Sign in
Sign in
Recover your password.
A password will be e-mailed to you.
କୋଲଡିଆ ଗ୍ରାମ ର ମହାବୀର ପୀଠ ଉତ୍ସବ ମୁଖର।
ପାରାଦୀପ/ସୁଦର୍ଶନ ମଲ୍ଲ - ପାରାଦୀପ ଉପକଣ୍ଠ ବିଶ୍ବାଳୀ ପଞ୍ଚାୟତ ର କୋଲଡିଆ ଗ୍ରାମରେ ହନୁମାନ ଜୀୟୁଙ୍କ ଯଜ୍ଞ ତ୍ସୋବ ଆରମ୍ଭ ହୋଇଛି। ଆଜି ପ୍ରାପ୍ତ ସମୟରେ ଭୂତମୁଣ୍ଡାଇ ସ୍ଥିତ ମହାନଦୀରୁ ୧୦୮ କଳସ ଶୋଭାଯାତ୍ରା ବାହାରି ଶ୍ରୀ ଶ୍ରୀ ହନୁମାନ ଜୀୟୁଙ୍କ ନିକଟରେ ପହଞ୍ଚିବା ପରେ ମହାଯଜ୍ଞ ର…
ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କଲେ ନବୀନ ଓ ପାଣ୍ଡିଆନ
ବରଗଡ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ବର୍ଷା…
ବଲାଙ୍ଗୀରରେ ନବୀନ: ବଙ୍ଗୋମୁଣ୍ଡା, ମୁରିବାହାଲ ଓ ବଲାଙ୍ଗୀରରେ ବିଶାଳ ସଭା
"ମୁଁ ଆପଣମାନଙ୍କ ବିଧାନସଭା ପ୍ରାର୍ଥୀ, ଆପଣମାନେ ଖୁସି ତ? – ‘ହଁ’ ର ଗୁଞ୍ଜରଣରେ ଓ ଜିନ୍ଦାବାଦ ଧ୍ବନୀ କମ୍ପିଲା ସଭାସ୍ଥଳ"
ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍ ଛାଡ କରିବ, ଜୁଲାଇରୁ ଆଉ ବିଲ୍ ଦେବାକୁ ପଡିବ ନାହିଁ, ଆପଣମାନେ ଖୁସି ତ ? ସମସ୍ତେ କହିଲେ ହଁ, ଦେଲେ…
ପ୍ରଶ୍ନ ପରେ ପ୍ରଶ୍ନ : ଲୋକଙ୍କ ପ୍ରଶ୍ନବାଣରେ ବେହାଲ ଖଲିକୋଟ ବିଧାୟିକା ସୂର୍ଯ୍ୟ ମଣି ଵୈଦ୍ୟ।
https://youtu.be/JCqjQwzYXJ0
ଖଲ୍ଲିକୋଟରୁ / ଶିବରାମ ଜେନା: ନିର୍ବାଚନ ଯେତେ ପାଖେଇ ଆସୁଛି ,ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜୋର ଧରିଛି । ହେଲେ ଏଥର କିନ୍ତୁ ଲୋକ ନେତାଙ୍କୁ ହିସାବ ମାଗିବା ଆରମ୍ଭ କରିଛନ୍ତି " ଗତ ପାଳିରେ କି କାମ କରିଛ ଯେ ତମକୁ ପୁଣି ଭୋଟ ଦେବୁ" | ଏହି ଭଳି ଏକ…
ବନ ବିଭାଗ ଦ୍ଵାରା ବାଘ ଛାଲ ଜବତ ୫ ଗିରଫ୍
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଲୋକ ଙ୍କୁ ଘାରିଛି ଏବେ ରାତାରାତି ମାଲେମାଲ ହେବା ସ୍ଵପ୍ନ । ପ୍ରଚୁର ଅର୍ଥ ଲାଳସାରେ ବେଆଇନ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ଆଜିର ଲୋକେ । ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବାଘଛାଲ ବିକ୍ରି କାରବାର ହେଉଥିବା ବେଳେ କୌଣସି ବିଶେଷ ସୂତ୍ର ରୁ…
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ: ଗନ୍ତବ୍ୟ ମତଦାନ କେନ୍ଦ୍ରକୁ ଗଲେ ୨୭୬ ଟି ପୋଲିଂ ପାର୍ଟି
https://youtu.be/vtzGcY6nZB0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ଠାରୁ ଆଜି (ରବିବାର ଦିନ) ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ…
13 ତାରିଖରେ ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କ ପ୍ରାର୍ଥୀ ପତ୍ର ଦାଖଲ
(ମାହାଙ୍ଗା -ଶାସକ ପ୍ରଶାସକ) ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରୀପ୍ରେକ୍ଷୀରେ ମାହାଙ୍ଗା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନା ଙ୍କ ନୋମିନେସନ ଦାଖଲ ରହିଥିବାରୁ ସମସ୍ତ ବିଜେଡି କର୍ମୀଙ୍କ ମହଲରେ…
ଚକା ଫାଟି ଓଲଟିଲା କାର୍ ; ଦୁଇ ମୃତ ତିନି ଆହତ
ଭଞ୍ଜନଗର\ଉଦୟନାଥ ପଣ୍ଡା: ଭଞ୍ଜନଗର ଥାନା ଅଧୀନ ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ଓ ମୁଜାଗଡ ମଧ୍ୟରେ ରବିବାର ୧୨ ତାରିଖ ୨୦୨୪ ଅପରାହ୍ନ ସମୟରେ ଏକ କାର୍ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ଏଥିସହ ଗାଡିରେ ଥିବା ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ ବେଲଗୁଣ୍ଠା…
ଆଇସିଏଆଇ ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ କର୍ପୋରେଟ ମିଟର ପ୍ରଥମ ସଂସ୍କରଣ
ଭୁବନେଶ୍ୱର : ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ହୋଟେଲ ମେଫେୟାର ଠାରେ ଏହାର କର୍ପୋରେଟ ମିଟର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଯାଇଛି |ଭୁବନେଶ୍ୱର ଶାଖା ତରଫରୁ ଅଧ୍ୟକ୍ଷା ସିଏ ଜାହ୍ନବୀ ଦେଓ ସ୍ୱାଗତ ଭାଷଣ ଦେବା ସହ…
ୟୁନାଇଟେଡ଼ କ୍ଳବ୍ ୯୯-ବଣିକ ଓଡ଼ିଶାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
୩୨ ୟୁନିଟ ରକ୍ତ ସଂଗ୍ରହ, ସୃଷ୍ଟି ହେଲେ ୧୧ ଜଣ ନୁଆ ରକ୍ତଦାତା ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗ୍ରୀଷ୍ମ ଋତୁରେ ବିଭିନ୍ନ ରକ୍ତ ଭଣ୍ଡାରରେ ହେଉଥିବା ରକ୍ତର ଅଭାବକୁ ପରିଲକ୍ଷିତ କରି ଆଜି ବେଲଗୁଣ୍ଠାର ୧୯୯୯ ଦଶମ ଶ୍ରେଣୀ ବ୍ୟାଚ୍ ତଥା ୟୁନାଇଟେଡ଼ କ୍ଳବ୍ ୯୯,ବଣିକ ସଂଘ ବେଲଗୁଣ୍ଠା ଓ…