Sign in
Sign in
Recover your password.
A password will be e-mailed to you.
କ୍ଲିନ୍ ଆଣ୍ଡ ଗ୍ରୀନ୍ ର ରକ୍ତଦାନ କାର୍ଯ୍ୟକ୍ରମ
ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆଇଜିଏଚ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ, ସାଧାରଣ…
ବିପୁଳ ଜନ ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କଲେ ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡ: ଦେବାଶିଷ ମାରାଣ୍ଡି
ମୟୂରଭଞ୍ଜ ସାରସକଣା ଦିପୁ ମହାପାତ୍ରଙ୍କ ରିପୋର୍ଟ । - ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୂରଭଞ୍ଜ ବିଗତ ଦିନରେ ସ୍ଵତନ୍ତ୍ର ରାଜ୍ୟ ପରିଗଣିତ ହୋଇଥିବା ମୟୂରଭଞ୍ଜ ଆଜି ୯ଟି ବିଧାନ ସଭା ଏବଂ ୧ଟି ସଂସଦ କୁ ନେଇ ଗଠିତ । ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପରିପେକ୍ଷିରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ…
ଲୋହାରପାଲି ପଞ୍ଚାୟତ ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ l
ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋହାରପାଲି ପଞ୍ଚାୟତ ର ଗମ୍ଭାରୀ ଡ଼ିହି, ଲୋହାର ପାଲି, କଦଳୀମୁଣ୍ଡା, ବରଭଟା, ସର୍ଗିଜୁରୀ କବିବରପୁର ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ…
ଗଜପତି ଜିଲ୍ଲାର ୨ ଟି ନିର୍ବାଚନ ମଣ୍ଡଳୀ ରେ ଶାନ୍ତିପୂର୍ଣ୍ଣ ମତଦାନ : ମତଦାନ ହାର ୬୭.୯୩ ପ୍ରତିଶତ
https://youtu.be/l4JzxddDK_g
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଏବଂ ମୋହନା ଠାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ଏହି ନିର୍ବାଚନ ଅବସରରେ…
ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ନବେ ପ୍ରତିଶତ ଆସନରେ ବିଜେଡି ଜିତିବ: ସସ୍ମିତ
ଭୁବନେଶ୍ୱର, ୧୩/୦୫/୨୦୨୪: ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ବିଜୁ ଜନତା ଦଳ ୯୦ ପ୍ରତିଶତରୁ ଅଧିକ ଆସନରେ ବାଜିମାତ କରୁଛି ବୋଲି ଆଜି ସନ୍ଧ୍ୟାରେ ଶଙ୍ଖଭବନ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର | ସେ କହିଥିଲେ, ପ୍ରଥମ…
ନାମାଙ୍କନ ନକରି ଫେରିଲେ ଅଙ୍କିତ : ରୋଚକ ମୋଡ଼ରେ ମାହାଙ୍ଗା ରାଜନୀତି
ଆଶା ଆଶଙ୍କାକୁ ନେଇ ସନ୍ଦେହ ଘେରରେ ମାହାଙ୍ଗାବାସୀ l
(ମାହାଙ୍ଗା-ଶାସକ ପ୍ରଶାସକ) : ମାହାଙ୍ଗା ରାଜନୀତିରେ ଘଡିକେ ଘୋଡା ଛୁଟୁଛି l ରୋଚକ ମୋଡ଼ରେ ଭିନ୍ନ ଭିନ୍ନ ଆଶା ଓ ଆଶଙ୍କାକୁ ନେଇ ସନ୍ଦେହ ଘେରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀ l ସେହିଭଳି ଏକ କାରଣ ଅସ୍ପଷ୍ଟ , ସନ୍ଦେହଜନକ…
ଦୁଇ ଦିନ ହେଲା ଅନ୍ଧାରରେ ୫ ଖଣ୍ଡ ଗ୍ରାମ
ଓଡଗାଁ,୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅଧିନସ୍ଥ ବାଣ୍ଠପୁର ପଂଚାୟତର ୫ ଖଣ୍ଡ ଗ୍ରାମବାସୀ ଦୁଇ ଦିନ ହେଲା ଅନ୍ଧାରରେ ଅଛନ୍ତି । ନିହଲପ୍ରସାଦ, ଗଡ଼ ଗାଁ, ପୋଡାସାହି, ଓସ୍ତିଆମାଳ ଓ ନାଣ୍ଡିଗିରି ଇତ୍ୟାଦି ଗାଁରେ ବିଦ୍ୟୁତ ସରବରାହ ବ୍ୟାହତ କାରଣରୁ ଗ୍ରାମବାସୀ…
କୁରାଳରୁ ବିପୁଳ ପରିମାଣର ମଦ ଜବତ, ୨ ଗିରଫ
ଓଡଗାଁ,୧୩।୫( ଶ୍ରୀକାନ୍ତ କୁମାର ମିଶ୍ର): ସାମ୍ପ୍ରତିକ ସମୟରେ ନିର୍ବାଚନ ମାହଲ ଜାରିରହିଥିବା ବେଳେ ଓଡଗାଁ ଅଂଚଳରେ ଦେଶୀ ମଦର ବ୍ୟାପକ କାରବାର ବୃଦ୍ଧି ପାଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଥିଲା । ଏପରିସ୍ଥଳେ…
“ବିଜେପି ଏକ ଗଣତାନ୍ତ୍ରିକ ଓ ସାମୁହିକ ନେତୃତ୍ୱରେ ବିଶ୍ୱାସ ରଖୁଥିବା ପାର୍ଟି”
୨୦୨୪ ନିର୍ବାଚନରେ ବିଜେପିର ବିଜୟ ସ୍ପଷ୍ଟ: ବିଜେପି ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ରକାରୀ କିଏ, ନବୀନ ବାବୁ ଉତର ଦିଅନ୍ତୁ ଏହି ନିର୍ବାଚନରେ ଓଡିଶାବାସୀ ନିର୍ଣ୍ଣାୟକ ନିଷ୍ପତି ନେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨ଶହ କୋଟିର ବ୍ୟୟ ସାର୍ବଜନୀନ କରୁ ବିଜେଡି…
ଏସ୍ଏଚ୍ଏମ୍ରେ ମହିଳାଙ୍କ ନିମନ୍ତେ ବେକରୀ ଖାଦ୍ୟ ପ୍ରସ୍ତୃତି ପ୍ରଶିକ୍ଷଣ ଆରମ୍ଭ
ଭୁବନେଶ୍ୱର୧୩/୦୫: ମହିଳାମାନଙ୍କୁ ବେକରୀ ଓ କନ୍ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ଏକ ୬-ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ ବେକ୍୍’…