Sign in
Sign in
Recover your password.
A password will be e-mailed to you.
ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍ର…
ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ ସଚେତନତା…
“ବିରୋଧୀ ପ୍ରାର୍ଥୀ ଆପଣଙ୍କ ସୁଖଦୁଃଖରେ ନାହାନ୍ତି: ଦରଦାମ୍ କମାଇବେ ବୋଲି କହିଥିଲେ କିଛି କମିଲାନି, ବଢ଼ି…
ତଳସରା ଓ ରାଜଗାଙ୍ଗପୁରରେ ଶ୍ରୀ ପାଣ୍ଡିଆନଙ୍କ ପ୍ରଚାର
ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ, ନିଯୁକ୍ତି ନାହିଁ
ବିରୋଧୀ ବଡ଼ ବଡ଼ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବି ବଡ଼ ଶିକ୍ଷାନୁଷ୍ଠାନ…
ଓଡ଼ିଶା ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ମିଶ୍ରଣ ପର୍ବ, ପର୍ଶୁରାମ ଜୟନ୍ତୀ ଓ ଶୀତଳଷଷ୍ଠୀ ‘ଥାଳଉଠା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ଦେବଗଡ ଜିଲ୍ଲାର ସରପଞ୍ଚ ସଂଘର ସଭାପତି, ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ପାଣି, ବିଜେଡି ନେତା ଦୀପେନ୍ଦ୍ର ପଟେଲ ଓ ଶତାଧିକ…
ଓଡ଼ିଶାବାସୀ ଏବଂ ଚାଷୀ ଭାଇଙ୍କ ପାଇଁ ଆଜି ଏକ ଶୁଭ ଦିନ – ଧର୍ମେନ୍ଦ୍ର ପ୍ରଧାନ
‘ଅକ୍ଷୟ ତୃତୀୟା’ରେ ସମ୍ବଲପୁରରେ ଅକ୍ଷିମୁଠି ଅନୁକୂଳ କଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶା ସମେତ ଭାରତର ଚାଷୀ ମାନଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ
• ଚାଷ ଜମିରେ ଭଲ ଫସଲ ହେବା ସହ ଚାଷୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କଲେ
• ଆଜିର ଦିନରେ ମହାପ୍ରଭୁଙ୍କ ରଥ ତିଆରି…
ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କେବଳ ଫମ୍ଫା ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ
ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
• ବିଜେଡିର ଘୋଷଣା ଗୁଡ଼ିକ କେବଳ ଲୋକ ଦେଖାଣିଆ, ଓଡ଼ିଶାର ବିକାଶ ସହ କିଛି ସମ୍ପର୍କ ନାହିଁ• ୨ ଲକ୍ଷ ଚାକରି ଦେବା କଥା ଇସ୍ତାହାରରେ କହିଛନ୍ତି, ୨୪ ବର୍ଷରେ କାହିଁକି ରୋଜଗାର ଦେଲେନି ?• ରାଜ୍ୟରେ ୧ ଲକ୍ଷ…
ଖଲିଆପାଲି ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ l
ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସଭାପତି ଟିକେ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଳକ୍ ବିଜେଡ଼ି ଯୁବ ସଭାପତି ଦୁଷ୍ମନ୍ତ ପଟେଲ, ପଞ୍ଚାୟତ ଯୁବ ସଭାପତି ସଚି ବାଗ,…
ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା -୨୦୨୪ ପାଳନ
ଜଗତସିଂହପୁର ତା:-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୭.୩୦ ସକାଳ ସମୟରେ ଭୂମିପୂଜନ, ଅର୍ଣ୍ଣପୂର୍ଣ୍ଣା ମା ଭୂମିଲକ୍ଷ୍ମୀଙ୍କୁ ଆବାହନ ଏବଂ ୮.୩୦ରେ ଅକ୍ଷିମୁଠି ଅନୁକୂଳ କରାଗଲା। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ,କୃଷି ବିଭାଗର…
ପି ସି ସି ପଦବୀ ଛାଡ଼ିଲେ ଦେବୀ ବିଷୋୟୀ
"ବିଧାୟକ ପ୍ରାର୍ଥୀ ପଇସା ଦେଇ ଟିକଟ ଆଣିଛନ୍ତି"
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀ ବିଷୋୟୀ ଦଳର ବିଭିନ୍ନ ପଦ ପଦବୀରୁ ଆଜି ମେ ମାସ ୧୦ ତାରିଖ ୨୦୨୪ ଶୁକ୍ରବାର ପବିତ୍ର…
ଡାବୁଗାଁ ରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟ ଦିବସ ପାଳିତ, ଅଖି ମୁଠି ଅନୁକୂଳ କଲେ ଜିଲ୍ଲା କୃଷି ଅଧିକାରୀ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ କୃଷି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ଓ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ ଯୋଗ ଦେଇ…
ନାମାଙ୍କନ ଭରିଲେ ଜଗତସିଂହପୁର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି
ଜଗତସିଂହପୁର,ତା-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ଆଜି ନିଜର ନାମାଙ୍କନ ପତ୍ର ଦାଖଲ କଲେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି। ସକାଳ ୬ ଟାରେ ପ୍ରଥମେ ନିଜ ଜନ୍ମଦାତ୍ରୀ ମାଆଙ୍କର ପାଦଧୂଳି ମଥାରେ ମାରି ଘରୁ ବାହାରି ଥିଲେ ପ୍ରଶାନ୍ତ। ପରେ ସିଧାସଳଖ…