ବିଜେପୁର ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।

6

ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଜେପୁର ବିଡିଓ ସରୋଜ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ବିଜେପୁର ର ଶତାଧିକ ଛାତ୍ର ଛାତ୍ରୀ ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ। ଭାରତ ମାତା କି ଜୟ ସ୍ଲୋଗାନ ରେ ବିଜେପୁର ସହର ପ୍ରକମ୍ପିତ ହୋଇ ଉଠିଥିଲା l କାର୍ଯ୍ୟକ୍ରମ କୁ ଜ଼ିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗର୍ତିଆ ଓ ଅନେକ ଜନସାଧାରଣ ବହୁମାତ୍ରା ରେ ସହଯୋଗ କରି ସଫଳ କରିଥିଲେ l

Leave A Reply

Your email address will not be published.