“ଓଡିଶାର ଜନସାଧାରଣ ବିଜେଡିର କୁଶାସନ ଓ ରାଜ୍ୟର ସମୃଦ୍ଧ ସଂସ୍କୃତି ପ୍ରତି ତାଙ୍କର ଅନାଦର କାରଣରୁ ନିରାଶ…

କେବଳ ବିଜେପି ହିଁ ଓଡିଶାର ବିକାଶ କରି ପାରିବ ଓ ରାଜ୍ୟର ଜୀବନ୍ତ ସଂସ୍କୃତି ଓ ଐତିହ୍ୟର ରକ୍ଷା କରି ପାରିବ । ଓଡିଶାରେ ବିଜେପି ରେକର୍ଡ ଅନ୍ତରରେ ବିଜୟୀ ହେବା ଆଡକୁ ଅଗ୍ରସର ହେଉଛି । ପଦ୍ମ ଫୁଲ ଅଛି ତ ଶାନ୍ତି ଓ ବିକାଶ ରହିଛି । ପଦ୍ନ ଫୁଲ ଅଛି ତ ଜ୍ଞାନ ଓ ବିଜ୍ଞାନ ଅଛି ।…

ପ୍ରଧାନମନ୍ତ୍ରୀଙ୍କ ବିଦୃପାତ୍ମକ ମନ୍ତବ୍ୟର ପାଲଟା ଜବାବ ଦେଲେ ନବୀନ

"ମୋର କଣ ମନେ ଅଛି ନଅଛି ଓଡିଶାବାସୀ ଜାଣିଛନ୍ତି, ହେଲେ ଆପଣଙ୍କ ମନେ ଅଛି ତ " ଭୁବନେଶ୍ୱର: ଓଡ଼ିଶାର ତିନୋଟି ଯାକ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ କରି ବ୍ୟକ୍ତିଗତ ଆକ୍ରମଣ କରିବା…

” ପ୍ରଧାନମନ୍ତ୍ରୀ ଦେଶକୁ ନମ୍ବର ୱାନ କରିବା ଉପରେ ଫୋକସ କରନ୍ତୁ” : ପାଣ୍ଡିଆନ

ଓଡ଼ିଶାକୁ ୧ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଥେଷ୍ଟ ରଘୁନାଥପାଲ୍ଲୀ, ବୀରମିତ୍ରପୁର ଓ ବଣାଇରେ ପାଣ୍ଡିଆନଙ୍କ ଘମାଘୋଟ ନିର୍ବାଚନ ପ୍ରଚାର: ବିଜେପି ଉପରେ ଶକ୍ତପ୍ରହାର : ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଦେଲେ ପାଲଟା ଜବାବ ଡବଲ ଇଞ୍ଜିନ ଥିବା ରାଜ୍ୟ କେଉଁ କ୍ଷେତ୍ରରେ…

ନବୀନ ଗ୍ୟାରେଣ୍ଟିରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ: ବିଜେଡି

 ନବୀନଙ୍କ ୨୪ ଗ୍ୟାରେଣ୍ଟି ସବୁ ଗ୍ୟାରେଣ୍ଟି ଠାରୁ ଉର୍ଦ୍ଧ୍ବରେ  ଓଡିଶାର ସାଢେ ୪କୋଟି ଲୋକଙ୍କ ପାଇଁ ରହିଛି ନବୀନଙ୍କ ପ୍ରତିବଦ୍ଧତା  ୨୦୩୪ ସୁଦ୍ଧା ଓଡିଶା ହେବ ଏକ ନମ୍ବର ରାଜ୍ୟ  ଇସ୍ତାହାରରେ ସବୁ ବର୍ଗର ବିକାଶ ପାଇଁ ଗ୍ୟାରେଣ୍ଟି ଭୁୁବନେଶ୍ୱର,…

ଗୋତରା ବିଜେଡି ପକ୍ଷରୁ କର୍ମୀ ସମାବେଶ : ଏକଜୁଟ ହୋଇ ବିଜେଡିକୁ ଜିତାଇବାକୁ ଶପଥ l

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ସୂର୍ଯ୍ୟକାନ୍ତ ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ର ବିଜେଡି ବିଧାୟକ ପ୍ରାର୍ଥୀ ଯୁବ ମାନସର ପ୍ରତୀକ…

ବେଙ୍ଗାଲୁରୁର ସ୍ୱାସ୍ଥ୍ୟସେବା ପ୍ରଫେସନାଲ୍ ଫୋରମ୍ ଦ୍ୱାରା ପ୍ରସିଦ୍ଧ ହୋମିଓପାଥ୍ ଡକ୍ଟର ଜିତେଶ ଶର୍ମା ସମ୍ମାନିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ସ୍ୱାସ୍ଥ୍ୟସେବା ପ୍ରଫେସନାଲ ଫୋରମ୍ ସମ୍ମାନଜନକ ଡାକ୍ତର ଏବଂ ବିଦ୍ୱାନକଙ ଉପସ୍ଥିତିରେ ୫ May ମଇରେ ସମ୍ମାନଜନକ ଶ୍ରୀକୃଷ୍ଣଦେବ କାଲା ମଣ୍ଡପରେ ଏକ ଗୁରୁତ୍ୱପୂର୍ଣ୍ଣ ସେମିନାର ଆୟୋଜନ କରାଯାଇଥିଲା | ସେମାନଙ୍କ ମଧ୍ୟରେ ଝାରସୁଗୁଡା ର ଜେଡିଏସ ହୋମ୍ୟୋପୈଥିକ…

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଲୁପସ୍ ଦିବସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୦/୦୫: ଲୁପସ୍ ଏକ ସଂକ୍ରାମକ ରୋଗ ନୁହେଁ । ଏହା ଏକ ଅଟୋ ଇମ୍ୟୁନ୍ (ସ୍ୱ-ପ୍ରତିରକ୍ଷୀ) ରୋଗ । ତେବେ ଏହାର ଚିକିତ୍ସା ସମ୍ଭବ । ତେଣୁ ରୋଗକୁ ଡରିବା ପରିବର୍ତେ ଉପଯୁକ୍ତ ଚିକିତ୍ସା କରାଗଲେ ମଣିଷ ସୁସ୍ଥ ହୋଇପାରିବ । ଏଭଳି ସଚେତନତାର ବାର୍ତା ନେଇ ବିଶ୍ୱ ଲୁପସ୍ ଦିବସ ଅବସରରେ…

ସୋଆ ଉପସଭାପତିଙ୍କ ଦ୍ୱାରା ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦/୦୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ…

କେଛୋଦାଦର ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ l

ପ୍ରଚାର ରେ ବାହାରିଲେ ବର୍ଷା ଙ୍କ ସ୍ଵାମୀ ସ୍ମୃତି ସୌରଭ ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଳକ୍ କେଛୋଦାଦର ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀରେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା…