Sign in
Sign in
Recover your password.
A password will be e-mailed to you.
ଅବପାତ ପ୍ରଭାବରେ ଦୁଇ ଦିନ ଲଗାଣ ବର୍ଷା, ଚିନ୍ତାରେ ଚାଷୀ
ମାଧବରିଡ଼ା ଠାରେ ବଡ଼ ନଦୀ ବିପଦ ସଂକେତ ଦୁଇ ମିଟର ତଳେ
ବେଲଗୁଣ୍ଠା, ୨୩/୦୯:-(ଶିବରାମ ଚୌଧୁରୀ )-ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ନଦୀତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ମନରେ ଛନକା ପଶିଥିବାବେଳେ ଧାନ ଫସଲକୁ ନେଇ ଚାଷୀଙ୍କ!-->!-->!-->!-->!-->…
ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ, ଜମିଲା ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି
ଝାରସୁଗୁଡ଼ା, ୨୩/୯: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ମହାସମାରୋହରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ ସହ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟର ଝଲକ ଏହି ଆୟୋଜନର ମୁଖ୍ୟ ଆକର୍ଷଣ!-->…
ଦିନିକିଆ ଖଇରା ଗସ୍ତରେ ବାଲେଶ୍ବର ଜିଲାପାଳ
ଇଡକୋ ଜମିଅଧିଗ୍ରହଣ ଅଞ୍ଚଳ ବୁଲିବା ସହ ମୋରମ ଉତ୍ତୋଳନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ।
ଖଇରା,୨୩/୯ବାଲେଶ୍ବର ଜିଲାପାଳ କେ ସୁର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ଖଇର ତହସିଲ ଅଧିନ କୁପାରୀ ରାଜସ୍ବ କ୍ଷେତ୍ରରେ ଇଡିକୋ ପକ୍ଷରୁ ଚାଲିଥିବା ଜମି ଅଧିଗ୍ରହଣ କାର୍ଯ୍ୟର ତଦାରଖ କରିବା ସହ!-->!-->!-->…
ଭକ୍ତିଭାବ ଆତ୍ମାକୁ ଶୁଦ୍ଧି କରେ
ପାରଳାଖେମୁଣ୍ଡି / ସ୍ଥାନୀୟ ବକ୍ସିସାହି ସ୍ଥିତ ଗୋପିନାଥ ମନ୍ଦିର କଲ୍ୟାଣ ମଣ୍ଡପଠାରେ ସପ୍ତାହବ୍ଯାପି ଭାଗବତ ପ୍ରବଚନ ଚାଲୁରହିଛି। ନବଦ୍ଵୀପର ଅନନ୍ତ ଦାସଜୀ ମହାରାଜ ଏହି ପ୍ରବଚନ ଦେଉଛନ୍ତି। ମହନ୍ତ ଯଶୋଦାନନ୍ଦଜୀ ମହାରାଜାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମହନ୍ତ ରାମାନନ୍ଦ!-->!-->!-->…
କାଶୀନଗର ବ୍ଲକର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ସାରା ସ୍ଥିତ ଅସ୍ଥାୟୀ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଥିବା ସ୍ଥାନାନ୍ତରିତ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ!-->…
ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ
ନବରଙ୍ଗପୁର: 23/09/2026,ଆଠ ଦଫା ଦାବୀ ନେଇ ଦୁଇ ଦିନ ଧରି ଜାରି ରହିଥିବା ଓଡିଶା ହସ୍ପିଟାଲ କର୍ମଚାରୀ ମାନଙ୍କ ଧାରଣା ଅଭିରାମ ଏଜେନସି ର ଏରିଆ ମେନେଜର ଆସି ଆଲୋଚନା କରିଥିଲେ l ଆଠ ଗୋଟି ଦାବୀ ମଧ୍ୟ୍ୟରେ ଧାରଣା କାରି ମଧ୍ୟ୍ୟ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ମିଳି ନ ଥିବା ଦରମା ସାତ!-->…
ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି
କପିଳାସରେ ଯୁବତୀ ଯୁବକଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ
ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ
ଏନସିଆରବି ରିପୋର୍ଟ ଅନୁଯାୟୀ, ମହିଳା ନିର୍ଯାତନାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି
ପର୍ଯ୍ୟଟନସ୍ଥଳୀ ଗୁଡିକରେ ମହିଳା ଅସୁରକ୍ଷିତ!-->!-->!-->!-->!-->!-->!-->!-->!-->!-->…
ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
-ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୩୩ ଓଡ୍ରାଫ୍ ଟିମ୍ ମୁତୟନ
-ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ ସମ୍ଭାବନା
-ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ!-->!-->!-->!-->!-->!-->!-->…
ଡେଲି ମାର୍କେଟ ଷ୍ଟଲକୁ ନେଇ ବଡ଼ ପ୍ରଶ୍ନ: ମାଲିକ କିଏ, ଅନୁମତି କାହାର?
ମୁଖ୍ୟ ଡ୍ରେନ୍ ଉପରେ ଷ୍ଟଲ! ଆବଣ୍ଟନରୁ ଜମି ମାଲିକାନା ଯାଞ୍ଚ ଦାବି, ତଦନ୍ତ ହେବ କେବେ?
ବଲାଙ୍ଗୀର(ନିରୋଜ ମିଶ୍ର ): ବଲାଙ୍ଗୀର ଡେଲି ମାର୍କେଟରେ ଥିବା ଏକ ଷ୍ଟଲକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି। ଷ୍ଟଲଟି କାହା ନାମରେ ଆବଣ୍ଟିତ ହୋଇଛି? ଏହା ପାଇଁ ପୌରସଂସ୍ଥାର ଅନୁମତି!-->!-->!-->!-->!-->!-->!-->…
ଝାରସୁଗୁଡ଼ାରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାୱାରା ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍)!-->!-->!-->…