Sign in
Sign in
Recover your password.
A password will be e-mailed to you.
ସିମାନ୍ତ ମହାବିଦ୍ୟାଳୟରେ+୨ ଜାତୀୟ ସେବାଯୋଜନା ଶାଖାର ୭ଦିନ ଧରି ସର୍ବତ ବଣ୍ଟନ ଶିବିର ଉଦଯାପିତ।।
ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ର ଝାରପୋଖରିଆ ସ୍ଥିତ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବାଯୋଜନା ଶାଖା ଆନୁକୂଲ୍ୟରେ ୭ଦିନ ଧରି ସର୍ବତ ବଣ୍ଟନସ୍ୱତନ୍ତ୍ର ଶିବିର ଉଦ୍ ଯାପିତ ହୋଇ ଯାଇଛି।ଉକ୍ତ ଶିବିରକୁ ଅଧ୍ୟକ୍ଷ ଡ଼ଃ…
କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ- କଂଗ୍ରେସ
କେନ୍ଦ୍ରାପଡା ୩/୫ - ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ତଥା ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାଶ…
ବିଜେଡି ସାଂସଦ ପ୍ରାର୍ଥୀଙ୍କ ବିଶାଳ ରୋଡ୍ ସୋ’
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଂତୃପ୍ତଙ୍କ ପ୍ରାର୍ଥୀପତ୍ର ଦାଖଲ
କଟକ,୩ ।୪: (ରଞ୍ଜିତ ମହାପାତ୍ର )କଟକ ଲୋକସଭା ଆସନ ପାଇଁ ବିଜେଡି ପକ୍ଷରୁ ଡଃ ସଂତୃପ୍ତ ମିଶ୍ର ଆଜି ନାମାଙ୍କନ ପତ୍ର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ସଂତୃପ୍ତ ପୂର୍ବାହ୍ଣରେ…
ମୁକୁଙ୍କୁ ପାଲଟା ଜବାବ ଦେଲେ ବବି
"ଯାହା ଉପରେ ନିଜ ଦଳ ବିଶ୍ବାସ କରିପାରିଲା ନାହିଁ, ତାଙ୍କ ଉପରେ କ'ଣ ସମ୍ବଲପୁରବାସୀ ଭରସା କରିବେ?"
ଭୁବନେଶ୍ୱର ; ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବରଷିବା ପରେ ସାମାଜିକ ଗଣାମଧ୍ୟମରେ ଶ୍ରୀ ପ୍ରଧାନଙ୍କୁ ପାଲଟା ଜବାବ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ…
ମୁଁ ଓଡ଼ିଆ ନା ନାହିଁ, ସାଢେ ୪ କୋଟି ଓଡ଼ିଆ ଏହାର ସାର୍ଟିଫିକେଟ୍ ଦେବେ : ଧର୍ମେନ୍ଦ୍ର
ଓଡ଼ିଆ ଅସ୍ମିତା ଏବଂ ରାଜ୍ୟରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରକ୍ରିୟାକୁ ଚପାଇ ଦେବାର ଅପଚେଷ୍ଟାକୁ ବିଜେପି ସଫଳ ହେବାକୁ ଦେବ ନାହିଁ - ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ, ଓଡ଼ିଶାର ଭବିଷ୍ୟତ ଓ ନୂଆପିଢିଙ୍କ ସୁରକ୍ଷା ଚଳିତ ନିର୍ବାଚନର ପ୍ରସଙ୍ଗ ହେବ• ଓଡ଼ିଆ ଭାଷା,…
ଅନୁଗୋଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ
ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ବିକାଶର ସବୁ ପରିଭାଷାରେ ପଛରେ କାହିଁକି ?- ଧର୍ମେନ୍ଦ୍ର ପ୍ରଧାନ
• ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ପାଇଁ କଲେ ପ୍ରଚାର • ଏଥର…
ପୌରାଞ୍ଚଳରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ
ଗୁଣପୁର,୩/୫ ଆଜି ସ୍ଥାନୀୟ ପୌରାଞ୍ଚଳରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳର ୧୦ ଏବଂ ୧୧ ନଂ ୱାର୍ଡର ଶତାଧିକ ଅନ୍ୟ ଦଳ ସମେତ ସ୍ୱାଧୀନ ଗୋଷ୍ଠୀର କର୍ମୀ ମାନେ ବିଜେଡି ରେ ସାମିଲ ହୋଇଛନ୍ତି। ନଗର ବିଜେଡି ସଭାପତି ରାମ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେଆୟୋଜିତ ମିଶ୍ରଣ…
ମହୁଲି ମଦ ସହ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ l
ପଦ୍ମପୁର- ବରଗଡ ଅବକାରୀ ଅଧିକ୍ଷକ ସୁବର୍ଣ୍ଣ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ନିରିକ୍ଷକ ସମରଜିତ ଦାଶଙ୍କ ତତ୍ତ୍ବାବଧାନରେ ପଦ୍ମପୁର ଓ ପାଇକମାଲ ଅବକାରୀ ବିଭାଗ ମିଳିତ ଭାବରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ । ମୋହନପାଲି ଗାଁରେ ଚଢ଼ାଉ କରି ୬୬ ଲିଟର ମହୁଲି ମଦ ଜବତ…
ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ଭଞ୍ଜନଗର, ସାନଖେମୁଣ୍ଡି, ପୋଲସରା ଓ ସୋରଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ
ବିରୋଧୀ ଦଳକୁ ତୀବ୍ର ସମାଲୋଚନା, ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶ ବିରୋଧୀ
ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା,…
ଗାୟତ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ନର୍ସିଂ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଅଛି । ନର୍ସିଂ ବିଭାଗର ପ୍ରିନ୍ସିପାଲ ଶ୍ରୀଯୁକ୍ତ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନର୍ସିଂ କ୍ଷେତ୍ରରେ…