Sign in
Sign in
Recover your password.
A password will be e-mailed to you.
ପଙ୍ଖାରେ ଝୁଲି ଯୁବକଙ୍କ ଆତ୍ମହତ୍ୟା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଲାଡି ଗ୍ରାମର କୃଷ୍ଣ ପୋଲେଇ (38) ଗତ ରାତିରେ ନିଜ ଘର ପଙ୍ଖାରେ ଶାଢ଼ୀ ଦ୍ୱାରା ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ଆଜି କୃଷ୍ଣର ସାନଭଉଣୀ ନୂଆଁ ଗାଆଁ ଗ୍ରାମର ଅଭାଗୀନୀ ରାଉତ ବେଲଗୁଣ୍ଠା ଥାନାରେ ଜଣାଇବା ପରେ…
ବାଣପୁର କୋର୍ଟର ବିଚାରପତିଙ୍କ ଉଦ୍ୟମକ୍ରମେ ମୃତକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା
ଚିଲିକା (ସେକ କୌସର ): ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବାଣପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଉଦ୍ୟମକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ମୃତ କଣ୍ଡୁରୀ ବେହେରାଙ୍କ ପରିବାର ସରକାରୀ ସହାୟତା ପାଇଛନ୍ତି। ସୂଚନା ମୁତାବକ ଗତ ମାସ ୨୦ତାରିଖ ଗୁରୁବାରେ…
ବେଲଗୁଣ୍ଠା ରେ ଗୁରୁ ପୂଜନ ଉତ୍ସବ
ବେଲଗୁଣ୍ଠା :(ଶିବରାମ ଚୌଧୁରୀ )-ସରସ୍ଵତୀ ଶିଶୁ ବିଦ୍ୟା ଭବନ, ବେଲଗୁଣ୍ଠା ର ଗୁରୁ ପୂଜନ ଉତ୍ସବ ମହା ସମାରୋହରେ ପାଳିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଆଜ୍ଞାଧୀନ ଓ ଶୃଙ୍ଖଳା ଉପରେ ଜ୍ଞାନ ଅର୍ଜନ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପୋତ୍ତାର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…
ତାଲପଦର ୟୁନିୟନ ବ୍ୟାଙ୍କ ମ୍ୟାନେଜର ଙ୍କ ବଦଳି : ନୂତନ ମ୍ୟାନେଜର ଭାବେ ଯୋଗଦେଲେ ବିବେକ ମହାନ୍ତି ।
ପଦ୍ମପୁର :- ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ୟୁନିଅନ ବ୍ୟାଙ୍କ ମ୍ୟାନେଜର ଙ୍କ ଲଳିତମୋହନ କିଣ୍ଡୋ ଙ୍କ ଛତ୍ତିଶଗଡ଼ ସରାଇପାଲି କୁ ବଦଳି ହେବା ପରେ ଆଜି ବିବେକ ମହାନ୍ତି ନୂତନ ମ୍ୟାନେଜର ଭାବରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ରାଉଲକେଲା ରେ ଅବସ୍ଥାପିତ ଥିବା ବେଳେ ଗ୍ରାହକଙ୍କ…
ଵାଣପୁର ବାଲୁଗାଁ ରୋଟାରୀ କ୍ଳବର ଅନ୍ନପୂର୍ଣ୍ଣା ଦିବସ ପାଳନ
ବାଲୁଗାଁ (ସେକ କୌସର ): ଵାଣପୁର ବାଲୁଗାଁ ରୋଟାରୀ କ୍ଳବ ଅନ୍ନପୂର୍ଣ୍ଣା ଦିବସ ପାଳନ କରିବା ଅଵସରରେ ଵାଣପୁର ସବ ଜେଲ ନିକଟସ୍ଥ ଲଡୁକେଶ୍ବର ବୃଦ୍ଧାଶ୍ରମରେ ଥିଵା ଅନ୍ତେଵାସୀ ମାନଙ୍କୁ ଅଧ୍ୟାହ୍ନ ଭୋଜନରେ ଆପାୟିତ କରିଵା ସହିତ ସମସ୍ତ ଅନ୍ତେବାସୀଙ୍କୁ ନୂତନ ଵସ୍ତ୍ର ଓ ମାସିକିଆ ରାସନ ସାମଗ୍ରୀ…
ଥୁଆମୁଲ ରାମପୁରଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।
ଭବାନୀପାଟଣା:(ଶାସକ ପ୍ରଶାସକ) ତା୨୨.୭.୨୦୨୪: ଆଜି ଥୁଆମୂଳ ରାମପୁର ବ୍ଲକସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ଵଜିତ…
ପଦ୍ମପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ପଦ୍ମପୁର/ ଗୁଣପୁର/ ରାୟଗଡ : ତା ୨୧/୦୭/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକ ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ…
ବଡ଼ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆଜି ବଡ଼ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକ ର ଶୁଣାଣି କରିଥିଲେ।…
ମୃତକଙ୍କ ପରବାରକୁ ଆର୍ଥିକ ସହାୟତା ପ୍ରଦାନ
ବଣାଇଁ,(ବସନ୍ତ କୁମାର ଜେନା) : ଗତକାଲି ରାଜାମୁଣ୍ଡା ବାଇପାସ ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ହାଇଓ୍ବା ଧକ୍କାରେ ମୃତକ ୩ ଜଣ ଶ୍ରମିକଙ୍କ ପରିବାରକୁ ଆଜି ୧୦ ଲକ୍ଷଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ା ବଣାଇଁ ବିଧାୟକ ଲକ୍ଷ୍ମଣ…