ଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ଅଙ୍ଗି ନଦୀ ତୁଠରେ ଭୂମି ପୂଜନ କରାଯାଇଛି। ଆଗାମୀ ଅକ୍ଟୋବର ମାସ ୧୬ ତାରିଖରେ ହେବାକୁ ଥିବା ଗଜ ଲକ୍ଷ୍ମୀ ପୂଜା ନିମନ୍ତେ ଲକ୍ଷ୍ମୀ ପୂଜା କମିଟି ତରଫରୁ କନ୍ୟାଶ୍ରମ…

ବର୍ଷା ଜଳରେ ଇନ୍ଦ୍ରାବତୀ ରାସ୍ତା, ଖାତିଗୁଡା ବସ ଷ୍ଟାଣ୍ଡ ବେହାଲ୍।

ନବରଙ୍ଗପୁର, ୯/୯/, ଅଶୋକ ସାହୁ, ଶାସକ ପ୍ରଶାସକ: ୮ ତାରିଖ ରାତି ଘଣ୍ଟାଏ ବର୍ଷରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି ଜଳମଗ୍ନ ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହୋଇ ବେହାଲ୍ ହୋଇଥିବା ଦେଖିବାକୁ ମିଳିଛି ।ବର୍ଷା ହେଲେ ଜଳ…

ଗୁଣପୁର ଉପ କାରାଗାରରେ ସତ୍ ସଙ୍ଗ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ତରଫରୁ ସ୍ଥାନୀୟ ଉପକାରାଗାରର ଜେଲ ଅଧୀକ୍ଷକ ଶ୍ରୀ ହନୁ ସେଠୀଙ୍କ ତତ୍ତ୍ଵାବଧାନରେ ଏଦୀମାନଙ୍କୁ ନେଇଁ ସତ୍ ସଙ୍ଗର ଆୟୋଜନ କରାଯାଇଥିଲା। ପ୍ରଥମେ ଓଁକାର ଧ୍ୱନି ପରେ ପରେ…

ପୂଜା ପେଣ୍ଡାଲରୁ ମେଢ, ପିତ୍ତଳ ପୂଜା ସାମଗ୍ରୀ,ଟଙ୍କା ଚୋରୀ ଅଭିଯୋଗ, ଥାନାରେ ଏତଲା ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏହାର ସୁଯୋଗ ନେଇ କାଣ୍ଡ ଘଟାଇବାକୁ ଅସାମାଜିକ ବ୍ୟକ୍ତିମାନେ ତତ୍ପର ହେଲେଣି ।ଆଜି ଏପରି ଏକ ଘଟଣା ବେଲଗୁଣ୍ଠାରେ ଚାଲିଥିବା ଗଣେଶ ପୂଜା ମହାସମାରୋହରେ ଚାଲିଥିବା ବେଳେ ଗୋଟିଏ ପୂଜା ପେଣ୍ଡାଲରୁ ଗଣେଶଙ୍କ ମୃଣ୍ମୟୀ…

ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସ ଆଥଲେଟଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଛି: ନୀତା…

ମୁମ୍ବାଇ : ସଦ୍ୟ ସମାପ୍ତ ହୋଇଥିବା ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିବା କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ। ଏହି ଅବସରରେ ସମସ୍ତ ଆଥଲେଟଙ୍କ ପ୍ରଶଂସାରେ…

ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ : ବିଶେଷଜ୍ଞ

ସମ୍ ହସ୍ପିଟାଲ୍‌ରେ ଭାରତୀୟ ସ୍ପାଇନ୍ ସର୍ଜନ ଆସୋସିଏସନ୍‌ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର, ସେପ୍ଟେମ୍ବର ୯: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି ।…

“ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାର”

https://youtu.be/45EL4qi692E ବର୍ତ୍ତମାନର ସରକାର କେବଳ ନବୀନଙ୍କ ସମୟରେ ହୋଇଥୁବା ପ୍ରକଳ୍ପର ରିବନ କାଟୁଛନ୍ତି : ବିଜେଡି ହୋଇଥୁବା ଓଡିଶାକୁ ସେମି କଣ୍ଡକ୍ଟର ହବ କରିବାରେ ନବୀନ ସରକାରଙ୍କ ଭୂମିକା ଅନନ୍ୟ ଭୁବନେଶ୍ବର ୦୯/୦୯/୨୦୨୪: ବର୍ତ୍ତମାନର ବିଜେପି ସରକାର କେବଳ ନବୀନ…

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ…

ଭୁବନେଶ୍ୱର,: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି…

ପୌରାଞ୍ଚଳ ମାନଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଜିଲ୍ଲା ଦାୟିତ୍ୱରେ ଥିବା ବିଭାଗର ନୋଡାଲ ଅଧିକାରୀମାନେ କ୍ରମାଗତ ଭାବେ ସଂପୃକ୍ତ ଜିଲ୍ଲାର ପୌରାଚଂଳରପରିସ୍ଥିତି ସଂପର୍କରେ ମନିଟର କରିବାକୁ କୁହାଯାଇଛି ଭୁବନେଶ୍ବର, ୯।୯ - ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ…

ଡି.ଆର.ଏମ ଙ୍କ ଗୁଣପୁର ଗସ୍ତ:ଟ୍ରେକ୍ ଓ ଉନ୍ନୟନ କାର୍ଯ୍ୟ ଦେଖି ଫେରିଲେ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ରେଲୱେ ର ବିଶାଖାପାଟଣା ଡି. ଆର. ଏମ ସୌରଭ ପ୍ରଶାଦ ଆଜି ଦିନିକିଆ ଗୁଣପୁର ଗସ୍ତ ରେ ଆସି ଫେରିଛନ୍ତି। ନୌପଡା ଠାରୁ ଗୁଣପୁର ମଧ୍ୟରେ ଏକାଧିକବାର ରେଳପଥ ର ରକ୍ଷଣାବେକ୍ଷଣ କାର୍ଯ୍ଯ କରାଯିବା ପରେ ଆଜି ଶ୍ରୀ ପ୍ରସାଦ ଏହାର ଅନୁଧ୍ୟାନ କରିବା ସହ ଗୁଣପୁର…