ଜଗଦଲପୁର ପୋଲିସ ପକ୍ଷ ରୁ ଗାଡି ଯାଞ୍ଚ କଡାକଡି

ମଦ ବିକ୍ରି ଉପରେ ମଧ୍ୟ୍ୟ କଡା ନଜର l ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ପକ୍ଷରୁ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଗାଡି ମୋଟର ଯାଞ୍ଚ କଡାକଡି କରାଯାଉଛି l ଧଉରାଭଟା, ଲଉଡ଼ିଦର୍ହl ଛକ ମାନଙ୍କ ରେ ଗାଡି ମୋଟର ଯାଞ୍ଚ କରାଯାଉଛି l ସୂଚନା ଯୋଗ୍ୟ…

ଖଲିକୋଟ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ନାମାଙ୍କନ ପତ୍ର ଦାଖଲ।

ଶାସକ ପ୍ରଶାସକ/ ଖଲ୍ଲିକୋଟରୁ ଶିବରାମ ଜେନା : ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ପାଇଁ ଟିକେଟ୍ ପାଇଥିବା ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ନାମାଙ୍କନ ପତ୍ର ଦାଖଲ କରିବା ର ଏକ ବିରାଟ ଶୋଭାଯାତ୍ରାରେ ର ଆୟୋଜନ କରାଯାଇଥିଲା । ଏ ଅବସରରେ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସମେତ ବହୁ ଦୂରଦୂରାନ୍ତରୁ…

ହିଣ୍ଡାଲକୋର ପ୍ରୋଜେକ୍ଟ ଜ୍ଞାନାର୍ଜନ ପ୍ରବେଶିକା ପରୀକ୍ଷା ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ତାଲିମ ଦେଉଛି

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ, ହୀରାକୁଦ ଓଡ଼ିଶାରେ ‘ଜ୍ଞାନାର୍ଜନ ପ୍ରୋଜେକ୍ଟ’ ଶୁଭାରମ୍ଭ କରିଛି । ମୂଳତଃ ପଞ୍ଚମ ଓ ଦଶମ ଛାତ୍ର ଛାତ୍ରୀଙ୍କୁ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନଗୁଡିକରେ ନାମ ଲେଖାଇବା ନିମନ୍ତେ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷାଗୁଡିକରେ…

ସର୍ବଭାରତୀୟ ଜେଇଇ ମେନ୍ ୨୦୨୪ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ଉଲ୍ଲେଖନୀୟ ସଫଳତା

-୪୫  ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ କୃତକାର୍ଯ୍ୟ -ମୟୂରଭଞ୍ଜ ଜିଲ୍ଳାର ସୁନାରାମ ମାରାଣ୍ଡିଙ୍କ ସଫଳତା  ଭୁବନେଶ୍ୱର, ୨୯/୦୪ : ସଦ୍ୟ ପ୍ରକାଶ ପାଇଥିବା ଜେଇ ମେନ ୨୦୨୪ ର ଦ୍ଵିତୀୟ ସେସନରେ   ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ…

ଗ୍ରୀଷ୍ମ ଋତୁରେ ଦାଇତ୍ୱପୂର୍ଣ୍ଣ ବିଦ୍ୟୁତ ବ୍ୟବହାର ପାଇଁ ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର, ୨୯ ଏପ୍ରିଲ୍ ୨୦୨୪: ଖରାର ମାତ୍ରା ବଢିଚାଲିଥିବା ବେଳେ ଦକ୍ଷ ଭାବେ ବିଦ୍ୟୁତର ବ୍ୟବହାର କରିବା ଆମର ପ୍ରାଥମିକତା ହେବା ଉଚିତ । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଦ୍ୟୁତ…

ସ୍ୱାଭିମାନ ଦିବସ ଓ ମଧୁସୂଦନ ଦାସ ଙ୍କ ୧୭୭ତମ ଜନ୍ମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ଠାରେ ସ୍ୱାଭିମାନ ଦିବସ ଓ ମଧୁସୂଦନ ଦାସ ଙ୍କ ୧୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ସଭାପତି ଶ୍ରୀଯୁକ୍ତ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କର ବକ୍ତବ୍ୟ ମଧ୍ୟ ରେ ମଧୁବାବୁ ଙ୍କ ର…

ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେପି କର୍ମୀ ମିଶିଲେ ବିଜେଡିରେ

https://youtu.be/Sm8WrGNsFxE  ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବିଜୟୀ କରିବାକୁ ଶପଥ l  (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା…

ଅବକାରୀ ମିଳିତ ଚଢାଉ ସମୟରେ ଅବକାରୀ ମହିଳା କର୍ମଚାରୀଙ୍କୁ ଆକ୍ରମଣ, ୧ ଗିରଫ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୪/୨୪ ଆଗାମି ସାଧାରଣ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନ ଓ ଅବକାରୀ ବିଭାଗ ତରଫରୁ ଗାଁ ଗହଳି ରେ ବେଆଇନ ମଦ କାରବାର କରୁଥିବା ଲୋକଙ୍କ ଉପରେ ବାରମ୍ବାର ଚଢାଉ କରାଯାଉଛି। ନିର୍ବାଚନ ଆଚରଣ ସଂହିତା ଲାଗୁପରେ ବିଭିନ୍ନ…

ଗୋପାଳ ମହାନ୍ତ ଙ୍କ ହତ୍ୟା ଘଟଣା ର ନ୍ୟାୟ ଦାବି

ଏକତ୍ରିତ ହେଲେ କୁଡୁମି ସମାଜ ଓ ଅଞ୍ଚଳବାସୀ ମୟୂରଭଂଜ ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନ ବଡ଼ଚାଟରା ଗ୍ରାମର ମୃତ ଗୋପାଳ ମହାନ୍ତଙ୍କ ହତ୍ୟା କାଣ୍ଡ ଘଟଣାର ପ୍ରତିବାଦ ସଭା ଆଞ୍ଚଳିକ ମଞ୍ଚର ଆବାହକ ବିଶ୍ଵନାଥ ମହାନ୍ତ,ବଳରାମ ମୁର୍ମୁ ଓ…

ଅଗ୍ନିକାଣ୍ଡରେ ଚାରି ପରିବାର ସର୍ବସ୍ବାନ୍ତ:ଅମଳ ହୋଇଥିବା ଧାନ,ମୁଗ ପୋଡ଼ି ପାଉଁଶ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ ଇଙ୍ଗିନାଠି ପଞ୍ଚାୟତର ସାରିଆ ପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାର ସର୍ବସ୍ବାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,ଆଜି ଦିନ ଦୁଇଟା ବେଳେ ସାରିଆପଲ୍ଲୀ ବଡ଼ଦାଣ୍ଡ ସାହିର ବିଦ୍ୟାଧର ଲେଙ୍କାଙ୍କ ଘରେ କୌଣସି କାରଣରୁ…