Sign in
Sign in
Recover your password.
A password will be e-mailed to you.
କିଏ କହୁଛି ଅସତ୍ୟ, ମୁଖ୍ୟମନ୍ତ୍ରୀ ନା ମନ୍ତ୍ରୀ : ବିଜେଡି
https://youtu.be/Jp4us8aXt2w
ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ୮୦.୭୯ ପ୍ରତିଶତ ଜମି ଜଳସେଚିତ
ସଂସଦୀୟ ବ୍ୟପାର ମନ୍ତ୍ରୀ କହୁଛନ୍ତି ୩୫…
ଉଠା ଜଳସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ୍ ପଇଠରେ କୋହଳ
ଏଣିକି ବକେୟା ବିଲ୍ ୮ ଗୋଟି କିସ୍ତିରେ ପଇଠ କରି ପାରିବେ ଉପଭୋକ୍ତା :ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଉଠା ଜଳସେଚନ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ ବିଲ୍ ଦେୟ ଅବଧିରେ କୋହଳ କରିଛନ୍ତି ସରକାରା ବୁଧବାର ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରକୋଷ୍ଠରେ ଆୟୋଜିତ…
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି
ଶେଷ ତାରିଖ ୩୧ ଜୁଲାଇ,ବୀମା ଜାଲିଆତି ରୋକିବା ଦିଗରେ ପଦକ୍ଷେପ
ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍-ଏଫ୍ବିଓ୍ୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଚିଠି (ନଂ.୭୧୫୦,…
୨୦୨୪-୨୫ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦,୫୮୬ କୋଟି ଅନୁଦାନ
ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ସହ ଯାତ୍ରୀ ସୁବିଧା ସହଜ ହେବ – ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ • ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ପୁରୀ…
ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ କାମ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ
• ଦୁଇଟି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଧନ୍ୟବାଦ • ମୋଦୀ ସରକାରରେ ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ହେବ ନୂଆ ସୂର୍ଯ୍ୟୋଦୟ • ପ୍ରାୟ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍…
ରାଷ୍ଟ୍ରୀୟ ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମ ଓ ବାୟୁର ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ
ଭୁବନେଶ୍ୱର: ସ୍ୱଚ୍ଛବାୟୁ କାର୍ଯ୍ୟକ୍ରମ ଓ ବାୟୁ ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଲୋକସେବାଭବନରେ କମିଟିର ଅଧ୍ୟକ୍ଷ ମୁଖ୍ୟଶାସନ ସଚିବ ଶ୍ରୀମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଜସ୍ୱ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ…
କୁଣ୍ଡି ଗ୍ରାମ୍ଯ ଉନ୍ନୟନ ରାସ୍ତା ନିର୍ମାଣରେ ବିଳମ୍ବ ବ୍ୟାପକ ଅନିୟମିତତା କୁ ନେଇ ଗ୍ରାମ ବାସୀଙ୍କ ଅସନ୍ତୋଷ
ଖଇରା/ ବୁଲୁ ଲେଙ୍କା: ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଖଇରା - ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ସାରଡାଙ୍ଗ - କୁଣ୍ଡି ଭାୟା ବାରାକୁଟି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା (ସିଏମ ଆର ଏଲ) ନିର୍ମାଣରେ ବିଳମ୍ବ ଯୋଗୁଁ ଗ୍ରାମବାସୀମାନେ ଓ ଯାତ୍ରୀ ମାନେ ଏବେ ଶୋଚନୀୟ ଦୁର୍ଦ୍ଦଶାରେ ସମ୍ମୁଖୀନ…
ଅଲ୍ ଓଡ଼ିଶା ପେଣ୍ଟିଙ୍ଗ୍ ଆର୍ଟିଷ୍ଟ ୱାର୍କର୍ସ ଆସୋସିଏସନର ଜଗତସିଂହପୁର ଜିଲ୍ଲା ସମ୍ମିଳନୀ ଓ ରଙ୍ଗ ତୂଳା କଳାକାରଙ୍କ…
ଜଗତସିଂହପୁର ତା -୨୪/୦୭/୨୦୨୪ ସୁମନ୍ତକୁମାର ଦାସ: ଅଲ୍ ଓଡ଼ିଶା ପେଣ୍ଟିଙ୍ଗ୍ ଆର୍ଟିଷ୍ଟ ଓ୍ବାର୍କର୍ସ ଆସୋସିଏସନର ଜଗତସିଂହପୁର ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ ଜିଲ୍ଲାରେ ରଙ୍ଗ ତୂଳୀ ଦ୍ୱାରା ବିବାହ ଓ ବ୍ରତଘର ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି ସାଇନ ବୋର୍ଡ, ବ୍ୟାନର, ଚିତ୍ର ମାଧ୍ୟମରେ…
ଅବସର କାଳୀନ ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ।
ବାସୁଦେବପୁର -ବାସୁଦେବପୁର ବ୍ଳକ ଅନ୍ତର୍ଗତ ମଲ୍ଲିକାଦେଇପୁର କ୍ଲଷ୍ଟର ର ଭଗବାନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ସେଠୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରାଜେନ୍ଦ୍ର ସାର୍ ୧୯୯୦ ମସିହା ରେ ପ୍ରଥମେ ଶିକ୍ଷକ ଭାବରେ ନିଯୁକ୍ତି ହୋଇ ଦୀର୍ଘ ୩୪…
ପେଟ୍ରୋଲ ଢ଼ାଳି 65ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ ସହର ଚେକାଗୁଡ଼ା ସ୍ଥିତ DiC ଅଫିସ ନିକଟରେ ରହୁଥିବା 65ବର୍ଷୀୟ ବୃଦ୍ଧ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବୃଦ୍ଧ ଜଣକ ନିଜ ଘର ନିକଟରେ ପେଟ୍ରୋଲ ବିକ୍ରୟ କରି ନିଜ ଗୁଜୁରାଣ ମେଣ୍ଟାଉ…