ସାମାଜିକ ଏବଂ ମାନବ ବିଜ୍ଞାନରେ ଆଇସିଏସଏସଆର’ର ରିସର୍ଚ୍ଚ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଶୁଭାରମ୍ଭ

ଦୃଢ଼ ସାମାଜିକ ବିଜ୍ଞାନ ଗବେଷଣା ଭାରତୀୟତାର ସଭ୍ୟତାକୁ ସୁଦୃଢ଼ କରିବା ସହ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି- ଧର୍ମେନ୍ଦ୍ର ପ୍ରଧାନ • ବ୍ୟକ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଅନେକ ଦକ୍ଷ ଗବେଷକଙ୍କୁ ସୃଷ୍ଟି କରିବ• ସାମାଜିକ ବିଜ୍ଞାନର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ…

ଯୁବା ସଙ୍ଗମ ପଞ୍ଚମ ଚରଣ: ଓଡିଶାରେ ମହାରାଷ୍ଟ୍ରର ପ୍ରତିନିଧୀଙ୍କ ଏକ୍ସପୋଜର ଯାତ୍ରା ସମାପ୍ତ

ଭୁବନେଶ୍ୱର, ୫ ଡିସେମ୍ବର ୨୦୨୪: କେନ୍ଦ୍ର ସରକାରଙ୍କ ଉଚ୍ଚାଭିଳାଷୀ ସାଂସ୍କୃତିକ ତଥା ଶିକ୍ଷାଗତ ପ୍ରୟାସର ଏକ ଅଂଶ ଭାବରେ 'ଏକ ଭାରତ ଶ୍ରଦ୍ଧା ଭାରତ ଯୁବା ସଙ୍ଗମ' କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ରର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଓଡିଶାକୁ ଆସିଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ…

ମହିଳାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୋଲିସ

କୁଚିଣ୍ଡା:  ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ରେଙ୍ଗାଲବେଡା ଗ୍ରାମର ମହାଜନପଡ଼ାରେ ଜଣେ ମହିଳା ବେକରେ ଶାଢ଼ୀ ଗୋଡେଇ ଘର ରେ ଝୁଲୁଥିବା ଦେଖି ଘର ଲୋକେ ପୋଲିସ କୁ ଖବର କରିଥିଲେ। ଜମନକିରା ପୋଲିସ ଟିମ ଘଟଣା ସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା କୁ…

ଲଉଡ଼ିଦର୍ହl ଠାରେ ବିବେକାନନ୍ଦ ପାଠାଗାର ଉଦଘାଟିତ l

ଝାରବନ୍ଧ - ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ରେ ଗଉତିଆ ସ୍ବର୍ଗତ ରଘୁନନ୍ଦନ ଭୋଇ ଙ୍କ ସ୍ମୃତି ରେ ବିବେକାନନ୍ଦ ପାଠାଗାର ଉଦଘାଟିତ ହୋଇଛି l ତାଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ମହେନ୍ଦ୍ର…

ମହୋଦଧି ଦିବସ ମାସ୍କଟ ଫିନ୍ନି କ୍ରୀଡାମନ୍ତ୍ରୀ ଙ୍କ ଦ୍ୱାରା ଲୋକାର୍ପିତ

ପୁରୀ, ଅନିମେଶ ପଟ୍ଟନାୟକ : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ପୂର୍ବାହ୍ନ ରେ ତାଙ୍କ ସରକାରୀ ବାସଭବନ ଠାରେ ମହୋଦଧି ଦିବସ ପାଇଁ ମାସ୍କେଟ ଫିନ୍ନି କୁ ଲୋକାର୍ପିତ କରିଛନ୍ତି | ଏହି ଅନ୍ତର୍ଜାତୀୟ ମହୋତ୍ସବ ର ସଫଳତା କାମନା କରିଛନ୍ତି |ମହୋଦଧି ଦିବସ…

ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୪ ଶୁଭାରମ୍ଭ

https://youtu.be/m8yO9wdDUOQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୪ ଆଜି (ବୁଧବାର) ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର ,…

ବିଜେପୁର ଓ ସୋହେଲା ଅଞ୍ଚଳ ର ଚାଷୀ ମାନଙ୍କ ବୈଠକ ଅନୁଷ୍ଠିତ

 https://youtu.be/41-F8d0KJhM ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ଅନ୍ତର୍ଗତ ତାଳପଦର ପଂଚାୟତ କାର୍ଯ୍ୟାଳୟ ପରିସରରେ ସମଗ୍ର ବିଜେପୁର ଓ ସୋହେଲା ଅଞ୍ଚଳ ର ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସଂଯୁକ୍ତ କୃଷକ ସାଙ୍ଗଠନ ର ଚାଷୀ ନେତା ରମେଶ ମହାପାତ୍ର ଙ୍କ…

ବିସ୍ପୋରକ କାରଖାନା ଜମି ଅଧିଗ୍ରହଣ କୁ ପ୍ରବଳ ବିରୋଧ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିସ୍ପୋରକ କାରଖାନା ବା ବାରୁଦ କାରଖାନା ନିମନ୍ତେ ଏକ କମ୍ପାନୀର ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ସ୍ଥାନୀୟ ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କଡୁତାଇ ପଞ୍ଚାୟତ ର ଘାଟିପଲ୍ଲୀ ଗ୍ରାମରେ ୧୮୬.୯୮୮ ଏକର ଘରୋଇ ଜମିରେ…

ଆସନ୍ତା ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଚଳିତ ବର୍ଷ ନିର୍ମାଣ ହୋଇଛି ପ୍ରାୟ ୪୦୦ ଟି ଷ୍ଟଲ୍‌, ଭାଗନେବେ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ…

ଟିଟିଲାଗଡ ରେ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳିତ

ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ଟିଟିଲାଗଡ ଶିବପ୍ରସାଦ ଉପ୍ରା ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳନ ହେଇ ଯାଇଛି, ଏଥିରେ ଟିଟିଲାଗଡ ବ୍ଲକ ଓ ମ୍ୟୁନିସିପାଲଟି ଅନ୍ତର୍ଗତ ବିଦ୍ୟାଳୟ ରୁ 100 ଜଣ ଭିନ୍ନକ୍ଷମ ଶିଶୁ ଓ 100 ଅଭିଭାବକ ଯୋଗଦାନ କରିଥିଲେ, ମୁଖ୍ୟ ଅତିଥି…