“ସୁଭଦ୍ରା ଯୋଜନା” ର ପଦଯାତ୍ରା ଅନୁଷ୍ଠିତ

ପଦ୍ମପୁର:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୧ ଗୋଟି ୱାର୍ଡ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନାରୀ ସଶକ୍ତିକରଣ ଯୋଜନା "ସୁଭଦ୍ରା ଯୋଜନା" ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ରେ ସୁଭଦ୍ରା…

ରାଜବୋଡାସମ୍ବର ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରାଜବୋଡାସମ୍ବର ବ୍ଲକର ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ରାଜବୋଡା ସମ୍ବର…

ଦଣ୍ଡଯାତ୍ରା ମହାସଂଘର ବୈଠକ ; ଅଭିନେତ୍ରୀଙ୍କ ପାଇଁ ପାଉଣା ଧାର୍ଯ୍ୟ , ଅଶ୍ଳୀଳ ନୃତ୍ୟକୁ ନା !

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ଆଉ ମାତ୍ର ପାଖାପାଖି ଛଅ ମାସ ବାକି ରହିଥିବା ବେଳେ ବର୍ତ୍ତମାନ ଠାରୁ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ବୈଠକ ବେଲଗୁଣ୍ଠା ଦଣ୍ଡ ଯାତ୍ରା ସଙ୍ଘ ଆନୁକୂଲ୍ୟରେ ଆଜି ବେଲଗୁଣ୍ଠା ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ…

ବେଲଗୁଣ୍ଠାରେ ସୁଭଦ୍ରା ଯୋଜନା ସଚେତନତା ରାଲି

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସକାଳ ଦଶ ଘଣ୍ଟା ସମୟ,ରେ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ଠାରୁ ସୁଭଦ୍ରା ଯୋଜନା ସଚେତନତା ରାଲି ବାହାରି ବେଲଗୁଣ୍ଠା ସହର ପରିକ୍ରମା କରିଥିଲା I ଆଜି ଏହାକୁ ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ ପତାକା ଦେଖାଇ ଉଦ୍ଘାଟନ କରିଥିଲେ I ଏଥିରେ ସିଡିପିଓ ନଳିନୀ…

ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭା ‌ ‌

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟର ସ୍ଵର୍ଗତ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ  ଦ୍ବାଦଶାହ ତିଥି ଅବସରରେ ନିଜ ଜନ୍ମମାଟି କରାଗାଡିଆ ଠାରେ  ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର…

ବେଲଗୁଣ୍ଠାରେ ରାଜ୍ୟ ସ୍ତରୀୟ ଭାଷାଜ୍ଞାନ ପରୀକ୍ଷା ; ଭାଷାଜ୍ଞାନରେ ସ୍ନିଗ୍ଧା, ସୁନ୍ଦର ହସ୍ତାକ୍ଷରରେ ଅର୍ଚ୍ଚିନା ଏବଂ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ପେଣ୍ଠସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଆଜି ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଚିତ୍ରାଙ୍କନ,ଭାଷାଜ୍ଞାନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ଏଥିରେ ବେଲଗୁଣ୍ଠା ବ୍ଳକ୍ ଓ ଏନ୍ଏସିର 32 ଟି…

ଜିଲ୍ଲାସ୍ତରୀୟ ବିକାଶ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ଠାରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଭାଗର…

ନବରଙ୍ଗପୁର ଠାରେ ରାଜ୍ୟ ସରକାରଂକ ପ୍ରଣୀତ ଯୋଜନା ସଂପର୍କିତ ଜନ ସଚେତନତା ସୃଷ୍ଟି ସମାବେଶ

୨୦/୯/୨୦୨୪ ରୁ ୨୨/୯/୨୦୨୪ ପର୍ଯ୍ୟନ୍ତ " ବିକାଶ ମେଳା" ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ ତା ୧୫.୯.୨୦୨୪:. ଗତକାଲି ତା ୧୪.୯.୨୦୨୪ ଅପରାହ୍ନ ୪.୩୦ ମି଼ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ଵାନ୍ ହଲ ଠାରେ ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ କନ୍ଫରେନ୍ସ ମାଧ୍ୟମ ରେ ଅତିରିକ୍ତ…

“ସୁଭଦ୍ରା’ରେ ସ୍ୱୟଂ ସମ୍ପୂର୍ଣ୍ଣା ହେବେ ମହିଳା: ପ୍ରଭାତୀ

ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୬୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ୧୭ ତାରିଖରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ "ସୁଭଦ୍ରା' ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମ ଦିନରେ କରିବେ "ସୁଭଦ୍ରା' ଯୋଜନା ଶୁଭାରମ୍ଭ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ…

ଭାରତ ବିରୋଧୀ ମନ୍ତବ୍ୟ ଦେବା ରାହୁଲଙ୍କ ଚିରାଚରିତ ସ୍ୱଭାବ: ଡ. ଯତୀନ ମହାନ୍ତି

ଭୁବନେଶ୍ୱର, ତା.୧୫/୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶ ଶିଖରକୁ ଦୃତ ଗତିରେ ଅଗ୍ରସର ହେଉଥିବାବେଳେ ସଂସଦର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଏଥିରେ ଅନ୍ତରାୟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଗତ ସପ୍ତାହରେ ରାହୁଲ…