Sign in
Sign in
Recover your password.
A password will be e-mailed to you.
କେଛୋଦାଦର ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ l
ପ୍ରଚାର ରେ ବାହାରିଲେ ବର୍ଷା ଙ୍କ ସ୍ଵାମୀ ସ୍ମୃତି ସୌରଭ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଳକ୍ କେଛୋଦାଦର ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀରେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା…
ରାଉରକେଲାରେ ପାଣ୍ଡିଆନଙ୍କ ରୋଡ ଶୋ
ରାଉରକେଲା: ରାଉରକେଲାରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ଶୋ। ବାଜା ବଜାଇ ପୁଷ୍ପ ବର୍ଷା କରି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ ରାଉରକେଲା ଜନତା। ହଜାର ହଜାର ସଂଖ୍ୟାରେ ଜନତା ଶୋଭାଯାତ୍ରାରେ ସମାଗମ ହୋଇଥିଲେ।କାର୍ତ୍ତିକ…
ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରରେ ରୋଡ୍ ଶୋ
ଭୁବନେଶ୍ୱର : ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଗସ୍ତରେ ଆସି ୧୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ୍ ଶୋ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ଏହି ରୋଡ୍ ଶୋ ଘଣ୍ଟାଏ କାଳ…
ଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ ଆହରଣ କରନ୍ତୁ ପାଣ୍ଡିଆନ – ଜୟ ନାରାୟଣ ମିଶ୍ର
o ଯେଉଁମାନଙ୍କର ଓଡ଼ିଶାର ଇତିହାସ ସମ୍ପର୍କରେ ଜ୍ଞାନ ନାହିଁ, ସେମାନେ ହିଁ ଏପରି ବାଚାଳମୀ କରନ୍ତିo ପାଣ୍ଡିଆନଙ୍କ ରାଜନୈତିକ ପରିପକ୍ୱତା କେବେ ଆସିବ ?o ଗଣତନ୍ତ୍ରରେ ସର୍ବଦା ଲୋକଙ୍କ ମତକୁ ସମ୍ମାନ ଦେବା ଉଚିତ୍, ଅହଙ୍କାର କରିବା ଠିକ୍ ନୁହଁo ହାରିଲେ କେହି ରାଜନୀତି ଛାଡ଼ନ୍ତିନି, ବିଜୁବାବୁ…
ପାଣ୍ଡିଆନଙ୍କ ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବିଜେଡିର ମ୍ୟାନିଫେଷ୍ଟୋ ଆସିଛି: ଅନିଲ ବିଶ୍ୱାଳ
ଭୁବନେଶ୍ୱର, ତା.୧୦/୦୫: ବିଜେଡିର ମ୍ୟାନିଫେଷ୍ଟୋ ତାଙ୍କର ଅଣଓଡ଼ିଆ ନେତା ଭିକେ ପାଣ୍ଡିଆନଙ୍କର ରାଜନୈତିକ ଅଭିଳାଷାକୁ ଚରିତାର୍ଥ କରିବା ପାଇଁ ତିଆରି ହୋଇଛି । ବିଜେଡିର ଏହି ମ୍ୟାନିଫେଷ୍ଟୋ ପାଣ୍ଡିଆନଙ୍କ ଦ୍ୱାରା, ପାଣ୍ଡିଆନଙ୍କର ଏବଂ ପାଣ୍ଡିଆନଙ୍କ ପାଇଁ ପ୍ରସ୍ତୁତ ହେଲା ଭଳି ମନେ ହେଉଛି ।…
ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଥ୍ୟା ଭିଡିଓ ପ୍ରରୋଚନା ପଛରେ ଥିବା ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ…
ସତ୍ୟାସତ୍ୟକୁ ନପରଖି ଗୃହମନ୍ତ୍ରୀଙ୍କ ମିଥ୍ୟା ଭିଡିଓର ଅପପ୍ରଚାର କରିଥିବାରୁ ଆଇନ ଅନୁଯାୟୀ ପ୍ରଦୀପ ମାଝୀ ଜଣେ ଅପରାଧୀ
ଆଦିବାସୀ ନେତାଙ୍କ ମୁହଁରେ ମିଛ କୁହାଇ ପୁଣି ନିସର୍ତ କ୍ଷମା ମଗାଇ ଓଡ଼ିଶାର ଆଦିବାସୀ ସମାଜକୁ ନିଚ୍ଚା ଦେଖାଇ ମଜ୍ଜା ନେଉଛନ୍ତି ଭିକେ ପାଣ୍ଡିଆନ…
୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା
ଲକ୍ଷାଧିକ ରୁ ଉର୍ଦ୍ଧ ଟଙ୍କାର ଲେଣ ଦେଣଉପରେ ଗୁରୁତ୍ୱାରୋପ
ସୁବର୍ଣ୍ଣପୁର -ତା ୧୦ /0୫/୨୪ (ଆର୍ତ୍ତତ୍ରାଣ ମହାପାତ୍ର): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୧୦- ବଲାଙ୍ଗୀର ଲୋକସଭା ସଂସଦ ଏବଂ ୬୪- ବୀରମହାରାଜପୁର ଓ ୬୫- ସୋନପୁର ବିଧାନସଭା…
ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଶ୍ରୀ ଜୟଦେବ ଜୟନ୍ତୀ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ…
ଝାରବନ୍ଧ ବ୍ଳକ୍ ରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ମାରାଥନ ପ୍ରଚାର l
ଝାରବନ୍ଧ /ମନୋହର ଦାଶ :- ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ କୁମ୍ଭିର, ଚଣ୍ଡିଭଟା, ଅମଠି ଓ ଝାରବନ୍ଧ ପଞ୍ଚାୟତ ରେ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ମାରାଥନ ପ୍ରଚାର କରିଛନ୍ତି l ବିଗତ ଦିନ ରେ ହୋଇଥିବା ଉନ୍ନୟନମୂଳକ କାମ ଗୁଡିକର ହିସାବ ଦେବା ସହିତ ଆଗାମୀ ସାଧାରଣ ନିର୍ବାଚନ ରେ…