ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ ଗୃହ ଉଦ୍ଘାଟିତ

"ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି ଓ ତାଲିମ କାର୍ଯ୍ୟକ୍ରମ ସଂପ୍ରସାରିତ ହେବ' : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ୱର, ତା.୩୦/୦୯/୨୦୨୪: ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ପୂର୍ବାହ୍ନରେ ଲକ୍ଷ୍ମୀସାଗରଠାରେ ପ୍ରାଣୀଚିକିତ୍ସକ…

‘ପର୍ଯ୍ୟଟନ ଗୌରବ ସମ୍ମାନ’ରେ ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ସମ୍ମାନିତ

ଭୁବନେଶ୍ୱର, ୩୦/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)କୁ ‘ପର୍ଯ୍ୟଟନ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି । ବିଶ୍ୱ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ପର୍ଯ୍ୟଟନ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଗତ…

ଅବନୀ ଫିଶେରିଜ ଏବଂ ଆକୁଆଟିକ୍ (ମାଛ ଯାଆଁଳ କେନ୍ଦ୍ର)ର ପ୍ରୋପାଇଟୋର୍ ଇଂ ଅଶ୍ୱନୀ କୁମାର ମହାନ୍ତ ଙ୍କୁ ସଫଳ ମତ୍ସ୍ୟ…

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ କେଣ୍ଡୁମୁଣ୍ଡି ଗ୍ରାମରେ ଅବସ୍ଥିତ ଥିବା ଅବନୀ ଫିଶେରିଜ ଏବଂ ଆକୁଆଟିକ୍ (ମାଛ ଯାଆଁଳ କେନ୍ଦ୍ର)ର ପ୍ରୋପାଇଟୋର୍ ଇଂ ଅଶ୍ୱନୀ କୁମାର ମହାନ୍ତ ଙ୍କୁ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ପ୍ରା ଲିଃ ତରଫରୁ କେନ୍ଦ୍ରୀୟ କୃଷିରତ…

ସାଇନିଂ ଟ୍ୟୁଟୋରିଆଲ ରେ ନୂତନ ଭାବେ ଆରମ୍ଭ ହେଲା ଯୁକ୍ତ ୨ କଳା ଏବଂ ଯୁକ୍ତ ତିନି ବିଜ୍ଞାନ ବିଭାଗ ର ପାଠ ପଢା ଶ୍ରେଣୀ…

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ଠାରେ ସାଇନିଙ୍ଗ ଟ୍ୟୁଟୋରିଆଲରେ +୨ କଳା ଓ +୩ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ପାଇଁ ନୂତନ ଶ୍ରେଣୀଗୃହର ଶୁଭାରମ୍ଭ ହେଲା l ଏହି ଅବସରରେ ପୂଜାର୍ଚ୍ଚନା ପରେ ପ୍ରସାଦ ବିତରଣ କରାଯାଇଥିଲା…

ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

• ମନ୍ କୀ ବାତ୍ ସଫଳତାପୂର୍ବକ ୧୦ ବର୍ଷ ପୂର୍ତ୍ତି ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ • ପ୍ରଧାନସେବକଙ୍କ ସହ ଜନସାଧାରଣଙ୍କ ସହ ଯୋଡ଼ିବାର ବଡ ମାଧ୍ୟମ ହୋଇଛି ମନ୍ କୀ ବାତ • ଏହି କାର୍ଯ୍ୟକ୍ରମ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବାରେ ଶକ୍ତିଶାଳୀ ଜରିଆ ହେବ…

ବିଶ୍ୱ ହୃଦୟ ଦିବସ ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ମେଗା ୱାକାଥନ୍‌ ଆୟୋଜିତ

ଭୁବନେଶ୍ୱର, ୨୯ । ୦୯, : ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିଶାଳ ୱାକାଥନ୍‌‌ର ଆୟୋଜନ କରାଯାଇଥିଲା । କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର – ୩ ଠାରୁ ପାଲ୍ ହାଇଟ୍‌ସ୍ ଛକ ଯାଏଁ ଅନୁଷ୍ଠିତ ଏ ବିଶାଳ…

ସ୍ୱୟଂ ସହାୟକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ସ୍ୱଛତା ହିଁ ସେବା 2024 ପକ୍ଷ ପାଳନ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବେଲଗୁଣ୍ଠା ଆନୁକୂଲ୍ୟରେ 6 ନମ୍ବର ୱାର୍ଡ ର ମା ଜନନୀ ଆଞ୍ଚଳିକ ସ୍ତରୀୟ ମହିଳା ମହାସଂଘ ଅଧୀନରେ ଥିବା 12 ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରାୟ 100 ରୁ ଉର୍ଦ୍ଧ ମହିଳା ମାନଙ୍କୁ ନେଇ…

ପଦ୍ମପୁର ଦୈବଜ୍ଞ ବ୍ରାହ୍ମଣ ମହାସଂଘ ର ସାଧାରଣ ସଭା ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ଗୋରୁବଜାର ଠାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ବୀପ ଦୈବଜ୍ଞ ବ୍ରାହ୍ମଣ ମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମାରୋହରେ ସର୍ବ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ପୂଜା ବିଧିବଦ୍ଧ ଭାବରେ ହୋଇଥିଲା । ପଣ୍ଡିତ ନିତ୍ୟାନନ୍ଦ ପଣ୍ଡା ଙ୍କ ସଭାପତିତ୍ଵରେ ସଭା…

ପଦ୍ମପୁର ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅଗ୍ରୱାଲ ସମାଜ ପକ୍ଷରୁ ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୋଟ ୧୬ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାରୱାଡି ସମାଜ ସଭାପତି ଅମରଦୀପ ଅଗ୍ରୱାଲ ମୁଖ୍ୟଅତିଥି ଭାବେ…

ଟିପିଏସ୍ଓଡିଏଲର ଏଚ୍ଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦ୍ଘାଟିତ

-- "ମିଶନ ଜିରୋ ହାର୍ମ" ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟକ ହେବ ଏହି ପଦକ୍ଷେପ -- ମିଟର ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ -- ଦକ୍ଷିଣ ଓଡ଼ିଶାରେ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ୧୬ଟି ଟିଏସ୍ଏସଡିଆଇ ବ୍ରହ୍ମପୁର,:…