Sign in
Sign in
Recover your password.
A password will be e-mailed to you.
ଡଙ୍ଗାଘାଟ ରେ ନିର୍ବାଚନୀ ସଭା ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡଙ୍ଗାଘାଟ ଠାରେ ଏକ ପଞ୍ଚାୟତ ସ୍ତରୀୟ ରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ମୂଳକ…
ନିର୍ବାଚନ ପ୍ରଚାର ପାଇଁ କୌଣସି ରାଜନୈତିକ ଦଳକୁ ପୂରେଇଦେବେନି କାହ୍ନୁଗୁଡା ଗ୍ରାମବାସି
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଏହି ସାଧାରଣ ନିର୍ବାଚନ ରେ କୌଣସି ରାଜନୈତିକ ଦଳ କୁ ନିର୍ବାଚନ ପ୍ରଚାର ପାଇଁ ଗାଁ କୁ ପଶେଇ ଦେବୁନି ବୋଲି ଗାଁ ମୁଣ୍ଡରେ ବଡବଡ ହୋଡିଙ୍ଗ ମାରି ଏପରି ପ୍ରତିବାଦ କରିଛନ୍ତ ରାୟଗଡ ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାନ୍ହୁଗୁଡା ଗ୍ରାମବସି…
ଚଳିତ ନିର୍ବାଚନ କୁ ନେଇ ନର୍ଲା ପ୍ରେସ ଆସୋସିଏସନ୍ ପକ୍ଷରୁ ସଚେତନ ଧର୍ମି କାର୍ଯ୍ୟକ୍ରମ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରେ ଆସନ୍ତା ମାସ ମେ ୧୩ ତାରିଖ ଦିନ ସାଧାରଣ ନିର୍ବାଚନ ପାଇଁ ଭୋଟ ର ମାନେ ନିଜ ନିଜ ମନ ପସନ୍ଦର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ପାଇଁ ମତଦାନ ଧାର୍ଯ୍ୟ ହୋଇଥିବା ବେଳେ ନର୍ଲା ପ୍ରେସ ଆସୋସିଏସନ୍ ଏକ ନୂତନ ଚିନ୍ତା ଧାରା ନେଇ ଭୋଟରଙ୍କୁ ନେଇ ଏକ ସଚେତନ…
ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ଆଗକୁ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଆଜି ଦିନିକିଆ ଗସ୍ତରେ ଆସି ଯୁବପିଢି ମାନଙ୍କ ମନରେ ଉତ୍ସାହ ଭରିଥିବା ସହ ନିର୍ବାଚନରେ ଭାରତୀୟ ଜନତା ପାର୍ଟି…
ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଛତ୍ରପୁର/ଭଞ୍ଜନଗର-ଉଦୟ ପଣ୍ଡା : ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି (ମଙ୍ଗଳବାର) ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ…
ସାଂସଦ ପ୍ରାର୍ଥୀ ସପ୍ତଗିରିଙ୍କ ଗୁଣପୁର ଗସ୍ତ , ମାରାଥନ ପ୍ରଚାର ଆରମ୍ଭ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : କୋରାପୁଟ ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଆଜି ଗୁଣପୁର ବ୍ଲକର ୪ଟି ଗ୍ରାମ ପଞ୍ଚାୟତ ମାରାଥନ ଗସ୍ତ କରିଛନ୍ତି । ଏହି ଗସ୍ତରେ ସାଂସଦ ପ୍ରଥମେ ଗୋଠଲପଦର ପଞ୍ଚାୟତର ସିଧାମଗୁଡା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ…
ରାୟଗଡା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ କର୍ମୀ ସମ୍ମିଳନୀ ଏବଂ ଗ୍ରାମ ପରିଦର୍ଶନ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଡ଼ାପାଡି ପଞ୍ଚାୟତ ରେ ଆଜି ଜିଲ୍ଲା କଂଗ୍ରେସ ର ଆଭାନ କ୍ରମେ ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।
କାର୍ଯ୍ୟକ୍ରମ ରେ ରାୟଗଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଆପୋଲସ୍ୱାମୀ କାଡ୍ରାକା ଯୋଗ…
ମା ଠାକୁରାଣୀଙ୍କ କଳସ ଯାତ୍ରା ସମ୍ପନ୍ନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀଙ୍କ ନବ ଦିନାତ୍ମକ କଳସ ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି। ଆଜି ଅପରାହ୍ନ ୫ ଘଣ୍ଟ ସମୟରେ ଗ୍ରାମର ଶତାଧିକ ମାନସିକ ଧାରୀ ମହିଳା ମୁଣ୍ଡରେ କଳସ ଧରି ମା ଠାକୁରାଣୀ ଙ୍କୁ ବିଦାୟ…
ଗୁଣପୁର ଗସ୍ତରେ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ତା:୩୦-୦୪-୨୦୨୪ରିଖ ଦିନ ୧୩୮-ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ମିର ମହମ୍ମଦ ଅଲ୍ଲୀ ଗୁଣପୁର ଗସ୍ତରେ ଆସି ବିଭିନ୍ନ ରାଜନୈତିକ ଦଳ ଓ ସ୍ୱଧୀନ ଭାବେ ନାମାଙ୍କନ ଦାଖଲ…
ପ୍ରଥମ ରୟାଲ ଓପନ କରାଟେ ଚମ୍ପିୟାନସିପ ଉଦଯାପିତ
ରାଉରକେଲା, (ବସନ୍ତ କୁମାର ଜେନା): ପ୍ରଥମ ରୟାଲ କରାଟେ ଓପନ ଚମ୍ପିୟାନସିପ ସ୍ଥାନୀୟ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂ ଙ୍କ ଦିଗଦର୍ଶନ ରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତା ରେ ଉଦ୍ଘାଟକ ଭାବେ ରାଉରକେଲା ଏସପି ବ୍ରିଜେଶ କୁମାର ରାୟ, ଅତିଥି…