ଗୁଣପୁର : ୧୮ବର୍ଷରେ ପଦାର୍ପଣ କରିବ ମାଁ କାଳୀ ପୂଜା : ପୂଜା ପାଠ କରି ଶୂଭଖୁଣ୍ଟି ସ୍ଥାପନ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର କୋର୍ଟ ସମୁଖରେ ଥିବା କାଳୀ ପୂଜା ମଣ୍ଡପରେ ଆଜି ରବିବାର (ନୂଆଖାଇ) ରେ ଚଳିତ ବର୍ଷ ର କାଳୀ ପୂଜା ପାଇଁ ପୂଜା ପାଠ କରି ଶୂଭଖୁଣ୍ଟି ସ୍ଥାପନ କରାଯାଇଛି । ସକାଳେ ପୁରହିତ ଭାବେ ବ୍ରହ୍ମପୁର ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ଦାସ ଙ୍କ…

ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର–ପଶ୍ଚିମ ବଙ୍ଗୋପସାଗର ରେ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ଏହା ଉତ୍ତର ଓଡିଶା, ପଶ୍ଚିମ ବଙ୍ଗ ଉପକୂଳରେ ଗତିଶୀଳ ହୋଇ ଆଗାମୀ ୨୪ଘଣ୍ଟାରେ ଗଭୀର ଅବପାତର ରୂପ ନେଇପାରେ ।…

ସୁଭଦ୍ରା ଯୋଜନାରେ ଆବେଦନ ବ୍ୟବସ୍ଥାକୁ ଅଧିକ ସହଜ ଓ ସରଳ କରିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ଏକ ଜନକଲ୍ୟାଣକାରୀ ଯୋଜନା । ଏହି ଯୋଜନାରୁ ମହିଳାମାନେସୁବିଧା ନେବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ସେଥିପାଇଁ ବିଭିନ୍ନ କମନ ସର୍ଭିସ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ ପ୍ରତିଦିନ ନାମ ପଞ୍ଜୀକରଣ ପାଇଁ ଭିଡ଼ ପରିଲକ୍ଷିତ ହେଉଛି । ଏହି…

ସ୍ବାମୀ ଶିବାନନ୍ଦ ସରସ୍ବତୀ ମହାରାଜ ଙ୍କ ୧୩୭ ତମ ଜନ୍ମତିଥି ପାଳନ

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ - ସ୍ବାମୀ ଶିବାନନ୍ଦ ସରସ୍ବତୀ ମହାରାଜ ଙ୍କ ୧୩୭ ତମ ଜନ୍ମତିଥି ପାଳନ ହୋଇଥିଲା ଇତି ଅବସର ପ୍ରାତଃ ୪ ଘଣ୍ଟ ଠାରୁ ବ୍ରାହ୍ମମୁହୂର୍ତ୍ତ ପ୍ରlଥନl , ବେଦ ପାଠ, ପ୍ରାତଃ ସ୍ମରଣ ସ୍ତୋତ୍ର ଓ ପରେ ପରେ ୪୫ ମିନିଟ ଜପ ର ଆୟୋଜନ କରାଯାଇଥିଲା ଓ ପରେ ସମସ୍ତ ଭକ୍ତ ନଗର…

ବେଲଗୁଣ୍ଠା ସୁଭଦ୍ରା ଯୋଜନା ସକାଶେ ସଚେତନତା

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ରାଜ୍ୟ ସରକାର ପ୍ରତି ଅଞ୍ଚଳକୁ ସୁଭଦ୍ରା ସଚେତନତା ରଥ ଗଡ଼ିବା କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀଙ୍କ ତତ୍ତ୍ୱବଧାନରେ ପତାକା ଦେଖାଇ ସୁଭଦ୍ରା ରଥ ଶୁଭାରମ୍ଭ କରିଥିଲେ।…

ଜଗତସିଂହପୁର ରେ ଆରମ୍ଭ ହେଲା ସି.ଏମ-କିଷାନ ଯୋଜନା

ଜଗତସିଂହପୁର: ପବିତ୍ର ନୂଆଁଖାଇ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ସି.ଏମ-କିଷାନ ସହାୟତା ରାଶି ପ୍ରଦାନ କରାଯାଇଅଛି । ରବିବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ସି.ଏମ-କିଷାନ କାର୍ଯ୍ୟକ୍ରମ ସ୍ଥାନୀୟ ଓସ୍ୱାନ ହଲ ଠାରେ ଅନୁଷ୍ଠିତ ହୋଇଅଛି…

“ଆକାଂକ୍ଷା” ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳିତ : ନାରୀ ଶିଖିତ ହେଲେ ଦେଶର ପ୍ରଗତି…

https://youtu.be/eD0Ury_WF1I ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ କେରାଣ୍ଡି ପଞ୍ଚାୟତ ର ଡାଳିମ୍ବପୁର ଗ୍ରାମ ଠାରେ "ଆକାଂକ୍ଷା" ମହିଳା ସଙ୍ଗଠନ ତରଫରୁ ବିଶ୍ଵ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଏକ ସଚେତନତା…

ଗୁଣପୁର ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ବହୁ ଆଡମ୍ବର ସହ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ସହରରେ ବିଭିନ୍ନ ସ୍ଥାନରେ, ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ, ପରିସରରେ ଗଣେଶ ପୂଜା ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ଅବସରରେ ଛାତ୍ର ଛାତ୍ରୀ ମାନେ ନୂତନ ପୋଷାକ ଞପରିଧାନ କରି ନିଜ ନିଜର ଅନୁଷ୍ଠାନରେ…

ଗୁଣପୁର କଳିଙ୍ଗ ବୈଶ୍ୟ ସଂଘର ନିର୍ବାଚନ ଓ ଫଳାଫଳ ଘୋଷଣା ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର କଳିଙ୍ଗ ବୈଶ୍ୟ ସଂଘର ବହୁ ପ୍ରତୀକ୍ଷିତ ନିର୍ବାଚନ ଆଜି ପୂର୍ବାହ୍ନ ୮ ଘଂଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଘଣ୍ଟା ସମୟରେ ଶେଷ ହୋଇଥିଲା। ଏହି ନିର୍ବାଚନ କୁ ଗୁଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି…

ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ର ଜିଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସାମ୍ବାଦିକ ସୁରକ୍ଷା ଆଇନ ସହ ସ୍ୱାସ୍ଥ୍ୟ ବୀମା 10 ଲକ୍ଷ୍ୟକୁ ଵୃଦ୍ଧି ଓ ପିତା ମାତାଙ୍କୁ ସାମଲ ପାଇଁ ଦାବି ଜଗତସିଂହପୁର,ତା-୦୮.୦୯.୨୦୨୪/ସୁମନ୍ତ କୁମାର ଦାସ: ଉତ୍କଳ ସାମ୍ବାଦିକ ସଂଘ ,ଓଡିଶା ଦ୍ୱାରା ଅନୁବନ୍ଧିତ ଜଗତସିଂହପୁର ଜିଲା ସାମ୍ବାଦିକ ସଂଘ ର ଜିଲା ସ୍ତରୀୟ ସାଧାରଣ ପରିଷଦ ବୈଠକ…