ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶ୍ରୀକରଣ ସାହିସ୍ଥ ବେଶ୍ ଜଣାଶୁଣା ବ୍ୟକ୍ତି ବିଶେଷ ପ୍ରାକ୍ତନ ସମାଜସେବୀ ରାଜନୀତିଜ୍ଞ , ବୁଦ୍ଧିଜୀବୀ , ଦିବଙ୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ପ୍ରମିଳl ପଟ୍ଟନାୟକ ଙ୍କ ୭୬ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
ଏହି ଅବସରରେ ନିତ୍ୟାନନ୍ଦ ପାଠାଗାର ତରଫରୁ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଗୌରହରି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭାରେ ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ , ରବିନାରାୟଣ ଚୌଧୁରୀ , ବିଚିତ୍ରାନନ୍ଦ ବେବର୍ତ୍ତା , ହରି ପଟ୍ଟନାୟକ , କୈଳାଶ ପଟ୍ଟନାୟକ , ମଳିକାର୍ଜୁନ ପଟ୍ଟନାୟକ , ଜୟକୃଷ୍ଣ ପଟ୍ଟନାୟକ , ବାବି ପଟ୍ଟନାୟକ , ବିଷ୍ଣୁ ମୋହନ ପଟ୍ଟନାୟକ , କୃଷ୍ଣମୂର୍ତ୍ତି ପଟ୍ଟନାୟକ , ବାୟୁଶୁ ପ୍ରଭୃତି ଯୋଗଦାନ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.