Sign in
Sign in
Recover your password.
A password will be e-mailed to you.
ଅବକାରୀ ଚଢାଉ ୧ ଗିରଫ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୪/୨୪ ଆଗାମି ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ମିଶ୍ର ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରିକ୍ଷିକା ରଞ୍ଜୁଲତା ବାରିକ ଙ୍କ ତତ୍ତ୍ଵାବଧାନରେ ଆଜି ଡାବୁଗାଁ…
ଦୁଇ ଦିନ ପରେ ଡାବୁଗାଁ ମା ଠାକୁରାଣୀ ଙ୍କ ଘଟ ଯାତ୍ରା, ନୀଳଗିରି କାଠ ବୋଝେଇ ଟ୍ରକ୍ ଧକ୍କା ରେ ନଷ୍ଟ ହେଲା କଳସ ମଣ୍ଡପ
ଅଳ୍ପକେ ବର୍ତ୍ତିଲେ ୬ , ଡ୍ରାଇଭର ଅଟକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୪/୨୪ ଆସନ୍ତା ୨୨ ତାରିଖ ରୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଅନୁଷ୍ଠିତ ହେବ ମା ଠାକୁରାଣୀ ଙ୍କ କଳସ ଯାତ୍ରା। ଏଥି ପାଇଁ ପୂଜା କମିଟି ତରଫରୁ ଜୋର୍ ସର ରେ କାର୍ଯ୍ୟ ଜାରି ରହିଛି। ତେବେ ମା…
ବିଜେଡି ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ କର୍ମୀ ସମ୍ବିଳନୀ
ଭବାନୀପାଟଣା:ରୋହିତ କୁମାର ନାଏକ ( ଶାସକ ପ୍ରଶାସକ )ପ୍ରଥମ ପର୍ଯାୟ ନିର୍ବାଚନ ପାଁଇ ପ୍ରାଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ବହୁ ଚର୍ଛିତ ନର୍ଲା ବିଧାନସଭା ଆସନ ପାଁଇ ପ୍ରାଥୀନି ହୋଇଥିବା ମନୋରମା ମହାନ୍ତି ତାଙ୍କର ପ୍ରଚାର କାର୍ଯ୍ୟ ଜୋରସୋର ରେ ଚାଳିଛି । ବିଜେଡି…
ଦାସିଗାଁ ସରକାରୀ ବିଦ୍ୟାଳୟ ରେ ଏମ ଡି ଏମ ଚାଉଳ ଚୋରି
ଭବାନୀପାଟଣା( ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସୀଗାଁ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ରେ ଗତ ବିଳମ୍ବିତ ରାତିରେ କବାଟ ଫାଡ଼ି ୩ଜଣ ଦୃବୁତ ଚାଉଳ ଚୋରି କରିଥିବା ସି ସି ଟିଭି ରେକର୍ଡ ରେ ସାମ୍ନା କି ଆସିଛି l ସକାଳ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ଦମୟନ୍ତୀ କର ସେ…
ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ସଂଚାଳନ ବୈଠକ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଡବଲ ଇଂଜିନ ସରକାର ଉପରେ ଗୁରୁତ୍ୱ ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ଏକ ଗୁରୁତ୍ୱପୂର୍ଣ ସଂଚାଳନ ବୈଠକ ଅନୁଷ୍ଠିତ ହୋଇଯାଉଛି ।ଏହି ବୈଠକ ରେ ଗୁଣୁପୁର ବିଧାନସଭା ର ସଂଯୋଜକ ପ୍ରମୋଦ କୁମାର ସାହୁ ଙ୍କ ଅଧକ୍ଷତା ଅନୁଷ୍ଠିତ ବୈଠକ ରେ କୋରାପୁଟ…
ଆସିଲା ବିଜେଡିର ବିଧାନସଭା ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା
https://youtu.be/hTyZVr2dNuY
ଚିଲିକାରୁ ରଘୁ, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ଓ ବଡ଼ଚଣାରୁ ଅଭିନେତ୍ରୀ ବର୍ଷା
ଭୁବନେଶ୍ବର: ଆସିଲା ବିଜେଡିର ବିଧାନସଭା ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା । ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଚିଳିକାରୁ ପୂର୍ବତନ ବିଧାୟକ…
ଵାଦପଲୀ ପଞ୍ଚାୟତ ରେ ବିଜେପି ର ମିଶ୍ରଣ ପର୍ବ।
ଶାସକ ପ୍ରଶାସକ/ ଶିବରାମ ଜେନା/ଖଲ୍ଲିକୋଟ,୧୯/୪ , ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଵାଦପଲୀ ଗ୍ରାମ ପଞ୍ଚାୟତରେ ମୋହନ ସାଗର ନିକଟବର୍ତ୍ତୀ ବ୍ରାହ୍ମଣୀ ଦେବୀ ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ସନ୍ତୋଷ କୁମାର ଶବର ଓ ସିମାଞ୍ଚଳ ଶବର ଙ୍କ ସମେତ ବିଜେଡି ର ଅନ୍ୟାନ୍ୟ…
ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ
କଲ୍ୟାଣସିଂହପୁର-୨୦/୪(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କଣ୍ଡାକରା ଗାଁ ନିକଟରେ ଥିବା ପଡ଼ିଆରେ ମାଁ ଫୁଲକରାଣୀ କ୍ରିକେଟ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା…
ନିର୍ବାଚନ ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିବାକୁ ସଚେତନତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଜିଲ୍ଲାର କିନ୍ନର ସଙ୍ଘର ସଦସ୍ୟା ମାନଙ୍କୁ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା…
ଅବକାରୀ ଚଢ଼ାଉ, ବ୍ୟାପକ ଦେଶୀ ମଦ ଜବତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର,ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର ଜାରି ରହିଛି। ଅବକାରୀ ଆୟୁକ୍ତ ନରସିଂହ ଭୋଳ , ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଙ୍କ ନିର୍ଧେଶ କ୍ରମେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ…