Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ବିଶ୍ଵକର୍ମା ପୂଜା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଅଦ୍ୟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଅଥବା ଆଜି ସେପ୍ଟେମ୍ବର ୧୬ ତାରିଖ ୨୦୨୪ ସୋମବାର ଦିନ ମହାଆଡମ୍ବରରେ ପାଳିତ ହୋଇଛି ବିଶ୍ଵକର୍ମା ପୂଜା ଉତ୍ସବ। ହଜାର ହଜାର ବର୍ଷର ସନାତନ ହିନ୍ଦୁ…
ଜରାଜୀର୍ଣ୍ଣ ଅବସ୍ଥାରେ ହାଟଭରଣ୍ଡୀ ପି ଏମ ସେଣ୍ଟର : ମରାମତି ପାଇଁ ସାଧାରଣରେ ଦାବୀ |
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ -ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡୀ ସ୍ଥିତ ଶବ ବ୍ୟବଚ୍ଛେଦ ଗୃହର ଅବ ସ୍ଥା ଅତି ଶୋଚନୀୟ |ଉକ୍ତ ଘରର କବାଟ ଝରକା ସବୁ ଭାଙ୍ଗିରୁଜି ଯାଇଥିବା ବେଲେ କାନ୍ଥ, ଛାତ ଓ ଚଟାଣ ମଧ୍ୟ ଫାଟି ଗଲାଣି |ଛାତ ଉପରେ ଘାସବୁଦା ସବୁ ଉଠି ଜଙ୍ଗଲ ପରି…
ସୁବର୍ଣ୍ଣଦୀପ ର ନୂଆଁଖାଇ ସମ୍ମାନ ଉତ୍ସବ ଅନୁଷ୍ଠିତ
ପଦ୍ମପୁର :-ଇଣ୍ଟରନେଟ ଯୁଗରେ ୩୦ ବର୍ଷରୁ ଉର୍ଦ୍ଧ ସମୟ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକା ବରଗଡ଼ ଜିଲ୍ଲାରୁ ନିୟମିତ ଭାବେ ପ୍ରକାଶ ପାଇବା ସହିତ ଲେଖକ, ଲେଖିକାଙ୍କୁ ନୂଆଁଖାଇ ଲେଖା ପ୍ରକାଶ ପାଇଁ ସୁଯୋଗ ଦେଇ ଅନୁଷ୍ଠିତ ଏକ ଲେଖକ ଲେଖିକା ସମ୍ମିଳନୀରେ ନୂଆଁଖାଇ ସମ୍ମାନ ପ୍ରଦାନ…
ପୁସ୍ତପୁର ରେ ଗଜାନନ ଉତ୍ସବ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମଜେନା)ଖଲ୍ଲିକୋଟ:୧୫/୯ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ପୁସ୍ତପୁର ଗ୍ରାମ ରେ ତା ୭-୯-୨୪ ଠାରୁ ଗଣେଶ ପୂଜା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଛି ଏବଂ ଗଜାନନ ଉତ୍ସବ ଆସନ୍ତା ତା ୧୮-୯-୨୪ ରିଖରେ ସମାହିତ ହେବ ଓ ଠାକୁରଙ୍କ ବିସର୍ଜନ ହେବ ବୋଲି ଜଣାପଡିଛି ।…
ଡାବୁଗାଁ ରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ ରାଜ ଶେଖର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…
ଆସୁଛନ୍ତି ମୋଦୀ: ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇବା ନିରନ୍ତର ପ୍ରକ୍ରିୟା
ଯେଉଁମାନଙ୍କ ଆକାଉଣ୍ଟକୁ ଏକ ଟଙ୍କା ଯାଇନାହିଁ, ସେମାନଙ୍କ ଆବେଦନ ଫର୍ମ ବିଚାରାଧୀନ ଅଛି ।
କୌଣସି ଫୋନ୍ କଲ୍/ଫେକ୍ ଲିଙ୍କ୍କୁ ବିଶ୍ୱାସ ନକରିବାକୁ ପରାମର୍ଶ
ଭୁବନେଶ୍ୱର, ୧୬/୦୯/୨୦୨୪:ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ଗାଁ ଗାଁରେ ଉତ୍ସାହ ବଢୁଛି । ଆସନ୍ତାକାଲି…
ରାଜ୍ୟସାରା ୧୦ଲକ୍ଷ ବୃକ୍ଷରୋପଣ କରିବ କୃଷକ ମୋର୍ଚ୍ଚା : ମହେଶ୍ୱର ସାହୁ
ସେବା ପକ୍ଷରେ “ମା’ ପାଇଁ ଗଛଟିଏ” ଅଭିଯାନ ଉପରେ ଗୁରୁତ୍ୱାରୋପ
୧୭ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାସ୍ତର ଏବଂ ୨୧ରୁ ୨୫ ବିଧାନସଭା କ୍ଷେତ୍ର ଓ ୨୫ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ମଣ୍ଡଳ ଓ ଶକ୍ତିକେନ୍ଦ୍ରସ୍ତରରେ ବୃକ୍ଷରୋପଣ କରିବାକୁ ନିଷ୍ପତି
ସୁପରିଚାଳନା ପାଇଁ…
ବ୍ରହ୍ମପୁର-ଟାଟାନଗର ଭାୟା କେନ୍ଦୁଝର ସହିତ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଛଅ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଝାଡଖଣ୍ଡରୁ ସବୁଜ ପତାକା ଦେଖାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବା ସହିତ ବିଭିନ୍ନ ରେଳ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି |…
ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ରେ ଜାତୀୟ ଇଂଜିନିୟର ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପରିସରରେ କୋରାପୁଟସ୍ଥିତ ସୁନାବେଡ଼ା ହାଲର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜନିୟରିଂ ଇଣ୍ଡିଆ ସୋସାଇଟି ଆନୁକୁଲ୍ୟରେ ଜାତୀୟ ଇଂଜିନିୟର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁନାବେଡ଼ାସ୍ଥିତ…
ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱରରେ ଆରମ୍ଭ ହେଲା ବୋନ୍ କ୍ୟାନସର ଚିକିତ୍ସା ।
ପରାମର୍ଶ ଦେବେ ଦେଶର ଅଭିଜ୍ଞ ଅର୍ଥ୍ରୋପେଡିକ୍ ଅଙ୍କୋଲଜିଷ୍ଟ୍ ଡାକ୍ତର ଶ୍ରୀମନ୍ଥ ବି.ଏସ୍. ।
ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଇଁ ଖୁସୀ ଖବର, ବୋନ୍ କ୍ୟାନସର ଚିକିତ୍ସା ପାଇଁ ଆଉ ଯିବାକୁ ପଡିବ ନାହିଁ ରାଜ୍ୟ ବାହାରକୁ । ରାଜଧାନୀ ଖଣ୍ଡଗିରି ନିକଟରେ ଥିବା ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱର…