ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା : ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ

ରାୟଗଡା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ…

ପୋଷ୍ଟାଲ ବାଲଟ ହୋମ ଭୋଟିଙ୍ଗ ମତଦାନ ସମ୍ପର୍କୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର,ତା-୧୧.୦୫.୨୦୨୪/ସୁମନ୍ତ କୁମାର ଦାସ: ନିର୍ବାଚନ ସମୟରେ ମତଦାନରେ ସବୁଠୁ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ଵାହ କରେ, ପୋଷ୍ଟାଲ ବାଲଟ। ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ଜଗତସିଂହପୁର ଜିଲ୍ଲାରେ ସ୍ଵଚ୍ଛ ଓ ଅବାଧ ଭାବେ ନିର୍ବାହ କରିବା ପାଇଁ ଜିଲ୍ଲା…

ଜଗତସିଂହପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର,ତା-୧୧.୦୫.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ…

ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କଲେ ସାରସକଣା ବିଜେପି ବିଧାୟକ ପ୍ରାର୍ଥୀ ଭାଦବା ହାଁସଦା ।

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ  - ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୂରଭଞ୍ଜ ବିଗତ ଦିନରେ ସ୍ଵତନ୍ତ୍ର ରାଜ୍ୟ ପରିଗଣିତ ହୋଇଥିବା ରାଜ୍ୟରେ ଏବେ ୯ଟି ବିଧାନ ସଭା ସହ ୧ଟି ସାଂସଦ କୁ ନେଇ ଗଠିତ । ଆସନ୍ତା ସାଧାରଣ ନିର୍ବାଚନ ପରିପେକ୍ଷିରେ ଗତକାଲି ରାଇରଙ୍ଗପୁର ଠାରେ…

ମହାନଦୀରେ ବୁଡି ନାବାଳକ ଛାତ୍ର ମୃତ

ଜଗତସିଂହପୁର /ତିର୍ତ୍ତୋଲ ୧୧/୫- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ କନିମୁଳ ଗ୍ରାମର ଆଲୋକ ସାମଲଙ୍କ ନାବାଳକ ପୁଅ କାନ୍ହା ସାମଲ ମହାନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି |ସୂଚନା ମୁତାବକ ଆଜି ସକାଳୁ ତାସଙ୍ଗରା ବରହମପୁର ମହାନଦୀ ପଠାଠାରେ ଥିବା ଶନିଠାକୁରଙ୍କ ଜଳାଭିଷେକ…

ଜିଲ୍ଲାରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ନିୟୋଜିତ ହେବେ ଏନ୍. ସି. ସି କ୍ୟାଡ଼ଟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ସାଧାରଣ ନିର୍ବାଚନରେ ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ଭୋଟରଙ୍କୁ ପୋଲିଙ୍ଗ ବୁଥରେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରଥମ ଥର ପାଇଁ ନିୟୋଜିତ ହେବେ ସିନିୟର ଏନ୍. ସି. ସି କ୍ୟାଡ଼ଟ। ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ , କାଶୀନଗର ଓ…

ସାହିତ୍ୟ କୌଣସି ଅଞ୍ଚଳ ଭିତରେ ସୀମାବଦ୍ଧ ନୁହେଁ – ଜ୍ଞାନ ହୋତା

ଆମ ସାହିତ୍ୟ ପରିବାର, ବ୍ୟାସନଗରର ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ ଭୁବନେଶ୍ୱର-ଶନିବାର ପୂର୍ବାହ୍ନରେ ଜୟଦେବ ଭବନ ପରିସରରେ"ଆମ ସାହିତ୍ୟ ପରିବାର, ବ୍ୟାସନଗର'ର ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛିା ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ…

ପ୍ରଚାରକୁ ଯାଇ ବିଧାୟିକା ଅପଦସ୍ତ : ଲୋକଙ୍କ ପ୍ରଶ୍ନବାଣରେ ହେଲେ ଘାଇଲା

https://youtu.be/6SBH46QgY9M ଖଲ୍ଲିକୋଟ (ଶାସକ ପ୍ରଶାସକ/ ଶିବରାମ ଜେନା: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ରେ ବିଜେଡି ଦଳର ପ୍ରଚାରକୁ ନେଇ ଗ୍ରାମ ବାସୀ ଙ୍କ ମନରେ ଉତ୍ତେଜନା ସୃଷ୍ଟି ହୋଇଛି ।ପ୍ରଚାରକୁ ଯାଇ ବିଧାୟିକା ଲୋକଙ୍କ ପ୍ରଶ୍ନବାଣରେ ଘାଇଲାଖବର ନେବାରୁ…

ମା ମଙ୍ଗଳା ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ବାସୁଦେବପୁର -ଭଦ୍ରକ ଜିଲ୍ଲା ର ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗ୍ରାମର ଗ୍ରାମ ଦେବୀ ମା ମଙ୍ଗଳାଙ୍କ ପୀଠରେ ତ୍ରିଦିବସୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। ଅକ୍ଷୟ ତୃତୀୟା ରୁ ଆରମ୍ଭ ହୋଇ ଥିବା ଅଧିବାସ ଆଜି ଦ୍ୱିତୀୟ ଦିବସ ରେ କଳସ ଶୋଭା ଯାତ୍ରା ମହାଆଡମ୍ବରରେ ପାଳିତ…

“ଓଡିଶାର ଜନସାଧାରଣ ବିଜେଡିର କୁଶାସନ ଓ ରାଜ୍ୟର ସମୃଦ୍ଧ ସଂସ୍କୃତି ପ୍ରତି ତାଙ୍କର ଅନାଦର କାରଣରୁ ନିରାଶ…

କେବଳ ବିଜେପି ହିଁ ଓଡିଶାର ବିକାଶ କରି ପାରିବ ଓ ରାଜ୍ୟର ଜୀବନ୍ତ ସଂସ୍କୃତି ଓ ଐତିହ୍ୟର ରକ୍ଷା କରି ପାରିବ । ଓଡିଶାରେ ବିଜେପି ରେକର୍ଡ ଅନ୍ତରରେ ବିଜୟୀ ହେବା ଆଡକୁ ଅଗ୍ରସର ହେଉଛି । ପଦ୍ମ ଫୁଲ ଅଛି ତ ଶାନ୍ତି ଓ ବିକାଶ ରହିଛି । ପଦ୍ନ ଫୁଲ ଅଛି ତ ଜ୍ଞାନ ଓ ବିଜ୍ଞାନ ଅଛି ।…