ବିଜେପୁର ରେ ବିଜେପିର ପ୍ରଚାର ମଙ୍ଗ ଧରିଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି

ଗାଇସିଲାଟ- ସମଗ୍ର ଦେଶ ପାଳନ କରୁଛି  ନିର୍ବାଚନି  ପର୍ବ । ସମଗ୍ର ଦେଶରେ ଉତ୍ସାହର ମାହୋଲ । ଏହି ଅବସରରେ ବିଜେପୁର  ନିର୍ବାଚନ ମଣ୍ଡଳି ଉତ୍ସବ ମୁଖର ହୋଇଥିବାର ଦେଖାଯାଇଥିଲା । ଆଜି ପୂର୍ବ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ବିଜେପୁର ନିର୍ବାଚନି କାର୍ଯ୍ୟାଳୟ ଉଦ୍ଘାଟନ କରିଥିବା ବେଲେ…

ତିନି ପଞ୍ଚାୟତରେ ବିଜେଡି ପକ୍ଷରୁ କର୍ମୀ ସମାବେଶ

 ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରିବାକୁ ଆହ୍ୱାନ l  (ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଜମରା, ନରେନ୍ଦ୍ରପୁର, ନଗସପୁର ପଞ୍ଚାୟତରେ…

ହାତୀଦାନ୍ତ ଚୋରା ମାମଲାରେ ଦୁଇ ଜଣ ଦୋଷୀ ସାବ୍ୟସ୍ତ ,ତିନି ବର୍ଷ କାରାଦଣ୍ଡ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ରେ ଆଜି ହାତୀଦାନ୍ତ ଚୋରା କାରବାର ମାମଲାର ବିଚାରଣା କରି ପଦ୍ମପୁର ଜେଏମଏଫସି କୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନ୍ୟବର ବିଚାରପତି ଶୁଭଙ୍କର ମହାନ୍ତି ସମସ୍ତ ସାକ୍ଷ ଦସ୍ତାବିଜ ଯାଞ୍ଚ କରିବା ପରେ ଚୂଡାନ୍ତରେ…

ପଦ୍ମପୁର :୨୨ କେଜି ଗଞ୍ଜେଇ ସହ ସୁଜିକି ୱକନର କାର ଗାଡି ଜବତ

 ପଦ୍ମପୁର ପୋଲିସର ଚଢାଉ, ୨ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଜବତ ,୫ ଗିରଫ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପଦ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି ।ପଦ୍ମପୁର ପୋଲିସ ଗତ୧ତାରିଖ ଦିନ ବିଳମ୍ବିତ ରାତିରେ ଚୋରା ଗଞ୍ଜେଇ ସହ ଜଣକୁ ପୋଲିସ ଗିରଫ କରିଛି ।ତତ୍ପରେ ପଦ୍ମପୁର ପୋଲିସ ଗତକାଲି…

ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଙ୍କ ଉପରେ ବର୍ଷିଲେ ଆସାମର ମୁଖ୍ୟ ମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା

https://youtu.be/hGPvipTmDhY ( ଶାସକ ପ୍ରଶାସକ/ଖଲ୍ଲିକୋଟ- ଶିବରାମ ଜେନା ) : ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା, ବ୍ଲକ୍ , ଗାଁ ଗହଳି ରେ ନିରଵାଚନୀ ପ୍ରଚାର ଜୋରଦାର ଚାଲିଥିବା ବେଳେ ଆସାମର ମୁଖ୍ୟ ମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା ଓଡ଼ିଶା ଗସ୍ତରେ ଆସି ଖଲ୍ଲିକୋଟ ର ସ୍ଥାନୀୟ…

ଭବାନୀପାଟଣା ସହରର ବିଭିନ୍ନ ଜାଗାକୁ ମୌଳିକ ସୁବିଧା ପହଞ୍ଚି ପାରିନାହିଁ

ଭବାନୀପାଟଣା,(ଶାସକ ପ୍ରଶାସକ ) ସ୍ଵାଧୀନତାର ୭୬ବର୍ଷ ପରେ ବି ଭବାନୀପାଟଣା ସହରର ବିଭିନ୍ନ ଜାଗାକୁ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଏଭଳି ଏକ ବିଚିତ୍ର ଚିତ୍ର ଦେଖୁବାକୁ ମିଳିଛି ୱାର୍ଡ ନଂ ୧୩ର ଆମ୍ବଗଛ ପଡା ସ୍ଥିତ ତଳ ପଡାରେ। ଆଜି ଯାଏଁ ରାସ୍ତା ଟିଏ ନ ହେବାରୁ ଆସନ୍ତା ନିର୍ବାଚନରେ…

ବିଜେଡିରୁ କନ୍ଧମାଳର ଦୁଇ ଜଣ ବହିଷ୍କୃତ

ଭୁବନେଶ୍ୱର : ବିଜେଡିରୁ କନ୍ଧମାଳର ଦୁଇ ଜଣ ନେତାଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଦଳ ବିରୋଧୀ କାର୍ଯ୍ୟ ପାଇଁ କନ୍ଧମାଳ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅନିମା କହଁର ଓ ଜିଲ୍ଲା ବିଜେଡି ସମ୍ପାଦକ ରାଜେନ୍ଦ୍ର କହଁରଙ୍କୁ ବହିଷ୍କାର କରାଯାଇଥିବା ବିଜେଡି…

ଓଡ଼ିଶା ଶିକ୍ଷାସେବା (ବିଦ୍ୟାଳୟ ଶାଖା) ଅଧିକାରୀଙ୍କ ପ୍ରବେଶକାଳୀନ ତାଲିମ ଉଦଯାପିତ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଆୟୋଜିତ ଓଡ଼ିଶା ଶିକ୍ଷା ସେବା ଅଧିକାରୀମାନଙ୍କ ଦୁଇ ସପ୍ତାହ ବ୍ୟାପି ପ୍ରବେଶକାଳୀନ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛିାଉଦଯାପନୀ ଉତ୍ସବରେ ମୁଖ୍ୟ…

ତିନୋଟି ପଞ୍ଚାୟତ ରେ ବର୍ଷା ଙ୍କ ମାରାଥନ ପ୍ରଚାର :ଯୋଡି ଶଙ୍ଖ ରେ ଭୋଟ ଦେବାକୁ କଲେ ନିବେଦନ

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ, ଭୁବନେଶ୍ବରପୁର ଓ ଛେତଗାଁ ପଞ୍ଚାୟତ ର ଗାଁ କୁ ଗାଁ ବୁଲି ନିର୍ବାଚନ ପ୍ରଚାର କରିଛନ୍ତି ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା l ବିଗତ ଦିନରେ ହୋଇଥିବା କାମ ଗୁଡିକର ହିସାବ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ…

ସର୍ଗିବାହାଲ ଠାରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ।

ପଦ୍ମପୁର - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଠାରେ ନୂତନ ବିଜେଡି କାର୍ଯ୍ୟଳୟ ଉଦ୍ଦଘାଟନ ହୋଇଛି l ଏହି ଅବସର ରେ ପଦ୍ମପୁର ଏନଏସି ସଭାପତି ନବକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୂର୍ଣିମା ରଣା, ପଞ୍ଚାୟତ ସଭାପତି ଚିତ୍ରସେନ ବେହେରା, ରାକେଶ ବହିଦାର, ଅମର ସାହୁ, ଉମେଶ…