ନାମାଙ୍କନ ଭରିଲେ ଜଗତସିଂହପୁର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି

ଜଗତସିଂହପୁର,ତା-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ଆଜି ନିଜର ନାମାଙ୍କନ ପତ୍ର ଦାଖଲ କଲେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି। ସକାଳ ୬ ଟାରେ ପ୍ରଥମେ ନିଜ ଜନ୍ମଦାତ୍ରୀ ମାଆଙ୍କର ପାଦଧୂଳି ମଥାରେ ମାରି ଘରୁ ବାହାରି ଥିଲେ ପ୍ରଶାନ୍ତ। ପରେ ସିଧାସଳଖ…

ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର,ତା-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରେ , ଜିଲ୍ଲା ସଂସ୍କୃତି ଅଧିକାରୀ ,ଶ୍ରୀ ଦିଲ୍ଲୀପ କୁମାର ଜେନା,ଜିଲ୍ଲା ସୂଚନା ଓ ଲୋକ…

ଜଗତସିଂହପୁର ଲୋକସଭା ଓ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ 14 ଜଣ ପ୍ରାର୍ଥୀ

ଜଗତସିଂହପୁର,ତା-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ନାମାଙ୍କନ ପତ୍ର ଦାଖଲ ର ଚତୁର୍ଥ ଦିନରେ 16 ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଅନୁପମ ସାହା ଙ୍କ ନିକଟରେ କମୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ର ପ୍ରାର୍ଥୀ ରମେଶ ଚନ୍ଦ୍ର…

ବିଜେପି ର ବିଶାଳ ଶକ୍ତି ପ୍ରଦର୍ଶନ

 କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ଏବଂ ଲୋକ ସଭା ପ୍ରାଥୀ କାଳିରାମ ମାଝୀ ଙ୍କୁ କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ରେ ଏକ ବିଶାଳ ରାଲିରେ ଜନସମର୍ଥନ କରିଥିବା ଦେଖିବାକୁ ମିଳିଥିଲା। । ରୋଡ଼ଶୋ ଜରିଆରେ ବିଧାୟକ ପ୍ରାର୍ଥୀ ଓ ଲୋକ ସଭା ପ୍ରାର୍ଥୀ…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଅକ୍ଷୟ ତୃତୀୟା ପର୍ବ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ପ୍ରଦର୍ଶନ କ୍ଷେତ୍ରରେ କୃଷି ଭିତ୍ତିକ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ପ୍ରଫେସର ଡଃ କୈଳାଶ ବିହାରୀ ମହାପାତ୍ର ଙ୍କ ଦ୍ଵାରା ମାତା…

କଲ୍ୟାଣ ସିଂହପୁର ବନାଞ୍ଚଳ ରେଞ୍ଜ୍ ରେ ବନ ବିଭାଗ ତରଫରୁ ହାତୀ ଦାନ୍ତ ଉଦ୍ଧାର, ୨ଅଟକ।

କଲ୍ୟାଣସିଂହପୁର- ରାୟଗଡ଼ ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ୍ ଶିକର ପାଇ ବନାଞ୍ଚଳ ଅଧୀନରେ ସ୍ଥାନୀୟ ନାରାୟଣ ପୂର ଶିବ ମନ୍ଦିର ଠାରେ ୨ମୂଲ୍ୟବାନ ହାତୀ ଦାନ୍ତର ମୂଲଚାଲ ଚାଲିଥିବା ବେଳେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ, ଡି ଫ ଓ ସଚିନ୍ ଆନ୍ନା ସାହେବ୍ ଓହଲ ଙ୍କ ନିର୍ଦ୍ଦେଶରେ, ରେଞ୍ଜର ଚନ୍ଦନ…

ନବୀନ ବାବୁ ଙ୍କ ନେତୃତ୍ୱରେ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନ ନିମନ୍ତେ ସଙ୍କଳ୍ପ ନେଇଛି ବିଜେଡି

ପଦ୍ମପୁର :- ନବୀନ ବାବୁ ଙ୍କ ନେତୃତ୍ୱରେ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜେଡି ସଂକଳ୍ପ ନେଇଛି ବୋଲି ଆଜି ପଦ୍ମପୁର ବିଜେଡି କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ କୋ ଅର୍ଡିନେଟର ରାଜୁ ଘିବେଲା କହିଛନ୍ତି ।ସେ ବିଜେଡି ର ଇସ୍ତାହାର…

କୋକନରା ପଞ୍ଚାୟତ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ l

ପଦ୍ମପୁର :- ପାଇକମାଲ ବ୍ଳକ୍ କୋକନରା ଠାରେ  ବିଜେଡି ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସଭାପତି ବିଜୟ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ବିଜୟ ରାଓ, ଭୋଜ ରାଉତ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ରେ ନିଜ ଦଳୀୟ ବିଧାନସଭା…

“ଇସ୍ତାହାରରେ ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତି ବିକାଶର ଲକ୍ଷ୍ୟ”

 ଦଳୀୟ ଇସ୍ତାହାର ନେଇ ବିସ୍ତୃତ ସୂଚନା ଦେଲା ବିଜେଡି  ଚାରି ମୁଖପାତ୍ର ବଖାଣିଲେ ଇସ୍ତାହାରର ବିଭିନ୍ନ ଦିଗ  ଯୁବ ବର୍ଗ, ଆଦିବାସୀ, ମହିଳାଙ୍କ ବିକାଶ ଉପରେ ସର୍ବାଧିବ ଗୁରୁତ୍ଵ  ଆଦିବାସୀ, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା …

ଅମରେଶ ପତ୍ରୀଙ୍କୁ ଦେବଗଡ଼ ନିର୍ବାଚନ ସଂଯୋଜକ ଦାୟିତ୍ୱ

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି. ଏହା ସହିତ ମୟୁରଭଞ୍ଜ ଜିଲ୍ଲା ଉଦଳା…