Sign in
Sign in
Recover your password.
A password will be e-mailed to you.
ପ୍ରଜା ଫାଉଣ୍ଡେସନ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪ : ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ
ଟିମ୍ ଅର୍ବାନକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ୨୯ l ୦୯ - ପ୍ରଜା ଫାଉଣ୍ଡେସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ସ୍ୱାଧୀନ ଅଧ୍ୟୟନ ୨୦୨୪ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ (ୟୁଜିଆଇ)ରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।ସହରାଞ୍ଚଳ ସଂସ୍କାର ପ୍ରତି ଓଡ଼ିଶାର ପ୍ରତିବଦ୍ଧତା…
ଆଜିଓ ଏଚ୍ ଆଣ୍ଡ ଏମ୍ କୁ ସାମିଲ୍ କରିଛି ଏବଂ ଏହାର ଅନ୍ତର୍ଜାତୀୟ ପୋର୍ଟଫୋଲିଓକୁ ସୁଦୃଢ଼ କରୁଛି;
ଭାରତରେ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ସମ୍ପ୍ରସାରଣ ଜାରି ରଖିଛି
ଆଜିଓର ଶକ୍ତିଶାଳୀ ଗ୍ରାହକ ଭିତିିଭୂମି ସହିତ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ଉପସ୍ଥିତିକୁ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଫ୍ୟାସନ୍ ପାୱାରହାଉସ୍ ଗୁଡ଼ିକ ଏକତ୍ରିତ ହୋଇ ଯୁବ ଗ୍ରାହକଙ୍କୁ ଆକର୍ଷିତ…
ସୋଆ ଇଞ୍ଜିନିୟରିଂ ବି.ଟେକ୍ ଓ ଏମ୍.ଟେକ୍ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୮/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଓ ଏମ୍.ଟେକ୍ ଛାତ୍ରଛାତ୍ରୀମାନଙ୍କୁ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ସ୍ୱତନ୍ତ୍ର…
“ସରକାରଙ୍କ ଆଭିମୁଖ୍ୟ ଓ ଭିଜନ୍କୁ ହୃଦୟଙ୍ଗମ କରି ଅଧିକାରୀମାନେ କାମ କରିବା ଢାଞ୍ଚା ବଦଳାନ୍ତୁ “
ଦୁଇ ଦିନିଆ ଜିଲ୍ଲାପାଳ- ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଉଦ୍ଯାପିତ
ଭୁବନେଶ୍ୱର: ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଅଭିଭାଷଣରେ ସବୁ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ…
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସିବାକୁ ଚାହୁଁଥିବା ବ୍ୟକ୍ତି ଦୟାକରି ଧ୍ୟାନ ଦିଅନ୍ତୁ
ସେପ୍ଟେମ୍ବର ୩୦ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ନିୟମିତ ଖବରକାଗଜ ପଢିବା ଅଭ୍ୟାସ କରନ୍ତୁ , ପରବର୍ତ୍ତୀ ସୂଚନା ଗଣମାଧ୍ୟମରେ ଜଣାଇଦିଆଯିବ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l…
ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ।
ପଦ୍ମପୁର :- ବରଗଡ ଏ. ଡି. ଏମ ମଧୁଛନ୍ଦା ଦାଶଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନ.ଏମ. ଓ. ପି. ଏସ, ବରଗଡ଼ ତରଫରୁ ରଘୁନାଥ ପୁରୀ ଓ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି l…
ନବରଙ୍ଗପୁର ଜିଲ୍ଲାଭିତ୍ତିକ ନିଯୁକ୍ତି ନେଇ ନବରଙ୍ଗପୁର ଜିଲ୍ଲାମିଳିତ ମଞ୍ଚ ତରଫରୁ ଗଣ ଧାରଣା ଓ ଆନ୍ଦୋଳନ.
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗଣ ଅନୁଷ୍ଠାନ ଜିଲ୍ଲାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରତିବାଦ କରିଛନ୍ତି ପ୍ରକାଶ ଥାଉ କି ମୋଟ1117 ଟି କନିଷ୍ଠ ଶିକ୍ଷକ ପଦବୀରୁ ନବରଙ୍ଗପୁର ଜିଲ୍ଲାର 860 ଗୋଟି…
ଥେରୁବାଲି ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଡିଜିଟାଲ ସାକ୍ଷରତା କେନ୍ଦ୍ର ଉଦ୍ଘାଟିତ
ଥେରୁବାଲି-୨୮/୦୯/୨୦୨୪ “କମ୍ପୁଟର ଶିଖିଲେ ମହିଳାଟିଏ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇପାରିବ “ ବୋଲି ମତ ପ୍ରକାଶ କରିଥିଲେ, କୋଲୋନରା ପଞ୍ଚାୟତ ଉପାଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା । ଇମ୍ଫା ପରିପାର୍ଶ୍ଵିକ ଥେରୁବାଲି , କାର୍ତ୍ତିକାଗୁଡା , କେଲିଗୁଡା ,ଖେଦାପଡା, ଡୁମୁରିଗୁଡା ଆଦି ୫ ଗୋଟି…
ଗାଙ୍ଗପୁର କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର କ୍ଲଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର କ୍ଳଷ୍ଟର୍ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହନ…
ବିତ୍ତୀୟ ସାକ୍ଷରତା କର୍ମଶାଳା
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ରିଖ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓଡିଶା ଶାଖା ତରଫରୁ ବିତ୍ତୀୟ ସାକ୍ଷରତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ…