ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସୋଆ ପରିଦର୍ଶନ

ଭୁବନେଶ୍ୱର, ୩୦/୦୯: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ସୁବାଷ ଚନ୍ଦ୍ର ପରିଜା ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ନ୍ୟାୟମୂର୍ତୀ…

‘ସିଗ୍‍ମା ସି’ରେ ଓଡ଼ିଆ ଯୁବ ବୈଜ୍ଞାନିକ ସ୍ୱୟଂ ପ୍ରକାଶ

ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡ. ସ୍ୱୟଂ ପ୍ରକାଶ ଆର୍ନ୍ତଜାତିକ ଖ୍ୟାତି ସଂପନ୍ନ ବୈଜ୍ଞାନିକ ଅନୁସନ୍ଧାନ ସମ୍ମାନ ସମାଜ ‘ସିଗ୍‍ମା ସି’ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ୱୟଂ ପ୍ରକାଶ ଏବେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଇର୍ଭାଇନ୍‍ ସ୍ଥିତ ସ୍କୁଲ ଅଫ୍‍ ମେଡିସିନ୍‍ରେ…

ପୋଲିସ କର୍ମଚାରୀଙ୍କ ପାଇଁ ସହାୟତା ବୀମା ରାଶି ନେଇ ଚୁକ୍ତି: ଭାରତୀୟ ଷ୍ଟେଟ ବ୍ଯାଙ୍କ ଏବଂ ଓଡିଶା ପୋଲିସ ମଧ୍ୟରେ ଏକ…

ଭୁବନେଶ୍ୱର : ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଏବଂ ଓଡିଶା ପୋଲିସ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଚୁକ୍ତିପତ୍ର ଅନୁଯାୟୀ,SBI ପକ୍ଷରୁ ପୋଲିସ କର୍ମଚାରୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ବୀମା ରାଶି,ଆକାଶମାର୍ଗରେ…

₹4,671 କୋଟି ପୁଞ୍ଜିନିବେଶରେ 749.9 ମେଗାୱାଟ୍ କ୍ଷମତା ସଂପନ୍ନ ଅକ୍ଷୟଶକ୍ତି ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ କମିଟି…

ଭୁବନେଶ୍ୱର: 30.09: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ 749.9 ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ₹4,671 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ…

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ କରିବା ଉପରେ ପୂର୍ତ୍ତ ମନ୍ତ୍ରୀଙ୍କ ଗୁରୁତ୍ୱ

 ଗୁଣବତ୍ତା ତଦାରଖ କରିବେ ବିଭାଗର ସ୍ୱତନ୍ତ୍ର ଟିମ୍‌  ନିମ୍ନ ମାନର କାର୍ଯ୍ୟ ହେଲେ ଯନ୍ତ୍ରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ  ଆଜି ରାତି ସୁଦ୍ଧା ପେଭର ଏଜେନ୍ସିକୁ କାର୍ଯ୍ୟରେ ଲଗାଇବାକୁ ନିର୍ଦ୍ଦେଶ ଭୁବନେଶ୍ୱର,୩୦/୦୯/୨୦୨୪:  ଆଗାମୀ ଅକ୍ଟୋବର ୫ ତାରିଖ ସୁଦ୍ଧା…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର, ୩୦.୦୯.୨୦୨୪ : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଜୈନ ଚେୟାର ଆନୁକୂଲ୍ୟରେ ଆଜି "ଅହିଂସା : ସାମ୍ପ୍ରତିକ ସମୟର ଆବଶ୍ୟକତା" ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦ୍‌ଘାଟନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ…

ତୃଣମୂଳସ୍ତରର କର୍ମକର୍ତ୍ତା ହେବେ ପୋଷଣ ଅଭିଯାନର ଯୋଦ୍ଧା

 ରାଜ୍ୟସ୍ତରୀୟ ପୋଷଣ ମାସ - ୨୦୨୪ ଉତ୍ସବ ପାଳିତ  ଜିଲ୍ଲାସ୍ତରୀୟ କାରଣକୁ ଚିହ୍ନଟ କରି ସ୍ୱତନ୍ତ୍ର ନିରାକରଣକୁ ଦିଅ ଗୁରୁତ୍ୱ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା  ମହିଳାମାନଙ୍କ ସ୍ୱାଭିମାନ, ସମ୍ମାନ ଓ ସମୃଦ୍ଧି ନିମନ୍ତେ ‘ସୁଭଦ୍ରା’ ଏକ ଅନନ୍ୟ ଯୋଜନା…

ତିନିମାସରେ ଚାରି ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡିଶା ର ଛବି କୁ ମଳିନ କରୁଛି.: ନବୀନ ପଟ୍ଟନାୟକ

ଭଦ୍ରକ ଓ ସୋନପୁର ଜିଲ୍ଲା ର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ ଶାନ୍ତି ଓ ସଦଭାବ ପାଇଁ ସମସ୍ତେ କାମ କରିବାକୁ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ. ବିଜେଡ଼ି ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ରହିବାକୁ ପରାମର୍ଶ ଦେଲେ  …

ଖେଲୋଇଣ୍ଡିଆ ମହିଳା ତାଏକ୍ରୋଣ୍ଡୋରେ ସୁନ୍ଦରଗଡ଼ର ତିନି ଖେଳାଳି

ସୁନ୍ଦରଗଡ/ ରାଉରକେଲା:(ବସନ୍ତ କୁମାର ଜେନା ): ଅରୁଣାଚଳ ପ୍ରଦେଶର ଇଟାନଗର ସ୍ଥିତ ଖେଲୋ ଇଣ୍ଡିଆ ଷ୍ଟାଡିୟମ୍ ଠାରେ ଅଗାମୀ ଅକ୍ଟୋବର ୩ରୁ ୬ ତାରିଖ ଯାଏଁ ଖେଲୋ ଇଣ୍ଡିଆ ଦ୍ଵିତୀୟ ଅସ୍ମିତା ମହିଳା ଟାଇକୋଣ୍ଡୋ ଲିଗ୍ ୨୦୨୪ ଅନୁଷ୍ଠିତ ହେବ । ଏଥିରେ ସୁନ୍ଦରଗଡ଼ ଜିଲ୍ଲା ରୁ ରାଉରକେଲା ଓ…

” ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/NOJewASLpPQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ଓ ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସିଧ ମଡଙ୍ଗ ଗ୍ରାମ ପଞ୍ଚାୟତ ସଭାଗୃହ ରେ ସ୍ଵଚ୍ଛ ଭାରତ…