Sign in
Sign in
Recover your password.
A password will be e-mailed to you.
ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜୁ ଜନତା ଦଳର ପୋଲାଭରମ ଟିମ
https://youtu.be/VhyK6XOEcvY
ପ୍ରକଳ୍ପକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ
ଭୁବନେଶ୍ଷର ତା ୧୦/୦୯/୨୦୨୪ ରିଖ: ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ…
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ…
ଭୁବନେଶ୍ୱର: ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…
ସାଉଦି ଆରବରେ ଫସିଛନ୍ତି ୬ ଓଡିଆଙ୍କ ସମେତ ୮ ଜଣ;ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
ଭୁବନେଶ୍ବର, ୧୦|୦୯ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ…
ସମ୍ବଲପୁର ରେଳ ଷ୍ଟେସନ ଠାରେ ପ୍ରମୁଖ ୟାର୍ଡ଼ ପ୍ରାଙ୍ଗଣ ପୁନଃନିର୍ମାଣ କାର୍ଯ୍ୟ |
• ନିର୍ମାଣ ହେବାକୁ ଥିବା ନୂତନ ପ୍ଲାଟଫର୍ମ |
• ଟ୍ରେନ୍ ଗୁଡ଼ିକୁ ସୁଗମ କରିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ରେଳ ଧାରଣା ଯୋଗ କରାଯିବ |
• ଟ୍ରେନ୍ ଗୁଡିକ ବର୍ତ୍ତମାନ ସମ୍ବଲପୁରକୁ ସହଜରେ ଆସିପାରିବ ଏବଂ ନିକଟସ୍ଥ ଷ୍ଟେସନରେ ଅଟକ ରହିବ ନାହିଁ |
• ସାଢେ ଚାରିମାସ (139 ଦିନ)…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଏକାଡେମିକ୍ ମିଟ
ଭୁବନେଶ୍ୱର, ୧୦/୦୯ : ପୂର୍ବରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ନିମନ୍ତେ ଦକ୍ଷିଣ ଓଡ଼ିଶାର ରୋଗୀଙ୍କୁ ବିଶାଖାପାଟଣା କିମ୍ବା ଭୁବନେଶ୍ୱର ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା । ମାତ୍ର ଏବେ ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀଠାରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର…
ଜିଲ୍ଲା ବିଜେପି ସଭାପତି ଦୌଡ ରେ ଗୁଣୁପୁର ରୁ ପ୍ରମୋଦ କୁମାର ସାହୁ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି ଦୌଡ଼ ରେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ଙ୍କୁ ନେଇ ଦ୍ୱନ୍ଦ୍ୱ ରେ ରାୟଗଡା ଜିଲ୍ଲା ର ଚାରି ପ୍ରମୁଖ ପ୍ରତିଦ୍ୱନ୍ଦୀ ।ବର୍ତ୍ତମାନ ର ଜିଲ୍ଲା ସଭାପତି ଶିବ ପଟନାୟକ ମଧ୍ୟ ରେସ ରେ…
ଏ. ବି. ସି. ଡି ର ନୂଆଖାଇ ଭେଟଘାଟ ଅନୁଷ୍ଠିତ।
ପଦ୍ମପୁର :- ଜିଇଁ ଜାଗି ଥିଲେ ବର୍ଷେ.... ଆର ଥର ମାନ୍ମା ହର୍ସେ... ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ ପଦ୍ମପୁର ର ସ୍ଵେଛାସେବୀ ଅନୁଷ୍ଠାନ ଏ.ବି.ସି.ଡି. (ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ )ତରଫରୁ ନୁଆଁଖାଇ ଭେଟଘାଟ ସ୍ଥାନୀୟ ରାଜବୋଡା ସମ୍ବର୍…
୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ପଞ୍ଚମ ସନ୍ଧ୍ୟା
ରାକେଶ ଚୌରାସିଆଙ୍କ ବଂଶୀ ଓ ଓଜସ ଅଧିୟାଙ୍କ ତବଲା ବାଦନର ଯୁଗଳବନ୍ଦୀରେ ଦର୍ଶକ ମନ୍ତ୍ରମୁଗ୍ଧ
ଭୁବନେଶ୍ୱର (୯.୯.୨୦୨୪): ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୩୦ତମ ଗୁରୁ…
ବିଶାଖାପାଟଣା ଡି ଆର୍ ଏମ୍ ଙ୍କ ଅମୃତ ଭାରତ ଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ
ପାରଳାଖେମଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଅମୃତ ଭାରତ ଯୋଜନାରେ ପାରଳାଖେମୁଣ୍ଡି ରେଳଷ୍ଟେସନ ର ନବୀକରଣ ତଥା ନୂତନ କୋଠା ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଏହି ନୂତନ ରେଳଷ୍ଟେସନ କୋଠାର ନିର୍ମାଣ କାର୍ଯ୍ୟ ତଦାରଖ ଓ ଅନୁଧ୍ୟାନ କରିବା ପାଇଁ ଆଜି (ସୋମବାର)…
ବିଧାୟକ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଅନେକ କାର୍ଯ୍ୟକର୍ତ୍ତା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଭଞ୍ଜନଗରର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଶୁଭ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ପାଇଁ ଭଞ୍ଜନଗର ବାସଭବନ କୁ ନେତା, ରାଜନେତା, କର୍ମୀ, କାର୍ଯ୍ୟକର୍ତ୍ତା ଙ୍କ ଠୁ ଆରମ୍ଭ କରି ଯନ୍ତ୍ରୀ ଓ ସାମ୍ବାଦିକ ଙ୍କ ସୁଅ ଛୁଟିଥିଲା
ଆଜି…