Sign in
Sign in
Recover your password.
A password will be e-mailed to you.
ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରି ନାରୀମାନେ ଭକ୍ତିଭାବରେ ପାଳିଲେ ସାବିତ୍ରୀ ବ୍ରତ
ଓଡ଼ଗାଁ, ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ହିନ୍ଦୁ ପରମ୍ପରା ଓ ଆସ୍ଥାର ପ୍ରତୀକ ପବିତ୍ର ସାବିତ୍ରୀ ବ୍ରତ ଶନିବାର ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରି ସଧବା ନାରୀମାନେ ଉପବାସ ରହି ବିଭିନ୍ନ ମନ୍ଦିର…
୭ ଘଣ୍ଟା ଧରି ଅନ୍ଧାରରେ ଓଡ଼ଗାଁ, ବିନା ବର୍ଷା ବାତ୍ୟା ବିଜୁଳି ବିଛିନ୍ନ
ମାସରେ ପ୍ରାୟ ୭୦ ଥରରୁ ଅଧିକ ୩୩ କେଭି ଫେଲ୍,
୩ଶହ ଘଣ୍ଟାରୁ ଅଧିକ ଥର ବିଦ୍ୟୁତ୍ ବିଛିନ୍ନ, ବୃଦ୍ଧି ପାଉଛି ଜନ ଅସନ୍ତୋଷ
ଓଡ଼ଗାଁ, ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ପୁଣି ଥରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇ ଜନ ଜୀବନକୁ…
ଇବ ନଦୀରୁ ପାଣି ଉଠାଣିକୁ ନେଇ ତୀବ୍ର ବିରୋଧ : ୫୦ ଗ୍ରାମରେ ଜଳ ସଙ୍କଟ ଆଶଙ୍କା
ଝାରସୁଗୁଡା: ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ମରାକୁଟାସ୍ଥିତ ଓଡିଶା ମେଟାଲିକ କମ୍ପାନୀ ଦ୍ୱାରା ଇବ ନଦୀରୁ ପାଣି ଉଠାଣିକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମରାକୁଟା, ଜମେରା, ଏଚ୍ କଣ୍ଟାପାଲି ସହିତ ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳର ଗ୍ରାମବାସୀମାନେ କମ୍ପାନୀ ବିରୋଧରେ ବେଆଇନ…
ପୋଖରୀରେ ବୁଡି ଦିବ୍ୟାଙ୍ଗ ନାବାଳିକାଙ୍କ ମୃତ୍ୟୁ
ବେଲଗୁଣ୍ଠା,୧୬/୦୫-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଧୀନସ୍ଥ ନୁଣିପଡ଼ା ଶାସନ ଛକରେ ରହୁଥିବା ନୁଣିପଡ଼ା ଗ୍ରାମର ଶ୍ରୀଧର ଗୌଡଙ୍କ ନଅ ବର୍ଷର ଦିବ୍ୟାଙ୍ଗ ଝିଅ କୁନ୍ତଳା ଗୌଡ଼ ଓରଫ ଲକ୍ଷ୍ମୀ,ଆଜି ସକାଳ ନଅ ଘଣ୍ଟା ସମୟରେ ନିକଟରେ ଥିବା ମିଲ୍ ପୋଖରୀକୁ…
ମାଆ ଦକ୍ଷିଣ କାଳୀ ପୀଠରେ ସଂକ୍ରାନ୍ତି ହୋମ
ବେଲଗୁଣ୍ଠା,୧୬/୦୫,-(ଶିବରାମ ଚୌଧୁରୀ )-ଆଜି ବୃଷ ସଂକ୍ରାନ୍ତି ଅବସରରେ ମନ୍ଦିର ମାଳିନୀ ବେଲଗୁଣ୍ଠା ସହରର ଆରାଧ୍ୟା ଦେବୀ ମାଆ ଦକ୍ଷିଣ କାଳୀଙ୍କ ପୀଠରେ ସଂକ୍ରାନ୍ତି ପୂଜା ଏବଂ ହୋମ ଅନୁଷ୍ଠିତ ହୋଇଯାଇଛି। ଏହି ହୋମରେ କର୍ତ୍ତା ରୂପେ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ ଏବଂ…
ଶିଶୁ ର ଜୀବନ ବଂଚାଇଲେ ସନ୍ଦିପ
ବଲାଙ୍ଗିର,ତା.୧୬.୦୫.୨୬- ଆଜି ବଲାଙ୍ଗିର ଭୀମଭୋଇ ହସ୍ପିଟାଲ ଶିଶୁ ବିଭାଗରେ ଟିଟିଲାଗଡ ବ୍ଲକ ଶିଲଂଣ୍ଡା ଗ୍ରାମର ପାଂଚ ବର୍ଷ ଶିଶୁ ଲକ୍ଷ୍ମୀପ୍ରିୟା ସେଲମା ଜଣ୍ଡିସ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଜରୀରୀକାଳନ ପରିସ୍ଥିତି ରେ ରକ୍ତର ଆବଶ୍ୟକ ହେବାରୁ ତାଙ୍କ ମାମୁ ତୋଫାନ…
ନୂତନ ଭାଗବତଟୁଙ୍ଗିର ଗୃହପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।
ନୀଳଗିରି - ୧୬/୫: ଔପଦା ବ୍ଲକ୍ ଗୋପ ଶ୍ୟାମସୁନ୍ଦରପୁର ଭାଗବତଟୁଙ୍ଗୀର ନୂତନ ଗୃହପ୍ରତିଷ୍ଠା ଉତ୍ସବ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଭାଗବତପ୍ରେମୀ ପୁରୁଷ ଓ ମହିଳା ଯୋଗଦାନକରି କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଗତ ୧୫ତାରିଖ ଶୁକ୍ରବାର ଠାରୁ…
ଖଇରା ମାଇନିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ।
ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ଗତ ରାତିରେ ଆକ୍ରମଣ କରିବା ସହ ଗାଡିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ।କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୋଲିସ୍…
ଅନ୍ତର୍ଜାତୀୟ ପରିବାର ଦିବସ: ପରିବାରକୁ ମଜବୁତ କରିବା, ସମ୍ପ୍ରଦାୟଗୁଡ଼ିକୁ ସମର୍ଥନ କରିବା ପାଇଁ ବେଦାନ୍ତ ଆଲୁମିନିୟମର…
ଏପରି ଏକ ପରିବେଶ ସୃଷ୍ଟି କରିବା ଯାହା କର୍ମଚାରୀମାନଙ୍କୁ ସମର୍ଥନ କରିବ, ପରିବାରକୁ ସଶକ୍ତ କରିବ ଏବଂ ସମ୍ପ୍ରଦାୟଗୁଡ଼ିକୁ ସୁଦୃଢ଼ କରିବ
ଝାରସୁଗୁଡ଼ା: ଅଧିକାଂଶ ଲୋକଙ୍କ ଜୀବନ ଯାତ୍ରା ପ୍ରାୟତଃ ଏକ ଦୃଢ଼ ଆଧାର ଉପରେ ନିର୍ମିତ ହୋଇଥାଏ- ତାହା ହେଉଛି ସେମାନଙ୍କ ପରିବାର, ଯାହା ସେମାନଙ୍କର…
ଜିଲ୍ଲା ସ୍ତରୀୟ ସୁନାମୀ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ
ବାଲେଶ୍ଵର-: ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ହିଡ଼ିଗାଁ ଗ୍ରାମ ପଂଚାୟତର ହିଡ଼ିଗାଁ ଓ ଗୁଡ଼ୁପାହି ଗ୍ରାମ ପଂଚାୟତର ଗୁଡ଼ୁପାହି ଗ୍ରାମଠାରେ ଜିଲ୍ଲାସ୍ତରୀୟ, ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।ଗୁଡ଼ୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଜ଼ିଲ୍ଲା…