ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅଧିନସ୍ଥ ତାଳପଦର ହାଇସ୍କୁଲ ର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଫିସ ର ଛାତ ପଡିବା ଉପରେ ରହିଲାଣି ବ୍ଲକ ରେ କରୋନା ସମୟ ରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଟଙ୍କା ତାଳପଦର ହାଇସ୍କୁଲ କୁ ଅନୁଦାନ ରାଶି ଆସିଥିଲା , ତା ପରେ 5t ର ଟଙ୍କା ତାଳପଦର ହାଇସ୍କୁଲ କୁ ଅନୁଦାନ ଆସିଛି,କାମ ବି ଅଧିକାଂଶ ହୋଇଛି, କିନ୍ତୁ ସ୍ୱଚ୍ଛତା ରେ ପାଇଖାନା ଟେ ମଧ୍ଯ ନଥିବା ଅଭିଯୋଗ ହୋଇଛି । ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଏ ବିଷୟରେ ଗ୍ରାମ ର ସୁଶାନ୍ତ ସାହୁ ଓ ତାଙ୍କ ସାଥି ଯାଇ ପଚାରିବା ରୁ ପ୍ରଧାନ ଶିକ୍ଷକ ଏ ବିଷୟରେ ତାଙ୍କ ଉପର ଅଧିକାରିଙ୍କୁ ଚାରି ଥର ଏ ସମସ୍ୟା ଜଣାଇଥିଲେ ମଧ୍ୟ ପରିଦର୍ଶନପାଇଁ କେହି ଆସିନାହାନ୍ତି , ଏ ଦିଗରେ ଦୃଷ୍ଟି ଦେବା ପାଇଁ ପ୍ରଶାସନ ଙ୍କୁ ଶନିବାର ମଧ୍ୟାହ୍ନ ୧୨ଟା ରେ ପ୍ରତିକ୍ରିୟା ରଖି ଅନୁରୋଧ କରିଛନ୍ତି ଗାଁ ଲୋକେ ।
Sign in
Sign in
Recover your password.
A password will be e-mailed to you.