ବେଲଗୁଣ୍ଠା ମିଡିଆ କ୍ଲବ ପକ୍ଷରୁ 78 ତମ ସ୍ବାଧୀନତା ଦିବସ ପାଳିତ ।

6

ବେଲଗୁଣ୍ଠା- ( ଶିବରାମ ଚୌଧୁରୀ ): ଗଂଜାମ ଜିଲ୍ଲା ବେଲଗୁଣ୍ଠା ମିଡିଆ କ୍ଲବ ରେ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବାଙ୍କୀ ବଜାର ସ୍ଥିତ ମହିଳା ମହାବିଦ୍ୟାଳୟ ନିକଟରେ କ୍ଲବର ଜାତୀୟ ପତକାକୁ ବରିଷ୍ଠ ଆଇନଜୀବୀ ପ୍ରମୋଦ ମହାପାତ୍ର ଉତ୍ତୋଳନ କରିବା ସହ ସ୍ବାଧୀନତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଉପନଗରପାଳ ଟି ବବିତା କୁମାରୀ ଓ ଅନ୍ୟତମ ଅତିଥିଭାବେ ଅଂଚଳର ବିଶିଷ୍ଠ ସମାଜସେବୀ ପୂର୍ବତନ କାଉନସିଲର ସି ଏଚ ଲିଙ୍ଗରାଜ ପାତ୍ର, ଶିକ୍ଷାବିତ ତଥା ନାଟ୍ୟକାର ରବୀନ୍ଦ୍ରନାଥ ଚୌଧୁରୀ, ରୋଟାରୀ କ୍ଲବ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ,ମିଡିଆ କ୍ଲବ ସମ୍ପାଦକ ନବକିଶୋର ମହାରଣା, କୋଷlଧକ୍ଷ ତଥା ଏସ ୟୁ ଯେ ରାଜ୍ୟ କାଯ୍ୟକାରିଣୀ ସଦଶ୍ୟ ସୁଯ୍ୟ ନାରାୟଣ ତ୍ରିପାଠୀ, କାର୍ତ୍ତିକ ପ୍ରଧାନ,ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସଦସ୍ୟ ଚନ୍ଦନ କୁମାର ସାହୁ, ସହ-ସମ୍ପାଦକ ସରୋଜ ଶତପଥୀ, ସାମ୍ବାଦିକ ତୋଫାନ ସାହୁ, ସୁରେଶ ସୁବୁଦ୍ଧି, ସଦାଶିବ ପାଣିଗ୍ରାହୀ,ନାରାୟଣ ପଣ୍ଡା,ପ୍ରଦୀପ ଚୌଧୁରୀ,କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ନାୟକ,ପଞ୍ଚାନନ ସାହୁ,ଶିବରାମ ଚୌଧୁରୀ, ଅଶ୍ୱିନୀ ସାହୁ, ସଂଜୀବ କୁମାର ପାତ୍ର, ରମେଶ କୁମାର ସାହୁ, ଆଖଣ୍ଡଳ ଡାକୁଆ, ବିନୋଦ ପତି, ଅଜୟ ପତି, ଯୁବ ସଂଗଠକ ବାଳକୃଷ୍ଣ ପାତ୍ର, ଦୀପକ ପଣ୍ଡା, ସୁଭମ ଜେନା,ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ସମସ୍ତ କାଯ୍ୟକ୍ରମକୁ ମିଡିଆ କ୍ଲବର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.