Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…
ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…
ବି.ଡେ.କା ଭଞ୍ଜନଗର ରେ ଦୁର୍ଗୋତ୍ସବ ନିମନ୍ତେ ମୃତ୍ତିକା ପୂଜା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବି.ଡେ.କା) ତରଫରୁ ଚଳିତ ଚଳିତ ୫୬ ତମ ବାର୍ଷିକୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ମାଁ ଜଗତଜନନୀ ଦୂର୍ଗାଦେବୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କର ମୃତ୍ତି ନିର୍ମାଣ ପାଇଁ ଆଜି ମୃତ୍ତିକା ପୂଜା…
ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର,17 ସେପ୍ଟେମ୍ୱର 2024: ରବିବାର ଦିନ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ, ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଝିଅ ଲିନ୍ସା ପ୍ରଧାନଙ୍କୁ…
ଜନ୍ମ ଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଜନ ସାଧାରଣ ଏବଂ ସମସ୍ତ ମା’ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସାଧାରଣ ଲୋକଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରୁଥିବାରୁ ମୁଖ୍ୟମନ୍ତ୍ରୀ ଓ ପୁରା ଓଡିଶା ସରକାରଙ୍କ ଉଚ୍ଚ ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ…
ବାବା ରାମେଶ୍ଵର ଙ୍କ ଆରତୀ : ବଢୁଛି ଶ୍ରଦ୍ଧାଳୁଙ୍କୁ ଭିଡ।
https://youtu.be/NnjMCJX3k44
ପଦ୍ମପୁର :- ସ୍ଥାନୀୟ ବଡବନ୍ଧ ସ୍ଥିତ ରାମେଶ୍ଵର ବାବା ଙ୍କ ମନ୍ଦିର ରେ ଦିନ କୁ ଦିନ ବଢୁଛି ଶ୍ରଦ୍ଧାଳୁ ଙ୍କ ଭିଡ। ପ୍ରତି ସୋମବାର ସନ୍ଧ୍ୟାରେ ବାବା ରାମେଶ୍ଵର ଦର୍ଶନ ଦିଅନ୍ତି ନୂଆଁ ନୂଆଁ ରୂପରେ। କେବେ ଜଗନ୍ନାଥ ତ କେବେ ଦୂର୍ଗା ତ କେବେ କାଳୀ, କେବେ…
ପଦ୍ମପୁର ରେ ମହମ୍ମଦ ଜୟନ୍ତୀ ପାଳିତ: ରକ୍ତଦାନ ଶିବିର ରୁ ୨୩ ୟୁନିଟ୍ ରକ୍ତ ସଂଗୃହୀତ
https://youtu.be/rNRyUQm5zoQ
ପଦ୍ମପୁର :-ମୁସଲମାନ ଧର୍ମର ପ୍ରତିଷ୍ଠାତା ହଜରତ ମହମ୍ମଦ ସାହବଙ୍କ ଜନ୍ମଦିନ ଇଦ୍-ଇ-ମିଲାଦ-ଅନ୍-ନବିର ପର୍ବ ପଦ୍ମପୁର ରେ ରେ ମହାସମାରୋହରେ ପାଳିତ ହୋଇଯାଇଛି ।ମୁସଲିମ ସମ୍ପ୍ରଦାୟ ପାଇଁ ଇଦ୍-ଇ-ମିଲାଦ-ଉନ-ନବିର ପର୍ବ ବିଶେଷ ମହତ୍ତ୍ୱ ରଖେ, କାରଣ ଉକ୍ତ…
ଆର୍ନ୍ତଜାତିକ ଗେଟ୍ବଲ୍ ଚମ୍ପିୟାନ୍ସିପରେ ଭାରତୀୟ ଟିମ୍ରେ ପ୍ରତିନିଧିତ୍ୱ କରିବେ ସୋଆ ପ୍ରଫେସର
ଭୁବନେଶ୍ୱର, ୧୬/୦୯ : ଆସନ୍ତା ମାସ ତାଓୟୁଆନ୍, ତାଇୱାନ ଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଏସିଆ ପାସିଫିକ୍ ଆର୍ନ୍ତଜାତିକ ଗେଟ୍ବଲ୍ ଚମ୍ପିୟାନ୍ସିପରେ ଭାରତୀୟ ଟିମ୍ରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ସିନିୟର ପ୍ରଫେସର୍ ମନୋନୀତ ହୋଇଛନ୍ତି । ସୋଆର…
କଲ୍ଯାଣ ମଣ୍ଡପ ର ଶୁଭ ଉଦ୍ଘାଟନ କଲେ ବିଧାୟିକା ।
ପଦ୍ମପୁର :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନଂ ୦୭ ଅନ୍ତର୍ଗତ ଅମଲିପାଲି ରେ କଲ୍ଯାଣ ମଣ୍ଡପ ଉଦଘାଟିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l କାଉନ୍ସିଲର ସୁମିତ ଘିଭେଲା, ରଘୁନନ୍ଦନ ଦେଓ, କରମସାନି ଧରୁଆ, ମୀନକେତନ ଧରୁଆ,…
ଆସନ୍ତା ୨୦ ରେ ହେବ ଅଞ୍ଚଳ ମହାବିଦ୍ୟାଳୟ ରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପ୍ରାୟୋଜିତ ଜାତୀୟ ସଂପାନ
ପଦ୍ମପୁର:- ଆସନ୍ତା ସେପ୍ଟେମ୍ୱର ୨୦ ଏବଂ ୨୧ ତାରିଖ ରେ ଦୁଇଦିନ ବ୍ୟାପି ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ବାରା ପ୍ରାୟୋଜିତ ଜାତୀୟ ସଂପାନ୍ନ ଶୀର୍ଷକ "Artificial Intelligence: Vision, Opportunity and Challenges" ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଅନୁଷ୍ଠିତ ହେବ ବୋଲି…