Sign in
Sign in
Recover your password.
A password will be e-mailed to you.
ବ୍ୟକ୍ତି ଗତ ଘରେ ଅଙ୍ଗନ୍ ୱାଡ଼ି ଗୃହ, ନଜର ଦେବାକୁ ସାଧାରଣ ରେ ଦାବୀ।
ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ତେର ନମ୍ୱର୍ ୱାର୍ଡ ରେ ଥିବା ସେଠୀ ସାହି ରେ ଅଙ୍ଗନ ୱାଡି କେନ୍ଦ୍ର ବ୍ୟକ୍ତି ଗତ ଜଣକ ଘରେ ଚାଲୁଥିବା ବେଳେ ନଜର ରଖିବାକୁ ସାଧାରଣ ରେ ଦାବି ହେଉଛି। ସୂଚନା ଅନୁସାରେ ତେର ଜଣ ପିଲା ଥିବା ବେଳେ ଏହି କେନ୍ଦ୍ର ରେ ସମୟ ସମୟ ରେ…
ଭଞ୍ଜନଗର ସହରରେ ମିଡ଼ିଆ କ୍ଳବ୍ ପକ୍ଷରୁ ସଚେତନତା ରଥ ପରିକ୍ରମା ସହିତ ୨୦୦ ଚାରା ରୋପଣ କାର୍ଯ୍ୟକ୍ରମ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଅଗ୍ରଣୀ ପଞ୍ଜିକୃତ କବିସମ୍ରାଟ ମିଡ଼ିଆକ୍ଳବ୍ ତରଫରୁ ଆଜି ଜୁଲାଇ ମାସ ୨୩ ତାରିଖ ମଙ୍ଗଳବାର ୨୦୨୪ ଦିନ ପ୍ରାୟ ୨୦୦ ଚାରା ରୋପଣ କାର୍ଯ୍ୟକ୍ରମ ସହିତ ସହରରେ ସଚେତନତା ରଥର ନଗରପରିକ୍ରମା ହୋଇପାରିଛି। ଏଥିରେ ଯୋଗଦାନ କରିଥିଲେ ଉତ୍ତର ଓ ଦକ୍ଷିଣ…
ଶ୍ରୀ ସତ୍ୟସାଇ ବାବା ଙ୍କ ଦିବ୍ୟ ପାଦୁକା ଯାତ୍ରା
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପବିତ୍ର ବ୍ୟାସ ପୁର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠା ସହରରେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଯାତ୍ରା ମହାସମାରୋହରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଦିବ୍ୟ ପାଦୁକା ଯାତ୍ରାର ଏହା ଦ୍ଵିତୀୟ ବାର୍ଷିକ…
ବେଲଗୁଣ୍ଠାରେ ଶିକ୍ଷା ସପ୍ତାହ ପାଳନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଜାତୀୟ ଶିକ୍ଷାନୀତି-2020 ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶର ବିଦ୍ୟାଳୟ ଗୁଡ଼ିକରେ ସୋମବାର ଠାରୁ ଆରମ୍ଭ ହୋଇଛି ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ I ଆସନ୍ତା 28 ତାରିଖ…
ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଜାତୀୟ ଶିକ୍ଷାନୀତି-2020 ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶର ବିଦ୍ୟାଳୟ ଗୁଡ଼ିକରେ ସୋମବାର ଠାରୁ ଆରମ୍ଭ ହୋଇଛି ଶିକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ I ଆସନ୍ତା 28 ତାରିଖ…
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥ ଦ୍ୱାରା ଆଉ ଏକ ମାଇଲ…
* ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି |
* ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ଉଭୟ ପାର୍ଶ୍ୱରୁ ଟନେଲ୍ କାର୍ଯ୍ୟ ନିର୍ମାଣ କରାଯାଉଅଛି |
ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି |…
କେନ୍ଦ୍ର ବଜେଟରେ ଓଡିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆ ଯାଇଛି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ବର, ତା ୨୩.୦୭.୨୪: ଆଜି କେନ୍ଦ୍ରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ ପରିପ୍ରେକ୍ଷୀରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ଯେ…
ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ…
ଭୁବନେଶ୍ୱର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
ଏହି ଟାସ୍କ ଫୋର୍ସରେ ରହିଥିବା ୮…
ସତ୍ୟର ଜୟ ହୋଇଛି, ସୁପ୍ରିମକୋର୍ଟଙ୍କ ରାୟ ସମସ୍ତ କଳ୍ପନାଜଳ୍ପନାକୁ ଦୂର କରିଛି – ଧର୍ମେନ୍ଦ୍ର ପ୍ରଧାନ
• ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଐତିହାସିକ ରାୟ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ • ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଲକ୍ଷାଧିକ ପରିଶ୍ରମୀ ଓ ସଚ୍ଚୋଟ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବ • ପରୀକ୍ଷାକୁ ସ୍ୱଚ୍ଛ, ବିନା କୌଣସି ଟ୍ୟାମ୍ପରିଂ ତଥା ତ୍ରୁଟିଶୂନ୍ୟ କରିବା ପାଇଁ…
କେନ୍ଦ୍ର ଆର୍ଥିକ ବଜେଟ୍ ୨୦୨୪-୨୫କୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ
“ପୂର୍ବୋଦୟ” ଯୋଜନାରେ ଓଡ଼ିଶା ପୂର୍ବ ଭାରତ ସମୃଦ୍ଧିର ହେବ କେନ୍ଦ୍ରବିନ୍ଦୁ - ଧର୍ମେନ୍ଦ୍ର ପ୍ରଧାନ
• ବଜେଟରେ ସବୁ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ • ‘ପୂର୍ବୋଦୟ’ ଅଧୀନରେ ବିକଶିତ ଭାରତ ବଜେଟରୁ ଓଡ଼ିଶା ରାଜ୍ୟ ସବୁ…