Sign in
Sign in
Recover your password.
A password will be e-mailed to you.
ଜଗତସିଂହପୁର ଜିଲ୍ଲାରେ ଗଡିଲା ସୁଭଦ୍ରା ସଚେତନତା ରଥ
' ଘରେଘରେ ସୁଭଦ୍ରା' ର ଆହ୍ବାନ ସହ ରଥର ଶୁଭାରମ୍ଭ କଲେଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ
ଜଗତସିଂହପୁର :ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା…
ସମାଜସେବୀ ଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ..
ରାଉରକେଲା,(ବସନ୍ତ କୁମାର ଜେନା) : ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ବେଛାସେବୀ ସଂଗଠନକୁ। ସୂଚନାଯୋଗ୍ୟ ଯେ ବାଗବୁଡି ବସ୍ତିର ସୁଜିତ ଓ ରୁଗୁଡିଟୋଲା ବସ୍ତିର ଡ଼ଲି ଙ୍କ ମଧ୍ୟରେ କଲେଜରେ ପାଠ ପଢିବା…
ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳରେ ଗଣେଶ ଚତୁର୍ଥୀ ମହାସମାରୋହରେ ପାଳିତ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳରେ ଗଣନାଥ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ସାହି,ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଗୁଡିକରେ ଆକର୍ଷଣୀୟ ସାଜସଜ୍ଜା ସହିତ ବିଘ୍ନରାଜଙ୍କ ମୃଣ୍ମୟୀ…
ଗଜପତି ଜିଲ୍ଲାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୁଭଦ୍ରା ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ…
ବିଦ୍ୟାଷ୍ଟଡ଼ି ପଏଂଟର ଛାତ୍ରଛାତ୍ରୀମାନେ ପ୍ରଭୁ ଗଣେଶଙ୍କ ନିକଟରେ ସମସ୍ତ ଶିକ୍ଷାର୍ଥୀମାନଙ୍କ ଭବିଷ୍ୟତ କାମନା କଲେ l
ରାଉରକେଲା/ସାରନଗରୀ,(ବସନ୍ତ କୁମାର ଜେନା): ଆଜି ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଲମ୍ବୋଦରଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚଳିତ ବର୍ଷର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଗଣେଶ ପୂଜାରେ ନିଜକୁ ସାମିଲ କରି…
ସାମ୍ବାଦିକ ରଞ୍ଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ସିଂହଦ୍ୱାର ଠାରେ ଦୀପଦାନ
ପୁରୀ(ଅନିମେଶ ପଟ୍ଟନାୟକ) : ଓଡିଶା ସାମ୍ବାଦିକ ସଙ୍ଘ ର ସକ୍ରିୟ ସଭ୍ୟ ରଞ୍ଜନ ପଟ୍ଟନାୟକ (ମିଟୁଭାଇ ) ବର୍ତ୍ତମାନ କଟକ ବଡ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି | ତାଙ୍କର ଆଶୁ ଆରୋଗ୍ୟ କାମନା କରି ଓଡିଶା ସାମ୍ବାଦିକ ସଙ୍ଘ (ଓ ଜେ ୟୁ ), ପୁରୀ ଜିଲ୍ଲା ପକ୍ଷରୁ ଏକ ସମୂହ ଦୀପଦାନ…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଟ୍ରାନ୍ସଫର୍ମର ଅଗ୍ନିକାଣ୍ଡ ପାଇଁ ଝାରସୁଗୁଡ଼ାରେ ଜରୁରୀକାଳୀନ ମକ ଡ୍ରିଲ ଆୟୋଜିତ
ଝାରସୁଗୁଡ଼ା, ୭ ସେପ୍ଟେମ୍ବର ୨୦୨୪: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ କାରଖାନାରେ ଏକ ବ୍ୟାପକ ଜରୁରୀକାଳୀନ ମକ ଡ୍ରିଲ ଆୟୋଜନ କରିଛି। ଟ୍ରାନ୍ସଫର୍ମର ଅଗ୍ନିକାଣ୍ଡ ଏବଂ ପରବର୍ତୀ ଉଦ୍ଧାର କାର୍ଯ୍ୟ ଉପରେ ଏହି ଅଭ୍ୟାସ…
ସ୍ନେହ ଓ ଶାନ୍ତି ର ବାର୍ତ୍ତା ପ୍ରଦାନ କରେ ନୂଆଁଖାଇ ପର୍ବ।
ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା ବହୁ ଆବାହନ କାଳ ରୁ ଗଢି ଉଠି ଥିଲା। ଭାରତ ବର୍ଷ ରେ ପାଳିତ ହେଉଥିବା ପର୍ବ ପର୍ବାଣୀ ମଧ୍ୟରେ ନୂଆଁଖାଇ ପର୍ବ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଭାରତ ର ବିଭିନ୍ନ ରାଜ୍ୟ ରେ ନୂଆ କରି ଅମଳ ହେଉ ଥିବା…
ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ.
ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ. ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ| ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ…
କାର୍ଯ୍ୟରତା ମହିଳା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର : ଜଣେ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ନ୍ୟୁ ମାର୍କେଟ ସ୍ଥିତ ଏକ ଜୋତା ଦୋକାନରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ସହକର୍ମୀଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ ହେଇଛି। ଖବରରୁ ପ୍ରକାଶ ଯେ ବଡ଼ବିଲ ନ୍ୟୁ ମାର୍କେଟ ସ୍ଥିତ ଜୋତା ଦୋକାନ ଷ୍ଟାର ସୁରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ…