ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ଜାତୀୟ ଚାମ୍ପିଅନସିପ୍ ଆୟୋଜିତ

ବିଭିନ୍ନ ବର୍ଗରେ ଏଚପିସି ଆଥଲେଟମାନଙ୍କ ତିନୋଟି ସ୍ୱର୍ଣ୍ଣ ଏବଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ ଭୁବନେଶ୍ଵର, ମେ ୫, ୨୦୨୬: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ପକ୍ଷରୁ ଜୁନିୟର ଓ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନଶିପ୍…

ସଂଜୁତା ଗାର୍ମେଣ୍ଟସ କ୍ରିକେଟ ଟୁର୍ନାମେଣ୍ଟ ଧୁମଧାମରେ ଉଦଯାପିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଚନ୍ଦ୍ରଗିରି ପଞ୍ଚାୟତ ସ୍ତରରେ ଆୟୋଜିତ ସଂଜୁତା ଗାର୍ମେଣ୍ଟସ କ୍ରିକେଟ ଟୁର୍ନାମେଣ୍ଟ ସୁରୁଗୁଂଜାରେ ଧୁମଧାମରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ ଏବଂ ସମସ୍ତ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା।ଫାଇନାଲ…

ଦାଦନ ଖଟିବାକୁ ଯାଇ ପୁଅର ପ୍ରାଣ ଗଲା, ବୁଢ଼ୀମା ବାହୁନି ବାହୁନି କାନ୍ଦୁଛି।

 ମୃତ୍ୟୁ ଖବର ଶୁଣିବାର ୯ଦିନ ବିତିଗଲାଣି ଶବ ଆସିନି ଏଯାଏ।                  କେନ୍ଦୁଝର,ତା୫/୫- ଘରେ ଥିଲା ପୁଅ, ରାଜୁ ମୁଖୀ ଦଲାଲ ବେଙ୍ଗାଲୁରୁ କାମ କରିବାକୁ ଡାକି ନେଲା ଯେ ପୁଅକୁ ସେଠାରେ ମାରିଦେଲେ ଏଯାଏ ଶବ ଆସିନି କହି ବାହୁନି ବାହୁନି ୯ଦିନ ହେବ ଅଶୀ ବର୍ଷରୁ ଉର୍ଦ୍ଧ୍ଵ ବୟସର…

ଗୁଜୁରାଟରୁ ନିବେଶ ଆଣିବାକୁ ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଗୁଜୁରାଟ ଗସ୍ତ

ଅହମଦାବାଦ, ମୁନ୍ଦ୍ରା ଓ ବରୋଦାରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍‌ସ-ମିଟ୍, ବିଭିନ୍ନ ବର୍ଗର ଉଦ୍ୟୋଗପତିଙ୍କ ସହିତ ରାଉଣ୍ଡଟେବୁଲ୍ ବୈଠକ ଭୁବନେଶ୍ୱର: ଓଡିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ…

ପଶ୍ଚିମ ବଙ୍ଗ, ପୁଡୁଚେରି ଓ ଆସାମର ବିଜୟ ଅବସରରେ ଗୁଣୁପୁର ବାଇପାସ୍ ଠାରେ ବିଜୟ ଉତ୍ସବ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବାଇପାସ୍ ଠାରେ ପଶ୍ଚିମ ବଙ୍ଗ, ପୁଡୁଚେରି ଓ ଆସାମର ବିଜୟ ଅବସରରେ ଉତ୍ସାହମୟ ଭାବେ ବିଜୟ ଉତ୍ସବ ପାଳନ କରାଗଲା। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଅନେକ କର୍ମୀ ଓ ସମର୍ଥକମାନେ ଯୋଗଦେଇ ଭାରି ଉତ୍ସାହ ଓ ଉଲ୍ଲାସ ସହ ଆନନ୍ଦ ଉପଭୋଗ କରିଥିଲେ।…

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

ଏହି ଐତିହାସିକ ବିଜୟ ଜନସେବା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଭୟମୁକ୍ତ ଶାସନ ଓ ବିକାଶର ନୂତନ ଶୁଭାରମ୍ଭ: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏହି ବିଜୟ ବିଜେପିର ବିଚାରଧାରା ଓ ରାଜନୈତିକ ଆନ୍ଦୋଳନର ପ୍ରଣେତା ଡ. ଶ୍ୟାମାପ୍ରସାଦ…

“ପିଠିର ଯନ୍ତ୍ରଣାରୁ ମୁକ୍ତି ପାଇଁ ସଚେତନତା ହିଁ ପ୍ରଥମ ପଦକ୍ଷେପ”

ଭୁବନେଶ୍ୱର | ୨ ମଇ ୨୦୨୬: ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ଓଡିଶା ଆର୍ଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ପକ୍ଷରୁ ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ସହିଦ ନଗରକୁ କେନ୍ଦ୍ର କରି ଆୟୋଜିତ ଏହି…

କୈବର୍ତ୍ତ କୁଳ ସମାଜର ବାର୍ଷିକ ସାଧାରଣ ଅଧିବେଶନ

ନୟାଗଡ଼, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଶାବାରି କଲ୍ୟାଣୀ ମଣ୍ଡପ ଠାରେ ରବିବାର ଦିନ କୈବର୍ତ୍ତ କୁଳ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଚଉଦ କୋଷର ସଭାପତି ବା ବଡ଼ ବେହେରା ପୂର୍ଣଚନ୍ଦ୍ର ଦାସ ପ୍ରଭୁ ଶ୍ରୀ ରଘୁନାଥଙ୍କ ଫଟୋ…

ଓଡ଼ଗାଁରେ ଛାତ୍ରୀମାନଙ୍କୁ ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ଗାଁ, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପିମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଛାତ୍ରୀମାନଙ୍କ ପାଇଁ ଡ୍ରେସ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାର୍ବଜନୀନ ସଭାର ଆୟୋଜନ…

ଭାଜପାର ବିପୁଳ ବିଜୟରେ ଓଡଗାଁରେ ଝାଲ ମୁଡି, ମିଠାଇ ପ୍ରଦାନ ସହିତ ବାଣ ଫୁଟାଇ ଭାଜପା ତରଫରୁ ବିଜୟ ଉତ୍ସବ

ଓଡଗାଁ, ୪।୫ (ଶ୍ରୀକାନ୍ତ କୁମାର ମିଶ୍ର): ସୋମବାର ବେସରକାରୀ ଭାବେ ଘୋଷଣା ହୋଇଥିବା ୫ ରାଜ୍ୟର ବିଧାନ ସଭା ନିର୍ବାଚନ ଫଳାଫଳକୁ ନେଇ ସାଧାରଣରେ ବେଶ ହର୍ଷ ଉଲ୍ଲାସ ଦେଖାଦେଇଛି | ବିଶେଷକରି ପଶ୍ଚିମ ବଙ୍ଗଳା, ଆସାମ ଓ ପୁଡ଼ୁଚେରିରେ ଏନଡିଏ (ଭାଜପା )ସହିତ ସନାତନର ବିପୁଳ ବିଜୟରେ ଉତ୍ସାହିତ…