Sign in
Sign in
Recover your password.
A password will be e-mailed to you.
ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା
ଭୁବନେଶ୍ବର, (ଚକ୍ରଧର ମାଝି) : ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ବାପୁଜିନଗର ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ।…
“ଓଡ଼ିଶାର ଶିଳ୍ପ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ହିଣ୍ଡାଲକୋ”
ସମସ୍ତ ସହାୟତା ଯୋଗାଇବେ ଓଡିଶା ସରକାର ‐ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ
ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବାରୋପ
ଭୁବନେଶ୍ୱର:‐ ଆଦିତ୍ୟ ବିର୍ଲା ଗ୍ରୁପ୍ ର ମେଟାଲ ଫ୍ଲାଗସିପ୍ କମ୍ପାନି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓଡ଼ିଶାର ଶିଳ୍ପ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ…
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଜୀବା ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷା ସପ୍ତାହ ପାଳନ ଅବସରରେ ୨ୟ ଦିନରେ ଏଫଏଲଏନ ତଥା ଭାଷା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ପ୍ରାୟୋଜିତ ଜାତୀୟ ଶିକ୍ଷାନୀତି:-୨୦୨୦ ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସହାୟତାରେ ଗଜପତି ଜିଲ୍ଲାର ଆକାଙ୍ଗକ୍ଷୀ ବ୍ଲକ୍ ଗୁମ୍ମା…
ପ୍ରଶାସନିକ ବୈମାତୃକ ଆଚରଣର ଶିକାର ହେଉଛନ୍ତି ଅମରେଶ୍ଵର ନଗର ବାସିନ୍ଦା ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) : ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନଂ- ୧ ହେଉଛି ଉଚ୍ଚଶିକ୍ଷିତ ଅନ୍ୟାନ୍ୟ ସାହି ମଧ୍ୟରୁ ଅନ୍ୟତମ । ଏହାରି ଭିତରେ ଯୋଡ଼ି ହୋଇ ଥିବା ଅମରେଶ୍ଵର ନଗର, ପୁଣି ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ମଧ୍ୟ ରହିଅଛି ।ଏ…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ କୌଶଳ ରଥକୁ ସ୍ୱାଗତ ଜଣାଇଲେ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଗତ ୧୫ ତାରିଖରେ ବିଶ୍ୱ ଯୁବ ଦକ୍ଷତା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଗୋଟି କୌଶଳ ରଥ ର ଶୁଭାରମ୍ଭ କରିଥିଲେ ।ଏହି କୌଶଳ ରଥ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ଓ ନିୟୋଜନ କାର୍ଯ୍ୟାଳୟ ମିଳିତ ଅନୁକୂଲ୍ୟରେ ଆଜି…
ଘୁ.ଉଦୟଗିରି ଠାରେ ଆୟକର ବିଭାଗର ଚଢ଼ାଉ
କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ରାଜ୍ୟ ଆୟକର ବିଭାଗ କମିଶନର, ଭୁବନେଶ୍ୱରଙ୍କ ନିର୍ଦେଶ କ୍ରମେ ଆଜି ସକାଳ 11 ଘଣ୍ଟିକାରେ ବ୍ରହ୍ମପୁର ରେଞ୍ଜର ଡେପୁଟି କମିଶନର ତପନ ଭୀମଲ ( Deputy Income Tax GST Enforsement Comisioner )ଙ୍କ ନେତୃତ୍ୱରେ ଏକ 10…
ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟର ବୃକ୍ଷରୋପଣ କାର୍ଯ୍ୟକ୍ରମ
ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟରେ ଜାତୀୟ ସେବା ସଂସ୍ଥା (NSS) ଓ ୟୁଥ ରେଡକ୍ରସର ମିଳିତ ଉଦ୍ୟମରେ ହେମନ୍ତ କୁମାର ପଣ୍ଡା, ୟୁଥ ରେଡକ୍ରସ କାଉନସେଲର (କ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିଥିବାରୁ କେନ୍ଦ୍ରୀୟ ବଜେଟ୍କୁ ପ୍ରଶଂସା କରିଛି ସିଆଇଆଇ ଓଡିଶା
ଭୁବନେଶ୍ୱର: ସିଆଇଆଇ ଓଡିଶା କେନ୍ଦ୍ରୀୟ ବଜେଟ ୨୦୨୪-୨୫କୁ ଏକ ଅଭିବୃଦ୍ଧି ଭିତିକ ବଜେଟ ଭାବେ ପ୍ରଶଂସା କରିଛି ଏବଂ ଏଭଳି ଏକ ଉତ୍ସାହଜନକ ଓ ସନ୍ତୁଳିତ ବଜେଟ ଉପସ୍ଥାପନ କରିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛି । ଯଦିଓ ଏହି ବଜେଟ ଏକ ବିସ୍ତୃତ…
କିମ୍ସରେ ୧୦ଦିନ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର
ଭୁବନେଶ୍ୱର,୨୩ ।୭: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସେସ୍(କିମ୍ସ)ର ଡାକ୍ତରମାନେ ଜନ୍ମଜାତ ହୃଦରୋଗର ଶିକାର ଜଣେ ୧୦ଦିନର ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। କିମ୍ସର ନବଜାତ ଶିଶୁରୋଗ ବିଭାଗ, ହୃଦରୋଗ ଏବଂ ହୃଦରୋଗ ନିଶ୍ଚେତକ ବିଭାଗ ଡାକ୍ତରଙ୍କ ସମନ୍ୱିତ…
ବ୍ରାହ୍ମଣୀଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ ପାଇଁ ଦାବୀ ପତ୍ର ପ୍ରଦାନ କଲେ ନିର୍ବାଚିତ ଜନପ୍ରତିନିଧି..
.ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ୧୧ନମ୍ବର ଜୋନ ଅନ୍ତର୍ଗତ ୮ପଞ୍ଚାୟତର ଜନପ୍ରତିନିଧିମାନେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲଙ୍କୁ…