ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ଲାଗିହେଲା ନବାନ୍ନ

https://youtu.be/V4PGEmalMGU ପବିତ୍ର ନୂଆଁଖାଇ ପାଇଁ ସବୁ ସ୍ଥାନ ରେ ଉତ୍ସାହ ଓ ଉତ୍ସବର ମାହୋଲ ବରଗଡ଼ :-- ନୂଆଁଖାଇ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ । ନୂଆଁଖାଇ ର ଧାର୍ଯ୍ୟ ଲଗ୍ନ ରେ ପରିବାର ଓ ଗାଁ ଲୋକଙ୍କ ସହିତ ଏକତ୍ରିତ ହୋଇ ନୁଆଁ ଖାଇବା ପାଇଁ ଦୂରଦୂରାନ୍ତରୁ କାର୍ଯରତ…

ସମ୍ବଲପୁରରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରବି ଚାଷ ପାଇଁ ଉପକୃତ ହେବେ ୪୬ଲକ୍ଷ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର ପ୍ରଥମ କିସ୍ତିରେ ୯୨୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ଡିବିଟି ମାଧ୍ୟମରେ ହସ୍ତାନ୍ତର ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ ସି.ଏମ କିଷାନ ଯୋଜନା…

‘ନୂଆଁଖାଇ’ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରାର ଉଜ୍ଜ୍ୱଳ ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରବାସୀଙ୍କ ସହ ‘ନୂଆଁଖାଇ’ ପାଳିଲେ କେନ୍ଦ୍ରମନ୍ତ୍ରୀ • ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମା’ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ସହ ନବାନ୍ନ ଖାଇଲେ • ନନ୍ଦପଡ଼ାରେ ଅବସରପ୍ରାପ୍ତ କୃଷି ଅଫିସର ମଦନମୋହନ ମିଶ୍ରଙ୍କ ପରିବାରଙ୍କ ସହ ନୂଆଁ ଖାଇଲେ • ‘ଓଡ଼ିଶା ପ୍ରାନ୍ତୀୟ ମାରଓ୍ୱାଡ଼ି…

ନିଲାଥର ଗ୍ରାମରୁ ଗୁଜୁରାଟ: ମେଧାବୀ ଛାତ୍ର ଙ୍କର ଗୁଜୁରାଟ ଯାତ୍ରା, ଶୁଭେଚ୍ଛା ଜଣାଇଲେ ମାନ୍ୟଗଣ୍ୟ ବ୍ୟକ୍ତି

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବର୍ତୁଣ୍ଡା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀରେ ପାଠ ପଢ଼ୁଥିବା , ନିଲାଥର ଗ୍ରାମର ଶ୍ରୀ ଲୋକନାଥ ସାହୁ ଙ୍କର ପୁତ୍ର ଶ୍ରୀ ଧବଳେଶ୍ବର ସାହୁ ଙ୍କୁ ନେଇ ଏବେ ଅଂଚଳରେ ଖୁବ ଚର୍ଚା । କାରଣ ଧବଳେଶ୍ବର ଯିବେ ଗୁଜୁରାଟ । କେନ୍ଦ୍ର ସରକାର ଙ୍କର ପ୍ରେରଣା…

ଖଲ୍ଲିକୋଟ ସହରରେ ଗଣେଶ ପୂଜା ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗଣେଶଙ୍କ ପୂଜା ପଲ୍ଲୀପୁର ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ତଥା ବିଶେଷ କରି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାରମ୍ପରିକ ପଦ୍ଧତି ରେ ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ର ଆର୍ଟ କଲେଜ, ଖୋଲସାହି, କରଣସାହି,…

ଡାବୁଗାଁ ରେ ଗଣେଶ ପୂଜା ପାଳିତ

ଡାବୁଗାଁ :  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ବିଘ୍ନରାଜ ଗଣେଶ ଙ୍କ ପୂଜା ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ ବିଘ୍ନେଶ୍ୱରାୟ ଯୁବକ ସଂଘ , ବସ। ଷ୍ଟାଣ୍ଡ ନିକଟ ଦୁର୍ଗା ମଣ୍ଡପ , ଜୟନ୍ତିନଗର ଗାନ୍ଧୀ ଯୁବକ ସଂଘ, ନୂଆ ଗୁଡା, ଭେଲୁଆ ଗୁଡା,…

ଧାମନା ଗୁଡା ରେ ନର୍ସିଂ କଲେଜ ନିମନ୍ତେ ଭୂମିପୂଜା ଅନୁଷ୍ଠିତ

ଡାବୁଗାଁ -: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧାମନା ଗୁଡା ଠାରେ ମୁନ ଲାଇଟ୍ ଚାରିଟେବଲ୍ ଟ୍ରଷ୍ଟ ଦ୍ଵାରା ପରିଚାଳିତ ବି ବି ଛାଟୋଇ ନର୍ସିଂ କଲେଜ ର ସମ୍ପ୍ରସାରଣ ନିମନ୍ତେ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଛି। ବି ବି ଛାଟୋଇ ନର୍ସିଂ କଲେଜ ର ସମ୍ପାଦକ ପ୍ରସାଦ କୁମାର ଛାଟୋଇ ଙ୍କ…

ଇ.ସି ସଂଘ ପକ୍ଷରୁ ଧାରଣା: ୪ଦଫା ଦାବିପତ୍ର ପ୍ରଦାନ

ଭବାନୀପାଟଣା :ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ମିଶ୍ରନ ଶକ୍ତିର ହୃତ‌ପିଣ୍ଡ ଭଳି କାର୍ଯ୍ୟ କରୁଥିବା ମିଶନ ଶକ୍ତି ଏଇ ଜୀବିକା ମିଶନର ଇ.ସି. ମାନଙ୍କୁ ପ୍ରତି ଦୁଇ , ବର୍ଷରେ ରିଷ୍ଟ୍ରକଚରିଂ ପ୍ରତ୍ୟାହାର କର ଓ ଭତ୍ତା ବୃଦ୍ଧି ସମ୍ପର୍କୀୟ ଦାବିପତ୍ର କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି…

ନବରଙ୍ଗପୁରଜିଲ୍ଳା ରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ.ତା ୭.୯.୨୦୨୪:ନବରଙ୍ଗପୁର ଜିଲ୍ଲାରେ ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ମହିଳାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖାଦେଇଛି ଏବଂ ଏଥିପାଇଁ ପ୍ରଶାସନ ତରଫ ରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହାର ସଫଳ ରୂପାୟନ ପାଇଁ ବିଶେଷ ପ୍ରଚାର…

ଭିଜିଲାନ୍ସ ଜାଲରେ ଗୋପାଳପୁର କଲେଜ ଅଧ୍ୟକ୍ଷ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ):ଜନୈକା ଛାତ୍ରୀର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦, ୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଲେଜ ଅଧ୍ୟକ୍ଷ ଙ୍କୁ ମାଡି ବସିଛି କଳାହାଣ୍ଡି ଭିଜିଲାନ୍ସ l ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା…