Sign in
Sign in
Recover your password.
A password will be e-mailed to you.
ଏସ୍ଏଚ୍ଏମ୍ରେ ମହିଳାଙ୍କ ନିମନ୍ତେ ବେକରୀ ଖାଦ୍ୟ ପ୍ରସ୍ତୃତି ପ୍ରଶିକ୍ଷଣ ଆରମ୍ଭ
ଭୁବନେଶ୍ୱର୧୩/୦୫: ମହିଳାମାନଙ୍କୁ ବେକରୀ ଓ କନ୍ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ଏକ ୬-ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ ବେକ୍୍’…
ସେବିକା ମା’ର ଅନ୍ୟ ଏକ ରୂପ : ସୋଆ ଉପସଭାପତି
ସମ୍ ଫୁଲନଖରା ଓ ଶୀତଳାପଲ୍ଲୀ କ୍ୟାମ୍ପସରେ ଆନ୍ତର୍ଜାତିକ ସେବିକା ଦିବସ
ଭୁବନେଶ୍ୱର, ୧୩/୦୫: ମା’ର ଅନ୍ୟ ଏକ ରୂପ ହେଉଛି ସେବିକା । ମା ନିଜ ପିଲାର ଯତ୍ନ ନେବା ଭଳି ନର୍ସମାନେ ମଧ୍ୟ ସେବା ଯତ୍ନ ପ୍ରଦାନ କରି ରୋଗୀମାନଙ୍କୁ ସୁସ୍ଥ କରିଥାନ୍ତି । ତେଣୁ ନର୍ସ ମାନେ ମା ସହିତ ତୁଳନୀୟ ବୋଲି…
ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର (ଡ଼.) ମାନସ ରଂଜନ ସାହୁ ନିଯୁକ୍ତ ।
ଭୁବନେଶ୍ୱର-(୧୩/୦୫)- ରାଜ୍ୟପାଳ ତଥା କୁଳାଧିପତି ଶ୍ରୀ ରଘୁବର ଦାସ ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ୍ ୨୦୨୧ର ଧାରା (୯) ଅନ୍ତର୍ଗତ ଉପଧାରା (୧)ରେ ପ୍ରଦତ୍ତ କ୍ଷମତା ଅନୁଯାୟୀ ପ୍ରଫେସର (ଡ଼.) ମାନସ ରଂଜନ ସାହୁଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି…
“ଭୋଟ ଦେଉଛି ଓଡ଼ିଶା” : ମୁଖ୍ଯ ନିର୍ବାଚନ ଅଧିକାରୀ
ଭୁବନେଶ୍ବର:ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା…
ବିଜେଡି ଯୁବ ଓ ଛାତ୍ର ବୈଠକ: ନୀତି ଓ ଆଦର୍ଶବାନ ଯୁବପୀଢ଼ୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ
କଟକ,୧୪/୫(ରଞ୍ଜିତ ମହାପାତ୍ର ): ଯୁବ ଶକ୍ତି ଦ୍ୱାରା ସମଗ୍ର ବିଶ୍ୱ ପରିଚାଳିତ ହେଉଛି । ସେମାନଙ୍କ ଚିନ୍ତା ଓ ଚେତନାର ପ୍ରତିଫଳନ ସ୍ୱରୂପ ଆମେ ନୂତନତ୍ୱ ଆଡକୁ ମୁହାଁଉଛେ । ବିଫଳତାକୁ ପଛରେ ପକାଇ ସଫଳ ହେବା ଯୁବବର୍ଗଙ୍କ ନିକଟରେ କୌଣସି ବଡ କଥା ନୁହେଁ । କିନ୍ତୁ ଆମେ ସେତେବେଳେ ସଫଳ ହେବା,…
ଓଡ଼ଗାଁ ସୁଭଦ୍ରା ଖିଲାର ଏ.ଏନ୍.ଏମ୍ ପରୀକ୍ଷାରେ ଓଡ଼ିଶା ଟପ୍ପର
ଓଡ଼ଗାଁ,୧୨।୫(ଶ୍ରୀକାନ୍ତ କୁମାର ମିଶ୍ର) : ରବିବାର ଆନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ଭୁବନେଶ୍ବରର ଡାଇରେକ୍ଟର ଅଫ ହେଲଥ୍ କନଫରେନ୍ସ ହଲ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରବିବାର ୨୦୨୨-୨୩ ଏ ଏନ୍ ଏମ୍ ପରୀକ୍ଷାରେ ରାଜ୍ୟ ସ୍ତରୀୟ କୃତି ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଛି ।…
ବୌଦ୍ଧ ଆଇଟିଆଇ ସହ ଟିପିଏସ୍ଓଡିଏଲର ବୁଝାମଣାପତ୍ର ସ୍ବାକ୍ଷର
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ଓ ବୌଦ୍ଧ ସ୍ଥିତ ସରକାରୀ ଆଇଟିଆଇ କଲେଜ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପଦକ୍ଷେପ ଯୋଗୁଁ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏକାଡେମିକ ଓ ଶିଳ୍ପ ସମ୍ବନ୍ଧୀୟ ବ୍ୟାବହାରିକ ଜ୍ଞାନ ମଧ୍ଯରେ ସମନ୍ୱୟ ରହିବା ସହ…
ଦୁଇଗୁଣା ବିକାଶ ପାଇଁ ଦୁଇ ଥର ପଦ୍ମଫୁଲରେ ଭୋଟ୍ ଦେବା, ସମ୍ବଲପୁରକୁ ୧ ନମ୍ବର କରିବା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଘରକୁ ଘର ବୁଲି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର
• ବରେଇପାଲି ଓ ମୁଦିପଡାରେ ମୋଦୀ ଗ୍ୟାରଣ୍ଟି ଏବଂ ବିଜେପିର ସଂକଳ୍ପ ପତ୍ର ବିତରଣ କଲେ
• ସମ୍ବଲପୁରର ଲୋକମାନେ ମୋ ସହ ଅଛନ୍ତି, ମୋତେ ଗାଳିବନ୍ଦ କଲେ କିଛି ପ୍ରାର୍ଥକ୍ୟ ପଡେ ନାହିଁ
• ବିଜେପି ଆସିଲେ ଏସଏଚଜି…
ସମ୍ବଲପୁରର ବ୍ରାଣ୍ଡେଡ୍, ପର୍ଯ୍ୟାପ୍ତ ପ୍ରତିଭା ଏବଂ ଭବିଷ୍ୟତଗାମୀ ଦୃଷ୍ଟିଭଙ୍ଗୀ ଜିଲ୍ଲାକୁ ଅଗ୍ରଣୀ କରାଇବ –…
‘ବିକଶିତ ସମ୍ବଲପୁର’ ପାଇଁ ୩ ସୂତ୍ରୀ ଫର୍ମୁଲା ଦେଲେ କେନ୍ଦ୍ରମନ୍ତ୍ରୀ
• “ମୋର ସ୍ୱପ୍ନର ସମ୍ବଲପୁର : ୨୦୪୭”ର କଳ୍ପନା କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ସମ୍ବଲପୁର ଦେଶର ଶ୍ରେଷ୍ଠ ୫୦ ସହର ମଧ୍ୟରେ ଆଗରେ ରହିବ
• ସମ୍ବଲପୁର ହେବ…
କୋଲଡିଆ ଗ୍ରାମ ର ମହାବୀର ପୀଠ ଉତ୍ସବ ମୁଖର।
ପାରାଦୀପ/ସୁଦର୍ଶନ ମଲ୍ଲ - ପାରାଦୀପ ଉପକଣ୍ଠ ବିଶ୍ବାଳୀ ପଞ୍ଚାୟତ ର କୋଲଡିଆ ଗ୍ରାମରେ ହନୁମାନ ଜୀୟୁଙ୍କ ଯଜ୍ଞ ତ୍ସୋବ ଆରମ୍ଭ ହୋଇଛି। ଆଜି ପ୍ରାପ୍ତ ସମୟରେ ଭୂତମୁଣ୍ଡାଇ ସ୍ଥିତ ମହାନଦୀରୁ ୧୦୮ କଳସ ଶୋଭାଯାତ୍ରା ବାହାରି ଶ୍ରୀ ଶ୍ରୀ ହନୁମାନ ଜୀୟୁଙ୍କ ନିକଟରେ ପହଞ୍ଚିବା ପରେ ମହାଯଜ୍ଞ ର…