Sign in
Sign in
Recover your password.
A password will be e-mailed to you.
୨ୟଦିନରେ ୭ଜଣ ବିଧାନ ସଭା ଓ ୨ ଜଣ ପ୍ରାର୍ଥୀ ଲୋକସଭା ଆସନ ପାଇଁ ଭରିଲେ ନାମାଙ୍କନ
ସୁନ୍ଦରଗଡ/ରାଉରକେଲା :(ବସନ୍ତ କୁମାର ଜେନା): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲ୍ଲା ରେ ନାମାଙ୍କନ ଦାଖଲର ୨ୟ ଦିନରେ ବିଧାନ ସଭା ପାଇଁ ୭ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ଥିବା ବେଳେ ଲୋକସଭା ଆସନ ପାଇଁ ୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l…
ଜିଲ୍ଲାରେ ନିର୍ବାଚନ ଉପଲକ୍ଷେ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ସଂସଦୀୟ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ…
ବିଜେଡ଼ିରେ ଯୋଗଦେଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ନେତା ଓ କର୍ମୀ
ଭୁବନେଶ୍ୱର, ୨୯/୦୪/୨୦୨୪:ଗଞ୍ଜାମଜିଲ୍ଲା ଅନ୍ତର୍ଗତ ଛତ୍ରପୁର ନିର୍ବାଚନ ମଣ୍ଡଳୀରଶତାଧିକ ବିଜେପି ନେତା ଓ କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ ସସ୍ମିତ ପାତ୍ର ଓ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ସମସ୍ତ…
ଅପରାଧୀଙ୍କୁ ଟିକଟ ଦେବା ଓଡିଶା ବିଜେପିର ସଂସ୍କୃତି: ବିଜେଡି
ବିଜେପି ପ୍ରଥମେ ସଂସ୍କୃତି ବିଷୟରେ ଭଲ ଭାବେ ବୁଝୁ
ଓଡିଆମାନେ ନିଜର ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷା ଦେବାକୁ ସକ୍ଷମ
ଜଘନ୍ୟ ଅପରାଧିଙ୍କୁ କୋଳେଇ ନେଇ ଟିକଟ ଦେବା ହେଉଛି ବିଜେପି ସଂସ୍କୃତି
ଜେଲ ଫେରନ୍ତାଙ୍କୁ ପୋଷ୍ଟର ବଏ କରିବା ହେଉଛି ବିଜେପି ସଂସ୍କୃତି…
“ନବୀନ ଇଞ୍ଜିନ କେବେ ବି ଫେଲ୍ ମାରିନି କି ମାରିବ ନାହିଁ”
ମାଲକାନଗିରିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ
BSKY ବନ୍ଦ କରିଦେବେ, ମିଶନ ଶକ୍ତି ମା ମାନଙ୍କୁ ବିଜେପି ଅସମ୍ମାନ କରୁଛି.
ନବୀନ…
ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା – ଧର୍ମେନ୍ଦ୍ର ପ୍ରଧାନ
ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର
• ଆଠମଲ୍ଲିକର ଠାକୁରପଡାରେ ବିଶାଳ ରୋଡ୍ ସୋ’ ସହ ପରିବର୍ତ୍ତନ ସମାବେଶରେ ଯୋଗଦେଲେ• କୃତିବାସପୁରରେ ମିଶ୍ରଣ ପର୍ବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ • ଆଜିର ପରିବର୍ତ୍ତନ ସମାବେଶ ; ଓଡ଼ିଆ ଅସ୍ମିତାର ସମାବେଶ, ସ୍ୱାଭିମାନ ଓ ବିକାଶ…
ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ମାଗଣା ମଧୁମେହ ଚିକିତ୍ସା ଓ ସଚେତନତା ଶିବିର ଅନୁଷ୍ଠିତ
ବ୍ରହ୍ମପୁର, ୨୯/୪: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ଏକ ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଏବଂ ଏହାର ନିକଟବର୍ତୀ…
ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି
କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଲା ଅଭିଯୋଗ
ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି | କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଲା ଅଭିଯୋଗ | ଆଠମଲ୍ଲିକ ଠାରେ ୪୨ ଡିଗ୍ରୀ ତାପମାତ୍ରାରେ…
ପୂର୍ବଭାରତର ସର୍ବବୃହତ ଏଚ୍ଆର୍ କନକ୍ଳେଭ ‘ସୋଆ ପ୍ରକ୍ସିମା -୨୦୨୪’ ଉଦ୍ଯାପିତ
ମାନବ ସମ୍ବଳ ଓ ଶିଳ୍ପ ବିଶେଷଜ୍ଞଙ୍କ ବୌଦ୍ଧିକ ଚର୍ଚ୍ଚା
ଭୁବନେଶ୍ୱର, ଏପ୍ରିଲ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ପୂର୍ବ ଭାରତର ସର୍ବବୃହତ ଏଚ୍ଆର୍ କନ୍କ୍ଳେଭ ‘ସୋଆ ପ୍ରକ୍ସିମା – ୨୦୨୪’ ଶନିବାର ଉଦ୍ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀର ୫ମ…
ନାମାଙ୍କନ ପୂର୍ବରୁ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବର୍ଷା
ଭବ୍ୟ ଶୋଭାଯାତ୍ରା ରେ ଯାଇ ଦାଖଲ କଲେ ନାମାଙ୍କନ ପତ୍ର
ବରଗଡ଼ :- ବରଗଡ଼ ଲୋକସଭା ଓ ଏହାର ଅନ୍ତର୍ଗତ ସାତ ଗୋଟି ବିଧାନସଭା ପାଇଁ ଆସନ୍ତା 20 ମେ ରେ ହେବ ଭୋଟ ଗ୍ରହଣ । ଗତ 26 ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜୁ ଜନତା ଦଳର…