ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜନଶିକ୍ଷା ସଂସ୍ଥାନ ତରଫରୁ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି।ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ପି.ଜୀବନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅଧ୍ୟକ୍ଷ ଏ.ଜଗନ୍ନାଥ ରାଜୁ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ।
ଏହି ଅବସରରେ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ବକ୍ତ୍ରୁତା ଓ ରଙ୍ଗୋଲୀ ପ୍ରତିଯୋଗିତା କରାଯାଇଥିଲା। “ବିକାଶ ଦିଗରେ ଯୁବଗୋଷ୍ଠୀର ଭୂମିକା” ବିଷୟରେ ବକ୍ତ୍ରୁତା ପ୍ରତିଯୋଗିତା ହୋଇଥିଲା। ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ ଦିଗରେ ପରାମର୍ଶ ଦିଆଯାଇଥିଲା। ଉକ୍ତ ସଂସ୍ଥାର କର୍ମୀମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.