Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ପଞ୍ଜୁରୀ ଭିତର ଶୁଆ, ଶିଖା ଯାଉଥିବା କଥା ସେ କହୁଛନ୍ତି -ଧର୍ମେନ୍ଦ୍ର ପ୍ରଧାନ
• ମୁଖ୍ୟମନ୍ତ୍ରୀ ଡିଏମକେର ଭାଷା କହୁଛନ୍ତି, ଓଡ଼ିଆ ଅସ୍ମିତା କଥା ସେ କେମିତି ବୁଝିବେ ?
• ମୁଖ୍ୟମନ୍ତ୍ରୀଙ୍କ ପାଖରେ ୪ ଜଣ ଅଣ ଓଡ଼ିଆ ଗ୍ୟାଙ୍ଗ୍ ଅଛନ୍ତି, ଆଉଟସୋର୍ସ ନେତାଙ୍କୁ ଲୋକେ ପ୍ରତ୍ୟାଖାନ କରିବେ
• ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବଦଳରେ ଗାଳି…
ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା
ଭୁବନେଶ୍ୱର, ତା.୧୨/୦୫: “ବିକଶିତ ଭାରତ ବିକଶିତ ଓଡ଼ିଶା” ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଓଡ଼ିଶା ଚାହୁଁଛି ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଓଡିଶାରେ ହେବ ବିଜେପିର ସରକାର ଓ…
ଅଶୋକ ପାଣିଗ୍ରାହୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର
ବରଗଡ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ |
ମୌଳିକ ସମସ୍ୟା କୁ ନେଇ ଭୋଟ ବର୍ଜନ ନିଷ୍ପତ୍ତି।
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ଗାଡି ଶେଷ ଖାଲ ପଞ୍ଚାୟତ ମାଉଡ଼ିଗୁଡା ଗାଁ ରେ ରାସ୍ତା ପିଇବା ପାଣି,ଆବାସ ଯୋଜନାର ସମସ୍ୟା କୁ ନେଇ ଭୋଟ ବର୍ଜ୍ଜନ ନିଷ୍ପତ୍ତି। ନିର୍ବାଚନ ସମୟରେ ନେତା,କୁଜି ନେତା ଆସି ପ୍ରତିଶୃତି ପରେ ପ୍ରତିଶ୍ରୁତି ଦିଅନ୍ତି।ନିର୍ବାଚନ ସାରିଗଲେ…
ମାଣ୍ଡିଆଢିପା ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ l
ପଦ୍ମପୁର :- ମାଣ୍ଡିଆଢିପା ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ଡ଼ୋଲାମଣି ମାହାର, ବ୍ଳକ୍ ଯୁବ…
ଜିଲ୍ଲାସ୍ତରୀୟ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ : ୧୩ଲକ୍ଷ ୨୭ ହଜାର ୮୧୧ ଟଙ୍କା ଜରିମାନା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ଵିତୀୟ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର…
ଗୋବର୍ଦ୍ଧନ ଙ୍କ ପଞ୍ଚାୟତ ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ : ବର୍ଷା ଙ୍କୁ ଜିତାଇବାକୁ ନେଲେ ସଂକଳ୍ପ
ପଦ୍ମପୁର :- ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଙ୍କ ଘର ପଲସାପାଲି ହୋଇଥିବା ବେଳେ ସେହି ପଞ୍ଚାୟତ ଅନ୍ତର୍ଗତ ଘନାମାଲ ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଯେଉଁଥିରେ ସହ ସହ କର୍ମୀ ଯୋଗଦେଇ ବର୍ଷା ସିଂ ବରିହା ଙ୍କୁ ଜିତାଇବାକୁ ସଂକଳ୍ପ ନେଇଛନ୍ତି l କି ଜିଲ୍ଲା ପରିଷଦ…
ମୋହନା ନିର୍ବାଚନ ମଣ୍ଡଳୀକୁ ମତଦାନ କାର୍ଯ୍ୟରେ ନିୟୋଜିତ ହୋଇଥିବା ୨୯୭ ଟି ପୋଲିଂ ପାର୍ଟି ଗଲେ ଗନ୍ତବ୍ୟ ସ୍ଥଳକୁ
https://youtu.be/6pLIPaB_v0w
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ଠାରୁ ଆଜି ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ରକୁ ମତଦାନ କାର୍ଯ୍ୟରେ…
ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା : ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ
ରାୟଗଡା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ…