Sign in
Sign in
Recover your password.
A password will be e-mailed to you.
ବିଦ୍ୟାଳୟ ପରିଦର୍ଶନ କଲେ ଶିକ୍ଷକ ପ୍ରଶିକ୍ଷକ ଦୀପକ
ନୂଆଗାଁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ କିପରି ଏଫ୍ ଏଲ ଏନ୍ ଦକ୍ଷତା ହାସଲ କରି ଆଗକୁ ଅଗ୍ରସର ହେବେ ସେଥିନେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଚେଷ୍ଟା ଜାରି ରଖିଛନ୍ତି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ବିଦ୍ୟାଳୟ ଗୁଡିକରେ ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ…
ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ସୁନ୍ଦରଗଡ଼ର ସାଧାରଣ ପରିଷଦ ବୈଠକ
ସୁନ୍ଦରଗଡ଼ / ଶାସକ ପ୍ରଶାସକ : ସୁନ୍ଦରଗଡ଼ ସଦର ମହକୁମା ବିକାଶ ଭବନ ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ସୁନ୍ଦରଗଡ଼ ର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ସୁଧାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ…
ବିଜେପୁର ରେ ସେବା ଭାରତୀ ସତସଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ।
ବିଜେପୁର :- ବିଜେପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ସେବା ଭାରତୀ ସତସଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ସେବା ଭାରତୀ ସତସଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ…
ଜାବ୍ ର ସାଧାରଣ ବୈଠକ ଅନୁଷ୍ଠିତ।
ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ମଧ୍ୟପଡା କଲ୍ୟାଣ ମଣ୍ଡପ ଠାରେ ଆଜି ବରଗଡ଼ ଜିଲ୍ଲା ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ସାଧାରଣ ପରିଷଦ ବୈଠକ ସଂଘର ସଭାପତି ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପୁର…
ବିଜେପୁର ରେ ସଦସ୍ୟତା ଅଭିଯାନ।
ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ଠାରେ ଚାଳିଛି ସଦସ୍ୟତା ଅଭିଯାନ, ହଜାର ହଜାର ଲୋକ ହେଉଛନ୍ତି ସଦସ୍ୟ । ବରଗଡ଼ ଜିଲ୍ଲା ବିଜେପୁର ଠାରେ ରବିବାର ସନ୍ଧ୍ୟା ରେ ବିଜେପୁର ଜିଲ୍ଲା ପରିଷଦ ଶୁଶାନ୍ତ ଗଡତିଆ ଙ୍କ ସହ ମଣ୍ଡଲ ସଭାପତି ଯୋଗୀନ୍ଦ୍ର ପଧାନ, କାଉନଶିଳର ଶ୍ରୀମତୀସମାରିମେହେର,ଯୋଗେଶ୍ୱରୀ…
ଗୁଣପୁର ବିଜେପି ପକ୍ଷରୁ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ତା ୨୯/୦୯/୨୪ ଗୁଣପୁର ଶ୍ରୀ ରାମ ମନ୍ଦିର ଜେଲ ପେଟା ସ୍ଥିତ କଲ୍ୟାଣ ମଣ୍ଡପ ଗୁଣୁପୁର ପୌର ପରିଷଦର ଶକ୍ତିକେନ୍ଦ୍ର ସହାୟତାରେ ବୁଥ ନମ୍ବର ୨୪୪ର ସଦସ୍ୟ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଗୁଣୁପୁର…
ବଂଶଧାରା କଲେଜ ରେ ତାଲୁକ ଲିଗାଲ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବଂଶଧାରା ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ତାଲୁକ ଲିଗାଲ ଆଇନ ସହାୟତା ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି ମୁଖ୍ୟ ଅତିଥି ଭାବେ ଯୋଗ…
ଜିଲ୍ଲା ରାଜସ୍ବ ନୀରିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
ଖଇରା, ବୁଲୁ ଲେଙ୍କା ୨୯/୯/୨୪- ବାଲେଶ୍ଵର ଜିଲ୍ଲାର ୧୨ ଗୋଟି ତହସିଲ ଅଧିନରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ପରିଦର୍ଶକ ମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ସଦର ତହସିଲ ଅଧିନରେ ଥିବା ବାଲେଶ୍ଵର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଗତ ତା ୨୫/୯/୨୦୨୪ ରିଖର ଏକ ସମ୍ମିଳନୀ…
ଟିପ ପାଇଁ ଗ୍ଯାସ ଅଫିସର ସାମ୍ନାରେ ଲାଗିଛି ଭିଡ଼
ଖଇରା,ବୁଲୁ ଲେଙ୍କା ୨୮/୯/୨୪- ଗ୍ଯାସ ଅଫିସ୍ ସାମ୍ନାରେ KYC ପାଇଁ ଗ୍ରାହକ ମାନଙ୍କ ଭିଡ଼ ଲାଗି ରହିଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ଇଣ୍ଡେନ ଗ୍ରାମୀଣ ବିତରକ କେନ୍ଦ୍ର, ଖଇରା ପରିସରରେ । ଖରା ଓ ବର୍ଷାକୁ ଖାତିରି ନକରି ଦୂରଦୂରାନ୍ତରୁ ଗ୍ରାହକ ମାନେ ଆସି ଲମ୍ବା ଧାଡ଼ିରେ…
ଭଞ୍ଜନଗର ରେ ବୈଷ୍ଣବ ଭବନ ର ଶିଳାନ୍ୟାସ ଉତ୍ସବ ରେ ବିଧାୟକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହର ଖାଲାସିସାହି ପାତ୍ର କଲୋନୀ ମଧ୍ୟରେ ଥିବା ଭବ୍ୟ ଗାୟତ୍ରୀ ଶକ୍ତି ପୀଠ ଠାରେ ଆଜି ୨୯ ସେପ୍ଟେମ୍ବର ରବିବାର ୨୦୨୪ ଦିନ ସକାଳ ୭ ଘଣ୍ଟିକା ସମୟରେ ବିଧାୟକ ଙ୍କ ସହିତ ଜନସାଧାରଣ ଓ ଗାୟତ୍ରୀ ପରିବାର ସଦସ୍ୟଙ୍କ ଯୋଗଦାନ ହୋଇଥିଲା। ପରେ ପରେ ସନାତନ…