ଆଇଟିଇଆର୍‌ରେ ଆୟୋଜିତ ହାକରୱାର ୫.୦ ରେ ୯୫ଟି ଟିମ୍‌ଙ୍କ ଯୋଗଦାନ

ଭୁବନେଶ୍ୱର, ସେପ୍ଟେମ୍ବର ୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ନିକଟରେ ଆୟୋଜିତ ୨୪ ଘଂଟିଆ ହାକରୱାର ୫.୦ ର ଶିକ୍ଷାନୁଷ୍ଠାନର ୫୮୦ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୯୫ଟି ଟିମ୍ ଭର୍ଚୁଆଲି ସାମିଲ ହୋଇଥିଲେ…

ବ୍ରାହ୍ମଣୀଗାଁ ସ୍ଥିତ ସେଣ୍ଟ ଜନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗୁରୁ ଦିବସ ଆନନ୍ଦ ଉଲ୍ହାସର ସହ ପାଳିତ.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଇଛି l ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ ସେଣ୍ଟ ଜନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନିଆରା ଢଙ୍ଗରେ ଗରୁ ଦିବସ ପାଳନ କରାଯାଇଛି l ବିଦ୍ୟାଳୟର ଗୁରୁଜୀ,…

ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ପରିଦର୍ଶନ କଲେ କନ୍ଧମାଳ ଜିଲ୍ଲାପାଳ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ଘୁ.ଉଦୟଗିରି( ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ହେଉଛି ଟିକାବାଲି ବ୍ଲକ ପାଇଁ ଏକ ଉପାନ୍ତଏବଂ ଦୁର୍ଗମ ଗ୍ରାମପଞ୍ଚାୟତ ଅଟେ l ଏହି ଗ୍ରାମପଞ୍ଚାୟତରେ ଆଦିବାସୀ ଦଳିତ ଓ ପଛୁଆ ବର୍ଗର ଲୋକମାନେ ବାସ କରନ୍ତି l ଗ୍ରାମପଞ୍ଚାୟତରେ…

ପ୍ରଶାସନର ଆନ୍ତରିକତା ଅଭାବ, ଅଭିଶପ୍ତ ଜୀଵନ କାଟୁଥିବା କହିଲେ ଦେରେଙ୍ଗ ଗ୍ରାମବାସୀ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡ଼ିଶାର ପ୍ରମୁଖ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା । ଏହି ଜିଲ୍ଲାର ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଅନେକ ଗାଁ । ଗାଁ ଗୁଡିକରେସ୍ଥାନୀୟ ପ୍ରଶାସନର ଦିନେ ବି ପାଦ ପଡିନ ଥିବା କହିଛନ୍ତି ଅଞ୍ଚଳ ବାସୀ । ପ୍ରଶାସନର ଅବହେଳା ଯୋଗୁଁ ବିଭିନ୍ନ…

ଟ୍ରାକ୍ଟର ଓ କୃଷି ଯନ୍ତ୍ରପାତି ଚାଳନା ଓ ରକ୍ଷଣା ବେକ୍ଷଣ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଜଗତସିଂହପୁର ତା ୦୬.୦୯.୩୦୨୪:ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ପ୍ରୟାସରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଟ୍ରାକଟର ଓ କୃଷି ଯନ୍ତ୍ରପାତି ପରିଚାଳନା ଓ ରକ୍ଷଣା ବେକ୍ଷଣ ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ତା ୦୨.୦୯.୨୦୨୪ ରୁ ତା ୦୬.୦୯.୨୦୨୪…

ଜୀବନ ଯୁଦ୍ଧରେ ରମାଙ୍କ ସଂଘର୍ଷ

ଜଗତସିଂହପୁର ତା 06:09:2024 ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଯଶୋବନ୍ତପୁର ଗ୍ରାମ ପଞ୍ଚାୟତ ସ୍ଥିତ ରସଲପୁର ଗ୍ରାମରେ ରାମାନାଥଙ୍କ ଘର l ଘରେ କହିଲେ ନୁଆଁଣିଆ ଚାଳଘର ଓ ଫଟା କାନ୍ଥ l ବର୍ଷା ହେଲେ ଘରେ ପଶିଯାଏ ପାଣି l କାନ୍ଥରୁ ଖସେ ଅତଡ଼ା ଅତଡ଼ା ମାଟି l ଘରପରିବାର…

ବେଲଗୁଣ୍ଠା ଆମ ପୋଲିସ ସମିତି ପକ୍ଷରୁ ଗଣେଶ ପୂଜା ସଚେତନତା ବୈଠକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଶନିବାର ଦିନ ଗଣେଶ ଚତୁର୍ଥୀ ପାଳନ ହେବାକୁ ଯାଉଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ଆମ ପୋଲିସ ସମିତି ପକ୍ଷରୁ ଗଣେଶ ପୂଜା ସଚେତନତା ବୈଠକ ବେଲଗୁଣ୍ଠା ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ବୈଠକରେ ବେଲଗୁଣ୍ଠା…

ଦୁଇଜଣ ମୋବାଇଲ ଚୋରଙ୍କୁ ପୋଲିସ ଧରିବାରେ ସକ୍ଷମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନେକ ଦିନ ହେଲା ଗୁଣପୁରରେ ମୋବାଇଲ ଚୋରି ଘଟଣା ରଚାଉଥିବା ଦୁଇଜଣ ମୋବାଇଲ ଚୋର ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ଠାରୁ ତିନୋଟି ମୋବାଇଲ ସହ ଗୋଟିଏ ପଲସର ବାଇକ୍ ଉଦ୍ଧାର କରି ଜବତ କରିଛି। ଗିରଫ ଦୁଇଜଣ ହେଲେ ଗରୁଲୁ ମହେଶ (୨୪) ଓ ଗରଲୁ…

ଚଳିତ ମାସ ୧୪ ତାରିଖରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ପାରଳାଖେମଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୪ ସେପ୍ଟମ୍ବର ୨୦୨୪ ରେ ପାରାଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ…

ବିଜେଡି ବରିଷ୍ଠ ନେତା ତଥା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ବିଜେପିରେ ଯୋଗଦାନ

ସୁଜିତ କୁମାରଙ୍କ ଯୋଗଦାନରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ ହେବ: ମନମୋହନ ସାମଲ ଭୁବନେଶ୍ୱର, ତା.୦୬/୦୯: ଦୁର୍ନୀତିରେ ଲିପ୍ତ ଥିବା ବିଜେଡିର ଦୁର୍ଗ ଭାଙ୍ଗିବାରେ ଲାଗିଛି । ଅପରପକ୍ଷେ ବିଜେପିର ସାଂଗଠନିକ ସ୍ଥିତି ଦିନକୁ ଦିନ ସୁଦୃଢ ହେଉଛି । ବିଜେଡିରେ ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିବାରୁ…