ଭବାନିପାଟଣାଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭବାନିପାଟଣା:(ଶାସକ ପ୍ରଶାସକ )ତା ୨୪.୦୭.୨୦୨୪ - ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଆସନ୍ତା ୭୮ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ (କଲ୍ୟାଣ ବିଭାଗ) ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ଧରୁଆଙ୍କ ସଭାପତିତ୍ବରେ ଔଦ୍ୟୋଗିକ ଚିନ୍ତାଧାରାବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜବୋଡ଼ାସମ୍ବର, ଗାଇସିଲେଟ, ପାଇକମାଲ ଓ ଝାରବନ୍ଧ ବ୍ଲକର ୯୮…

ଡେଙ୍ଗୁ ମ୍ୟାଲେରିଆ ଓ ଡାଇରିଆରେ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ)-,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ରଙ୍କ ତତ୍ୱାବଧାନରେ ଡେଙ୍ଗୁ, ମ୍ଯାଲେରିଆ ଓ ଡାଇରିଆ ରୋଗର କାରଣ, ପ୍ରତିକାର ଓ ନିରାକରଣ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି…

ବିଦ୍ୟାଳୟ ସ୍ତରୀୟ ଶିକ୍ଷା ଶପଥ ସପ୍ତାହ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନ ସମସ୍ତ ବିଦ୍ୟାଳୟ ରେ ଗତ ୨୨ ତାରିଖ ଠାରୁ ଶିକ୍ଷା ଶପଥ ଉତ୍ସବ ପାଳିତ ହୋଇଯାଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମ ଜାରି ରହିବ। ଜାତୀୟ…

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଡିଗ୍ରୀ ମହାବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଙ୍କୁ ଆଜି ଭୈରବ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଡିଗ୍ରୀ ମହାବିଦ୍ୟାଳୟ ର…

ଜଗତସିଂହପୁର ଜିଲ୍ଲାରେ ନାହାନ୍ତି ଜିଲ୍ଲାପାଳ

ଜଗତସିଂହପୁର,ତା-୨୪.୦୭.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁରରେ ମଧ୍ୟ ନାହାନ୍ତି ଜିଲ୍ଲାପାଳ | ଏଠାରେ ଜିଲ୍ଲାପାଳ ଥିବା ଅନୁପମ ସାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କରାଯାଇଛି ବଦଳି l ୧୯ ତାରିଖଠାରୁ ଚାଲିଯିବାପରେ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ କେହିବି…

ସାବଧାନ ସ୍କୁଲ ପୋଷାକ ଯୋଗାଉ ଥିବା ଅସାଧୁ ବ୍ୟବସାୟୀ ହେବ କଡା କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା:(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ୧୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ ଅଟେ ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି…

ବାଇକ୍ ଧକ୍କାରେ ପଥଚାରୀ ଗୁରୁତର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ନିକଟ ଦୟାଗୁଡ଼ା ଛକ ନିକଟରେ ଏକ ବାଇକ୍ ଜଣେ ପଥଚାରୀ କୁ ପଛ ରୁ ଧକ୍କା ଦେବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପଥଚାରୀ ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମର ଜୟ ଭତରା (୪୫) ବୋଲି ଜଣା…

ପୁରେନା ରେ କ୍ରୀଡା ଦିବସ ପାଳିତ।

ପଦ୍ମପୁର :- ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ତୃତୀୟ ଦିବସ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ କ୍ରୀଡାଙ୍ଗନ ତାଲିମ ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ…

କେନ୍ଦ୍ର ବଜେଟ ଏମଏସଏମଇ କ୍ଷେତ୍ରର ସମସ୍ୟାର ସମାଧାନ କରିବା ସହ ଅଭିବୃଦ୍ଧିକୁ ପ୍ରେତ୍ସାହିତ କରିବ : ପ୍ରିୟଦର୍ଶୀ ନାନୁ…

ଭୁବନେଶ୍ୱର : "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମଏସଏମଇ) ଉପରେ କେନ୍ଦ୍ର ବଜେଟରେ ଗୁରୁତ୍ବ ଦିଆଯିବା ଏହି କ୍ଷେତ୍ରର ଆହ୍ୱାନ ଓ ସମ୍ଭାବନାକୁ ସୂକ୍ଷ୍ମ ଭାବେ ବୁଝିବାକୁ ପ୍ରତିଫଳିତ କରୁଛି। ବଜେଟରେ ନିଆଯାଇଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ଏହି କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ…