Sign in
Sign in
Recover your password.
A password will be e-mailed to you.
ତାଲପଦର ଗଣେଶ ପୂଜା ଅନୁଷ୍ଠିତ।
ପଦ୍ମପୁର :- ବିଜେପୁର ବ୍ଲକ ତାଳପଦର ଠାରେ ଚାଲିଥିବା ଗଣେଶ ପୂଜା ବିଭିନ୍ନ କାର୍ଯ୍ୟକ୍ରମ ସହିତ ସମ୍ପୂର୍ଣ ହୋଇଛି l ଦୀର୍ଘ ଆଠ ଦିନଧରି ଅନେକ କାର୍ଯ୍ୟକ୍ରମ ଯଥା ମା ପୂର୍ଣ୍ଣବାସୀ କଲାପରିଷଦ ମାନପୁର ର କଂସ ଦରବାର,ସାସ୍କୃତିକ କାର୍ଯ୍ୟକ୍ରମ, ଓଡିଶୀ ନୃତ୍ୟ, ଓ କଟକ ର ମା ଜଗତ ଜନନୀ ଅପେରା…
ସୁଭଦ୍ରା ଯୋଜନାର ତଦାରଖ ନିମନ୍ତେ ଜିଲ୍ଲା ପ୍ରଶାସନର ଜିଲ୍ଲା ଅଧିକାରୀଙ୍କୁ ଗୁରୁ ଦାୟିତ୍ଵ
ନବରଙ୍ଗପୁର: ତା ୧୫.୯.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ: ସରକାରଂକ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ମହିଳା ମାନଙ୍କ ଆବେଦନ ପ୍ରକ୍ରିୟା ଚାଲୁ ରହିଛି।ଏଥି ନିମନ୍ତେ ଦୈନିକ ତଦାରଖ ଓ ନିରୀକ୍ଷଣ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଡ ଶୁଭଙ୍କର…
“ଚତୁର୍ଥ ଆନ୍ତର୍ଜାତୀୟ ତ୍ରିନେତ୍ର ପୁରସ୍କାର ଉତ୍ସବ-୨୦୨୪” : ତ୍ରିନେତ୍ର ଯୁବ ପ୍ରତିଭା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ଵର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ "ଚତୁର୍ଥ ଆନ୍ତର୍ଜାତୀୟ ତ୍ରିନେତ୍ର ପୁରସ୍କାର ଉତ୍ସବ-୨୦୨୪" ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ସୌଭିକ ବିଶ୍ବାଳ , ଡ. ଗୌରବ ରହ୍ଲାନ , ଶ୍ରୀ ସି. ରୁଦ୍ର ଚରଣ ମହାନ୍ତି…
ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏହି…
ସାର୍ବଜନୀନ ଦୁର୍ଗାପୂଜା ପାଇଁ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର :- ସ୍ଥାନୀୟ ରାଜବାଟୀ ପୂଜା ମଣ୍ଡପ ଠାରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ହେବାକୁ ଥିବା ରାମଲୀଳା ନାଟ୍ୟ ଧାରା ପାଇଁ ଆଜି ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୃସିଂହ କଳା ପରିଷଦ ବରପଦର୍ ର ମୁଖ୍ୟ ଶ୍ରୀ ନିର୍ମଳ ମେହେର ଯିଏକି ବିଭିନ୍ନ ଯାତ୍ରାରେ…
ଗୁଣୁପୁର ରେ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଓଡିଶା ସରକାର ଙ୍କ ମହିଳା ଙ୍କ ପ୍ରଗତି ଏବଂ ବିକଶିତ ଓଡିଶା ରେ ମହିଳା ଙ୍କୁ ସ୍ୱାଭଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଆଜି ଗୁଣୁପୁର ର ସଦର ଗୁଣୁପୁର ଠାରେ ଆରମ୍ଭ ହୋଇ ଯାଇଛି ଏହି ଅବସର ରେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ପ୍ରଧାନମନ୍ତ୍ରୀ ଆସିବେ ବୋଲି ୧୭ ତାରିଖରେ ଛୁଟି
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ
ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ…
ବିଷଧର ସାପ କାମୁଡାରେ ନାବାଳିକା ଝିଅ ର ମୃତ୍ୟୁ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେର ଚେଟିଆ ଗୁଡା ର ଜଣେ ୧୬ ବର୍ଷିଆ ନାବାଳିକା ଝିଅ ବିଷଧର ସର୍ପ କାମୁଡ଼ା ରେ ଆଜି ଅପରାହ୍ନ ୪ ଘଣ୍ଟ ସମୟରେ ମୃତ୍ୟୁ ବରଣ କରିଛି। ମୃତ ନାବାଳିକା ଝିଅ ଚେର ଚେଟିଆ ଗୁଡା ସାଧୁରାମ…
ଦୁର୍ଗାପୂଜା ପାଇଁ ଭୂମି ପୂଜନ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଦୁର୍ଗା ପୂଜା ନିମନ୍ତେ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ଚାରି ଘଣ୍ଟ ସମୟରେ ଦୁର୍ଗା ପୂଜା ପରିଚାଳନା କମିଟି ଓ ଗ୍ରାମବାସୀ ଡାବୁଗାଁ କନ୍ୟାଶ୍ରମ ନିକଟ ଅଙ୍ଗିନଦି ରେ ଯାଇ ଭୂମି…
ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ଗୁରୁଦାୟିତ୍ୱ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )-ତା. 13/୦9 ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସାରl ଆବେଦନ ପ୍ରକ୍ରିୟା ଚାଲୁରହିଛି l ଜିଲ୍ଲାର ୨୧ବର୍ଷରୁ ଉର୍ଦ୍ଧ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ…