Sign in
Sign in
Recover your password.
A password will be e-mailed to you.
ବିନା ଫିଟନେସ ଓ ପଞ୍ଜୀକରଣରେ ଚାଲୁଥିବା ଗାଡ଼ି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ
ଏଣିକି ଜରିମାନା ସହ ବେଆଇନ ଗାଡ଼ିକୁ ଅଟକ ରଖିବାକୁ ନିଷ୍ପତ୍ତି
ଫିଟନେସ ଓ ପଞ୍ଜୀକରଣ ବୈଧତା ସରିଥିବା ଗାଡ଼ିର ତାଲିକା ପ୍ରସ୍ତୁତ କରିବେ ଏମ୍ଭିଆଇ
ଏଭଳି ଗାଡ଼ିକୁ ଧରିବାକୁ ସାରା ରାଜ୍ୟରେ ବ୍ୟାପକ ହେବ ଯାଞ୍ଚ ପ୍ରକ୍ରିୟା
ଶିକ୍ଷାନୁଷ୍ଠାନ କ୍ଷେତ୍ରରେ…
ସୋଆରେ ଭିଏତନାମର ସାଂସ୍କୃତିକ ଦଳ, ପରିବେଷଣ କରିବେ ନିଜ ଦେଶର କଳା ସଂସ୍କୃତି
ଭୁବନେଶ୍ୱର, ୨୩/୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ପହଂଚିଛନ୍ତି ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ଏକ ସାଂସ୍କୃତିକ ଦଳ । ନୃତ୍ୟ ଓ ସଂଗୀତ ମାଧ୍ୟମରେ ନିଜ ଦେଶର ପ୍ରାଚୀନ କଳା ଓ ସଂସ୍କୃତି ସୋଆରେ ପରିବେଷଣ କରିବେ ଏହି ଦଳ । ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର…
ପରାଜିତ ନେତା ଅଶୋକ ପଣ୍ଡାଙ୍କ ପ୍ରକଳ୍ପ ଉଦ୍ଘାଟନ ଜନ ବିରୋଧୀ ଓ ସମ୍ବିଧାନର ବିରୁଦ୍ଧାଚରଣ: ଦିଲୀପ ମଲ୍ଲିକ
ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ଅହଂକାରରେ ବୁଡ଼ି ରହିଛି ବିଜେଡି
ସରକାରୀ ପ୍ରକଳ୍ପ ଉଦ୍ଘାଟନ ସମୟରେ ଯେଉଁ ବ୍ୟାନର ଲଗାଯାଇଛି, ତାହା ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଭଳି ଲାଗୁଛି
ବିଜେଡି ନେତା ଅହଂକାର ଛାଡ଼ି ଲୋକଙ୍କ ମତକୁ ସମ୍ମାନ ଦିଅନ୍ତୁ…
ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବ କେନ୍ଦ୍ର ବଜେଟ:ସମୀର ମହାନ୍ତି
ମୋଦିଜୀଙ୍କର ବିକଶିତ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ
ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବା ଦିଗରେ ଏ ସରକାର କାମ କରିବ
ଭୁବନେଶ୍ୱର, ତା.୨୩/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ…
ରୋଜଗାର ଓ ସ୍ୱରୋଜଗାର ପାଇଁ ଅଦ୍ଭୁତପୂର୍ବ ସୁଯୋଗ ଆଣିଛି ଚଳିତ ବର୍ଷର ବଜେଟ: ମନମୋହନ ସାମଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ସମାଜର ସବୁ ବର୍ଗକୁ ସଶକ୍ତ କରିବାରେ ନିଶ୍ଚିତ ଭାବେ ସହାୟକ ହେବ
ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର
ବିକଶିତ ଭାରତ ଗଠନରେ ଓଡିଶାର ଭୁମିକା…
ବିଜେପିକୁ ଝଟକା : ଅନାସ୍ଥା ଭୋଟରେ ପଦ ହରାଇଲେ ବିଜେପି ପୌରାଧ୍ୟକ୍ଷା
ଫୁଲବାଣୀ/ଭୁବନେଶ୍ୱର : ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ କର୍ମଚାରୀକୁ ମାଡ଼ ଘଟଣାରେ ରାଜ୍ୟବ୍ୟାପୀ ସମାଲୋଚନା ସହ ବିଧାନ ସଭାରେ ବିରୋଧୀ ଦଳଙ୍କ ଦ୍ୱାରା ଅଚଳାବସ୍ଥା ସୃଷ୍ଟି ଯୋଗୁ ବିରୋଧର ସମ୍ମୁଖୀନ ହେଉଥିବା ବେଳେ ସେପଟେ ଝଟକା ଆସିଛି ବିଜେପି ପାଇଁ କନ୍ଧମାଳ ଜିଲ୍ଲାରୁ | ବିଜେପି ହାତରୁ ଖସି…
ବେଦବ୍ୟାସ ପୀଠ ବ୍ରାହ୍ମଣୀ ନଦୀ ଉପରେ ଝୁଲା ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ – ବିଜେପି
ରାଉରକେଲା, ୨୩ା୭ : ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀ ଓ ବିଜେପି ରାଜ୍ୟ ପ୍ରବକ୍ତା ଧିରେନ ସେନାପତି ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରି ବେଦବ୍ୟାସ ପୀଠ ବ୍ରାହ୍ମଣୀ…
ଇରାକରେ ଫସିଛନ୍ତି ଓଡିଆ ଯୁବକ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ
ଭୁବନେଶ୍ବର, ୨୩|୦୭- ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଇରାକରେ ଫସିଥିବା ଓଡିଆ ଯୁବକ ବିମଳ ରଣଜିତଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଏଠାରେ…
ଅତୀତର ସଫଳତା କୁ ନଷ୍ଟ କରି ଭବିଷ୍ୟତର ରଚନା କରିହେବ ନାହିଁ : ସଂତୃପ୍ତ
ଭୁବନେଶ୍ୱର : "ମୁଁ ଏହା ଜାଣି ଅତ୍ୟନ୍ତ ଖୁସି ଯେ ଓଡ଼ିଶାର ନବନିର୍ବାଚିତ ବିଜେପି ସରକାର 'ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର'ର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଥିବା ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି। ରାଜନୀତି କରିବାରେ ଏହା ଏକ ହୀନ ପ୍ରୟାସ ଥିଲା ଯାହା ଅତ୍ୟନ୍ତ ଦୁଃଖ ଦାୟକ ।…
ସିଏସଆଇଆର-ଆଇଏମଏମଟି ଦ୍ଵାରା ଏସଇଆରବି-ପ୍ରାୟୋଜିତ ବିଇଟି ୨୦୨୪ କର୍ମଶାଳା ଆୟୋଜିତ
ଭୁବନେଶ୍ବର,୨୨ ଜୁଲାଇ ୨୦୨୪-ସିଏସଆଇଆର - ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଏବଂ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି) ଶକ୍ତି ଉତ୍ପାଦନ ଏବଂ ଉପକରଣଗୁଡ଼ିକରେ ଅଗ୍ରଣୀ ଅନୁସନ୍ଧାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ହାଇଡ୍ରୋଜେନ୍, ଫୋଟୋଭୋଲ୍ଟିକ୍ କୋଷ, ବ୍ୟାଟେରୀ, ଇନ୍ଧନ କୋଷ…