Sign in
Sign in
Recover your password.
A password will be e-mailed to you.
ହାତୀ-ମଣିଷ ଲଢେଇର ପ୍ରଶମନ ପାଇଁ ସଚେତନତା ଅଭିଯାନ
କେନ୍ଦୁଝର,ତା୧୫/୫- କେନ୍ଦୁଝରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ କେନ୍ଦୁଝର ବନଖଣ୍ଡର କେନ୍ଦୁଝର ବନଖଣ୍ଡର ମିଳିତ ସହଯୋଗରେ, ସଦର ବ୍ଲକ ରଘୁନାଥପୁର ପଂଚାୟତର ଗୋପାଳପୁର ଗ୍ରାମ ଜଙ୍ଗଲ ଧାରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ବନାଞ୍ଚଳ ଅଧିକାରୀ…
ବେଲଗୁଣ୍ଠା ରେ ପେଟ୍ରୋଲ ଓ ଡିଜେଲ ଅଭାବ, ଗ୍ରାହକ ହନ୍ତସନ୍ତ।
ବେଲଗୁଣ୍ଠା -୧୫-୫(ଶିବରାମ ଚୌଧୁରୀ )-,ଆଜକୁ କିଛି ଦିନ ହେଲା ବେଲଗୁଣ୍ଠା ସହରରେ ଡିଜେଲ, ପେଟ୍ରୋଲ ର ଗୁରୁତର ଅଭାବ ସୃଷ୍ଟି ହୋଇଛି। ବେଲଗୁଣ୍ଠା ସହର ଓ ବ୍ଲକ ଅଞ୍ଚଳରେ ୩ ଗୋଟି ପେଟ୍ରୋଲ ଟାଙ୍କି ଥିବାବେଳେ ସେଥିରୁ ଦୁଇଟି ଟାଙ୍କି ପ୍ରାୟତଃ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଦେଖିବାକୁ…
ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ ଦେହାନ୍ତ ।
ବେଲଗୁଣ୍ଠା: 15/5/26-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ହାଟପଦା ନିବାସୀ ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ଆଜି ସକାଳ ପ୍ରାୟ ୭ ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ…
ତେଲଟାଙ୍କିରେ ଲାଗିଲା ବ୍ୟାନର ” ଇରାନ ଓ ଆମେରିକା ଯୁଦ୍ଧପାଇଁ ତେଲ ନାହିଁ।”
କେନ୍ଦୁଝର,ତା୧୫/୫-ତେଲ ଟାଙ୍କି ସାମ୍ନାରେ ବ୍ୟାନର ଝୁଲିଲା, ଲେଖା ହୋଇଛି ଇରାନ ଓ ଆମେରିକା ଯୁଦ୍ଧ ପାଇଁ ତେଲ ନାହିଁ। ଯିଏ ଯାହା ବୁଝିବା କଥା ପଢି କି ବୁଝିବେ ମନ ବୁଝେଇବେ। ଏଣେ ବିଚରା ବାଇକ୍ ବାଲା ତେଲ ଟିକେ ପାଇଁ ନାହିଁନଥିବା ହିନସ୍ତା ହେଉଛି। କୁଆଡେ ଦୂର ବାଟକୁ ଜରୁରୀ କାମରେ…
ନିକଟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବା ମାତୃ-ପିତୃ ହୀନ ଶିଶୁଙ୍କ ନିମନ୍ତେ ଭବିଷତ ଗଠନ ପାଇଁ ପରାମର୍ଶ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି, ନିକଟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବା ମାତୃ-ପିତୃ ହୀନ ଶିଶୁଙ୍କ ନିମନ୍ତେ ଭବିଷତ ଗଠନ ପାଇଁ ପରାମର୍ଶ (Career Counselling) କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହ ନଂ-୪ ରେ…
ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା, “ଓଏଭି ପଥରଚେପା ପ୍ରଥମ”
ବଲାଙ୍ଗୀର-ତା.୧୫/୦୫/୨୦୨୬:ଜିଲ୍ଲା ସ୍ତରୀୟ ସ୍ମାର୍ଟ ହାକାଥନ ପ୍ରତିଯୋଗିତା ଓଡ଼ିଆ ପ୍ରେନର ସରକାରୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ୟୁନିସେଫ,ଷ୍ଟାର ଓ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ସହଯୋଗରେ ତଥା ବଲାଙ୍ଗୀର ଜିଲ୍ଲା…
ସୁଖଶାନ୍ତି ସରୋବରରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ‘ସୃଜନ’ ଉଦଘାଟିତ।
କେନ୍ଦୁଝର,ତା୧୫/୫- ଆଜି ଦିନ ଦଶଟାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରୁଣାସହର ସ୍ଥିତ ସୁଖଶାନ୍ତି ସରୋବର ପରିସରରେ ଗ୍ରୀଷ୍ମକାଳୀନ ଶିଶୁ ଶିବିର ’ସୃଜନ' ଉଦଘାଟିତ ହୋଇଯାଇଛି।ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସୁଶାନ୍ତ କୁମାର ପାତ୍ର ଏହି ଶିଶୁ…
ମହାପାତ୍ର ନୀଳମଣି ସାହୁଙ୍କ ଜୀବନ ଦର୍ଶନ ଯୁବପିଢ଼ୀ ପାଇଁ ପ୍ରେରଣାଦାୟକ
ସୁବର୍ଣ୍ଣପୁର, ୧୫/୦୫(ପ୍ରକାଶ କୁମାର ହାତୀ ): ସାହିତ୍ୟ ଅକାଦେମି ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକ ଗମ୍ଭୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପାତ୍ର…
ସୋନପୁର ଯୋଗାଣ ବିଭାଗ ର ଚଡାଉ ୯୦୦ ଲିଟର କିରୋସିନ ଜବତ
ସୁବର୍ଣ୍ଣପୁର,୧୫!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ର ଖେମ୍ବଶ୍ରୀପାଳି ଯୋଗାଣ ବିଭାଗର ଚଡାଉ ବେଳେ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ଯାଞ୍ଚକରୁଥିବାବେଳେ ସୋନପୁର ବଲାଙ୍ଗୀରଜାତୀୟରାଜପଥ ଖମ୍ବଶ୍ରୀପାଳି ନିକଟରେ ଜଣକ ଠାରୁ ୯୦୦ ଲିଟର କିରୋସିନ ଜବତ କରିଛନ୍ତି ପ୍ରକାଶ…
ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ବିରୁଦ୍ଧରେ ଆସିବ ଅନାସ୍ଥା
ନୟାଗଡ଼,୧୫ା୫(): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜୁ ଜନତା ଦଳରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେ ଆଜି ବିଜେପି ମିଶିଛନ୍ତି। କିଶୋରଙ୍କ ସହିତ ଜଣେ ବି ସରପଞ୍ଚ, ସମିତି କି କର୍ମୀ ବିଜେପିରେ ମିଶିବାକୁ ରାଜି ହୋଇ ନାହାନ୍ତି। କିଶୋର ବିଜେଡିରୁ ଇସ୍ତଫା ଦେବା…