ବିଜେଡି ସମ୍ବଲପୁର ପାଇଁ ଥିବା ନିଜ ଦାୟିତ୍ୱକୁ ଭୁଲି ପ୍ରସଙ୍ଗ ନଥିବାରୁ ମିଛ ସୁଆଙ୍ଗ ରଚୁଛି – ଧର୍ମେନ୍ଦ୍ର…

ସମ୍ବଲପୁରରେ କର୍ମୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ • ବୁର୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟର ଉଦଘାଟନ କରିବା ସହ ମିଶ୍ରଣ ପର୍ବରେ ଯୋଗଦେଲେ • ବିଭିନ୍ନ ସଂଘର କର୍ମକର୍ତ୍ତା ଓ ସଂଗଠନର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ • ଏନଏଚ-୫୫ର ୯୫ ପ୍ରତିଶତ କାମ ଶେଷ ହୋଇଥିବା…

ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିପାରେ : ସିଇସି

ଭୁବନେଶ୍ୱର, ଏପ୍ରିଲ୍ ୧୯: ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ…

ଅଂଗଦାନକୁ ପ୍ରୋତ୍ସାହନ ଦେଉଛି ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର

ଭୁବନେଶ୍ୱର, ଏପ୍ରିଲ୍ ୧୯: ମୃତ୍ୟୁ ପରେ ବି ଜୀବନ । ଏହି ଉକ୍ତିକୁ ପାଥେୟ କରି ଅଂଗଦାନ ଭଳି ମହତ୍ କାର୍ଯ୍ୟକୁ ଅବିରତ ଭାବେ ପ୍ରୋତ୍ସାହନ ଦେଇଚାଲିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର । ରାଜ୍ୟ ତଥା ଦେଶରେ ସ୍ୱାସ୍ଥ୍ୟ…

କଳାହାଣ୍ଡି ଜିଲ୍ଲାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ସମୀକ୍ଷା

ଭବାନୀପାଟଣା :ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା୧୯.୪.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ଗ୍ରହଣ ରେ କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର…

ମା ମଝି ଘାରିଆଣୀ ଙ୍କ ଚୈତ୍ର ପର୍ବ ଆରମ୍ଭ

ରାୟଗଡ: ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝି ଘାରିଆଣୀ ଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଙ୍କ ଚୈତ୍ରପର୍ବ ବହୁତ ଧୂମଧାମ ରେ ପାଳନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ରାଇସିଂ ବିଡ଼ିକା ପ୍ରକାଶ କରିଛନ୍ତି l ଚଳିତ ମାସ ୧୯…

ଜଗତସିଂହପୁର ପୁଲିସର ଫ୍ଲାଗମାର୍ଚ୍ଚ

ଜଗତସିଂହପୁର,ତା-୧୯.୦୪.୨୦୨୪/ସୁମନ୍ତ କୁମାର ଦାସ:ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ବାଧାଶୂନ୍ୟ ଭାବରେ ପରିଚାଳନା କରିବାକୁ ଜଗତସିଂହପୁର ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କରାଯାଉଥିବା ଏହି…

ନିର୍ବାଚନ ଖର୍ଚ୍ଚ ପରିଚାଳାନ ସମ୍ପର୍କରେ ବିଭିନ୍ନ ଟିମ୍ ସହିତ ଆଲୋଚନା କଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଚଣ୍ଡିଗଡର ଭାରତୀୟ ରେଳ ଲେଖା ସେବା ଚନ୍ଦ୍ରିକା ଗର୍ଗ , ଆଇଆରଏଏସ୍ ଙ୍କ ଅଧ୍ୟକ୍ଷତାରେ ଏକ ଖର୍ଚ୍ଚ ସମ୍ବନ୍ଧୀୟ…

ଭୋଟ ହାର ବୃଦ୍ଧି ନିମନ୍ତେ ”ସ୍ବିପ୍” ଅଭିଯାନ”ରେ ଭୋଟର ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନ‌ତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ''ସ୍ବିପ୍'' ଅଭିଯାନରେ ବିଭିନ୍ନ ସ୍ଥାନରେ ସଚେତନତା ମୂଳକ କାର୍ଯ୍ୟକ୍ରମ…

ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ବିରୋଧୀ ଙ୍କୁ ଶକ୍ତ ଝଟକା

ସୋହେଲାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ବରଗଡ଼ :- ନିଜ ଦଳୀୟ ସଂଗଠନ କୁ ସୁସଙ୍ଗଠିତ କରିବା , ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା , ସମାନ ଚିନ୍ତାଧାରା ଓ ବିକାଶ କୁ ପ୍ରାଧାନ୍ୟ ଦେଉଥିବା ନେତା ଓ କର୍ମକର୍ତ୍ତା ମାନଙ୍କୁ ଦଳରେ ସାମିଲ କରି ଦଲୀୟ ସଙ୍ଗଠନ କୁ ମଜବୁତ କରିବା ଆଦି ଦଳୀୟ…

ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଓଡ଼ିଶାର ବାସ୍ତବ ଚିତ୍ର ଦେଖିବାକୁ ଅକ୍ଷମ : ନାଉରୀ ନାଏକ

 ୨୫ ବର୍ଷର ରୂପାନ୍ତରଣ ସରକାରରେ ନଗଡ଼ାରେ ବସବାସ କରୁଥିବା ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ, ଯାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି\  ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳର ଉତ୍କଟ ସମସ୍ୟା ଆଜି ଗାଁ ଗାଁରେ ଲୋକମାନେ ଅନୁଭବ କରୁଛନ୍ତି  ରାସ୍ତା ନଥିବା କାରଣରୁ…