Sign in
Sign in
Recover your password.
A password will be e-mailed to you.
ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ।
ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମର ପିଙ୍କୁ ସେଠୀ ନାମକ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର ରେ ଆକ୍ରମଣ ୪ ଜଣ ଦୁର୍ବୁତ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।ଅଭିଯୁକ୍ତ ଯୁବକ ଶିବଶଙ୍କର ସାହୁ ଓ ଅନ୍ୟ ୩ ଜଣ ବୋଲି ପ୍ରାତଃ ଭ୍ରମଣ ରେ ଯାଉଥିବା…
ପିକଅପ୍ – ବାଇକ୍ ମୁହାମୁହିଁ ଧକ୍କା: ୨ ଯୁବକ ମୃତ ଜଣେ ଗୁରୁତର
?କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା ?ପିକନିକ୍ ସାରି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା ? ଗୁରୁତ୍ବର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର
କୁଚିଣ୍ଡା, (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ…
ରୋଟାରୀ କ୍ଲବ ଅଫ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳିତ
ଭୁବନେଶ୍ୱର, ୧୧ ମଇ ୨୦୨୬: ରୋଟାରୀ କ୍ଲବ ଅଫ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉତ୍ସବ ରୋଟାରି ଭବନ, ଭୁବନେଶ୍ୱର ଠାରେ ବହୁ ଉତ୍ସାହ ଓ ସାହଚର୍ଯ୍ୟର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅତିଥି, ରୋଟାରିୟାନ୍, ପରିବାର ସଦସ୍ୟ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।
ଏହି ଉତ୍ସବରେ…
ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ…
ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି ଭାରତ ଓ ରୁଷିଆ ମଧ୍ୟରେ ସାଂସ୍କୃତିକ ବନ୍ଧନ ଚଳଚ୍ଚିତ୍ର ଜରିଆରେ ଏହାର ସର୍ବାଧିକ ମଜଭୁତ ଅଭିବ୍ୟକ୍ତିକୁ ଖୋଜି ପାଇଛି । ରାଜ କପୁରଙ୍କ କାଳଜୟୀ ଅଭିବ୍ୟକ୍ତି ଠାରୁ ରୁଷୀୟ ଦର୍ଶକମାନଙ୍କ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀଙ୍କର ବିପୁଳ ଲୋକପ୍ରୟିତାକୁ ନେଇ ଭାରତୀୟ…
ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଇଆଇଟି ବମ୍ବେର ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍ ସ୍ୱଚ୍ଛ ଉର୍ଜା ଇନୋଭେସନ କ୍ଷେତ୍ରରେ ବଡ଼ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
• ଆଇଆଇଟି ବମ୍ବେର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଲେ • ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ…
ମାତୃତ୍ଵ ଲାଭ ପରେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ
ଭୁବନେଶ୍ୱର: ମାତୃତ୍ଵ ଲାଭ ପରେ କ୍ୟାରିଅର ପଥକୁ ଫେରିବାର ଜଟିଳତା ଓ ଆହ୍ୱାନ ଅନେକ ପ୍ରତିଭାବାନ ମହିଳାଙ୍କ ଆକାଂକ୍ଷା ଓ ପ୍ରତିଭାକୁ ସଂକୁଚିତ କରିଦେଇଥାଏ। ମାତୃତ୍ଵ ଲାଭ ପରେ କର୍ମକ୍ଷେତ୍ରରେ ପୁନଃ ପ୍ରବେଶ କରିବାକୁ ଚାହୁଁଥିବା ମା'ମାନଙ୍କ ସଫଳତା ପାଇଁ ମୁଖ୍ୟତଃ ବ୍ୟକ୍ତିଗତ ଦୃଢ଼ …
ରଘୁନାଥ ଜିଉଙ୍କୁ ଚାଚେରୀ ଭୋଗ ନୈବେଦ୍ୟ ଅର୍ପଣ
ଓଡଗାଁ, ୧୧।୫ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାର ପବିତ୍ର ଧାର୍ମିକ ପୀଠ ଓଡଗାଁରେ ବିଜେ ଶ୍ରୀଶ୍ରୀ ରଘୁନାଥ ଜିଉଙ୍କ ପାରମ୍ପରିକ ଭଉଁରୀ ଯାତ୍ରା ଓ ଚାଚେରୀ ଭୋଗ ନୈବେଦ୍ୟ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧା ଓ ଆଡ଼ମ୍ବରର ସହ ସମ୍ପନ୍ନ ହୋଇଯାଇଛି। ଓଡଗାଁର ପ୍ରାଚୀନ ଧାର୍ମିକ…
ରାଜ୍ୟସଭା ନିର୍ବାଚନ ୨୦୨୬ରେ ଦ୍ୱିତୀୟ ବାଲାଟ୍ ପେପର ଜାରି ପ୍ରସଙ୍ଗ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ
ଭୁବନେଶ୍ୱର, ୧୧/୦୫/୨୦୨୬: ଗତ ରାଜ୍ୟସଭା ନିର୍ବାଚନ ସମୟରେ ବିଜେପିର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଅନୈତିକ ଭାବେ ଦ୍ୱିତୀୟ ବାଲାଟ ପେପର ଜାରି କରିଥିଲେ…
ପରିବହନ ବିଭାଗର ଫାଇନ ଆଦାୟ ପ୍ରସଙ୍ଗ: ଫାଇନ ଆଦାୟ ନାଁରେ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର-ବିଜେଡି
ସଡ଼କ ଦୁର୍ଘଟଣା ରୋକିବାରେ ପରିବହନ ବିଭାଗ ବିଫଳ
ଫାଇନ ଆଦାୟ ନାଁରେ ଜନତାଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି ସରକାର
ଭୁବନେଶ୍ୱର, ୧୧/୦୫/୨୦୨୬: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ରାଜଧାନୀ ଭୁବନେଶ୍ୱର ସଡ଼କ ଦୁର୍ଘଟଣାର ପେଣ୍ଠସ୍ଥଳୀ ପାଲଟି…
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ
ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ସହ କଲେ ଶିଳାନ୍ୟାସ
ରାଉରକେଲା,(ବସନ୍ତ କୁମାର ଜେନା): ରାଜ୍ଯ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହିତ…