର୍ବାଚନ…
ବେଲଗୁଣ୍ଠାର ବିଭିନ୍ନ ପଂଚାୟତ ଏବଂ ଏନ୍ଏସିରେ ବିଜେଡ଼ିର ମାରାଥନ୍ ପ୍ରଚାର ; ଶହ ଶହ ମହିଳା ସାମିଲ୍ ; ବହୁ ଯୁବକ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ସୋରଡ଼ା ବିଧାୟକ ପ୍ରାର୍ଥୀନୀ ସଂଘମିତ୍ରା ସ୍ୱାଇଁ ସକାଳ ଦଶ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ର ତନରଡା ପଂଚାୟତରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ପରେ ଉଢୁରା ପଂଚାୟତ ଏବଂ ବଙ୍କା ପଂଚାୟତର ବିଭିନ୍ନ ଗ୍ରାମକୁ…